ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ ଖାନ୍‌

ପୁଣି ଆସୁଛି ‘ବାହୁବଲୀ’ । ଏଥର ବାହୁବଲୀ ହେବେ କିଙ୍ଗ ଖାନ୍‌। ଆପଣ ଭାବୁଥିବେ ପ୍ରଭାସ୍‌ଙ୍କୁ ଫିଲ୍ମରୁ ବାହାର କରି ଶାହାରୁଖଙ୍କୁ କାହିଁକି ନିଆଯିବ। ଯଦି ଏପରି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଏଥର ଯେଉଁ ଫିଲ୍ମ ଆସୁଛି ତାହାର ନାଁ ‘ବାହୁବଲୀ’ ନୁହେଁ। ଫିଲ୍ମର ନାଁ ଏପର୍ଯ୍ୟନ୍ତ ଠିକ୍‌ ହୋଇନାହିଁ। ହେଲେ ଏଥିରେ ଶାହାରୁଖ ଯେଉଁ ଚରିତ୍ରରେ ଅଭିନୟ କରିବେ ତାହା ‘ବାହୁବଲୀ’ଠାରୁ କିଛି କମ ନୁହେଁ। ସେହି ବାହୁବଲୀ ଷ୍ଟାଇଲ୍‌ରେ ଡ୍ରେସ୍‌ଅପ୍‌ ଆଉ […]

shah-rukh-khan

shah-rukh-khan

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 02:57 PM IST

Sports

Latest News

ପୁଣି ଆସୁଛି ‘ବାହୁବଲୀ’ । ଏଥର ବାହୁବଲୀ ହେବେ କିଙ୍ଗ ଖାନ୍‌। ଆପଣ ଭାବୁଥିବେ ପ୍ରଭାସ୍‌ଙ୍କୁ ଫିଲ୍ମରୁ ବାହାର କରି ଶାହାରୁଖଙ୍କୁ କାହିଁକି ନିଆଯିବ। ଯଦି ଏପରି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଏଥର ଯେଉଁ ଫିଲ୍ମ ଆସୁଛି ତାହାର ନାଁ ‘ବାହୁବଲୀ’ ନୁହେଁ। ଫିଲ୍ମର ନାଁ ଏପର୍ଯ୍ୟନ୍ତ ଠିକ୍‌ ହୋଇନାହିଁ। ହେଲେ ଏଥିରେ ଶାହାରୁଖ ଯେଉଁ ଚରିତ୍ରରେ ଅଭିନୟ କରିବେ ତାହା ‘ବାହୁବଲୀ’ଠାରୁ କିଛି କମ ନୁହେଁ।

ସେହି ବାହୁବଲୀ ଷ୍ଟାଇଲ୍‌ରେ ଡ୍ରେସ୍‌ଅପ୍‌ ଆଉ ରୁମ ଟାଙ୍କୁରାଇ ଦେବା ପରି ଯୁଦ୍ଧ ଦେଖିବାକୁ ମିଳିବ। କୁହାଯାଉଛି ବାହୁବଲୀର ସଫଳତାରେ ଅନୁପ୍ରାଣିତ ହୋଇ ଆଦିତ୍ୟ ଚୋପ୍ରା ଏପରି ଏକ ବିଗ୍‌ ବଜେଟ୍‌ର ଫିଲ୍ମ ବନାଇବାକୁ ଯାଉଛନ୍ତି। ଯଦି ଏହା ସତ ହୋଇଥାଏ ତେବେ ଆସନ୍ତା ଡିସେମ୍ବରକୁ ଏହାର ସୁଟିଂ ଆରମ୍ଭ ହେବ।

ଶାହାରୁଖ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଜବ ହ୍ୟାରି ମେଟ୍‌ ସେଜଲ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଆସନ୍ତା ଅଗଷ୍ଟ ୪ ତାରିଖରେ ଏହା ପରଦାକୁ ଆସିବ। ଏଥିରେ ଅନୁଷ୍କା ଶର୍ମା ତାଙ୍କ ସହ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story