ଆସିବ “ସର୍‌ଫରୋଶ୍”ର ସିକ୍ୱେଲ୍

ମୁମ୍ବାଇ: ୧୯୯୯ରେ ରିଲିଜ୍ ହୋଇଥିଲା ଅମୀର ଖାନଙ୍କ ଥ୍ରୀଲର ମୁଭି “ସର୍‌ଫରୋଶ୍”। ଏବେ ଏହାର ସିକ୍ୱେଲ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ଦ୍ଦେଶକ ଜନ୍ ମାଥ୍ୟୁ ମାଥନ। ଆସନ୍ତାବର୍ଷଠାରୁ ଏହାର ସୁଟିଂ ହେବ ବୋଲି କହିଛନ୍ତି ଜନ୍। ପ୍ରକୃତରେ “ସର୍‌ଫରୋଶ୍‌”ର ସିକ୍ୱେଲ୍ ନିର୍ମାଣ କରିବା ପାଇଁ ଜନ୍‌ଙ୍କୁ ୨୦୧୩ରେ ପରାମର୍ଶ ଦେଇଥିଲେ ଅମୀର। ଏଥିପାଇଁ ସ୍କ୍ରିପ୍ଟ ଲେଖିବା କାମ ଆରମ୍ଭ କରିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ। ଜନ୍ କହିଛନ୍ତି,“ ସର୍‌ଫରୋଶ୍‌ର ସିକ୍ୱେଲ୍ ନିର୍ମାଣ କରିବାକୁ ଟିକେ […]

sarforsh

sarforsh

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 09:52 AM IST

Sports

Latest News

[caption id="attachment_75470" align="alignleft" width="150"]john ଜନ୍ ମାଥ୍ୟୁ[/caption]

ମୁମ୍ବାଇ: ୧୯୯୯ରେ ରିଲିଜ୍ ହୋଇଥିଲା ଅମୀର ଖାନଙ୍କ ଥ୍ରୀଲର ମୁଭି “ସର୍‌ଫରୋଶ୍”। ଏବେ ଏହାର ସିକ୍ୱେଲ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ଦ୍ଦେଶକ ଜନ୍ ମାଥ୍ୟୁ ମାଥନ। ଆସନ୍ତାବର୍ଷଠାରୁ ଏହାର ସୁଟିଂ ହେବ ବୋଲି କହିଛନ୍ତି ଜନ୍।

ପ୍ରକୃତରେ “ସର୍‌ଫରୋଶ୍‌”ର ସିକ୍ୱେଲ୍ ନିର୍ମାଣ କରିବା ପାଇଁ ଜନ୍‌ଙ୍କୁ ୨୦୧୩ରେ ପରାମର୍ଶ ଦେଇଥିଲେ ଅମୀର। ଏଥିପାଇଁ ସ୍କ୍ରିପ୍ଟ ଲେଖିବା କାମ ଆରମ୍ଭ କରିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ।

ଜନ୍ କହିଛନ୍ତି,“ ସର୍‌ଫରୋଶ୍‌ର ସିକ୍ୱେଲ୍ ନିର୍ମାଣ କରିବାକୁ ଟିକେ ସମୟ ଲାଗିବ। ମୁଁ ଏପର୍ଯ୍ୟନ୍ତ ପୂରା ସ୍କ୍ରିପ୍ଟ ପ୍ରସ୍ତୁତ କରି ନାହିଁ।  ଏବେ ମୁଁ ଆଉ ଦୁଇ ତିନୋଟି ସ୍କ୍ରିପ୍ଟ ଉପରେ କାମ କରୁଛି।”

ସେ କହିଛନ୍ତି,“ସରଫରୋଶର ସିକ୍ୱେଲ୍ ପାଇଁ ସ୍କ୍ରିପ୍ଟ କାମ ଶେଷ ହୋଇଗଲା ପରେ ମୁଁ ଅମୀରଙ୍କ ସହିତ ଆଲୋଚନା କରିବି।”

ତେବେ ଜନ୍ ତାଙ୍କର ଅନ୍ୟ ପ୍ରୋଜେକ୍ଟଗୁଡ଼ିକ ସଂପର୍କରେ କିଛି ସୂଚନା ଦେଇ ନାହାନ୍ତି।

୧୯୯୯ରେ ରିଲିଜ୍ ହୋଇଥିବା “ସର୍‌ଫରୋଶ୍‌”ରେ ଅମୀର ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ ଭାବେ ଅଭିନୟ କରିଥିଲେ। ଏଥିରେ ତାଙ୍କ ନାଁ ଅଜୟ ସିଂହ ରାଥୋଡ଼ ରହିଥିଲା। ଏଥିରେ ନାସିରୁଦ୍ଦିନ ଶାହ ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story