ଗୁରୁଦତ୍ତଙ୍କର ବାୟୋପିକ୍‌ରେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ୫୦ ଓ ୬୦ ଦଶକର ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା ଗୁରୁ ଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ଜାତୀୟ ଗଣମାଧ୍ୟମର ସମ୍ପାଦକ ତାଙ୍କ ଟ୍ୱିଟର ପେଜ୍‌ରେ ଶାହରୁଖ ଖାନ୍‌ ଗୁରୁଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଦର୍ଶାଇଥିଲେ। ଏହାର ଉତ୍ତରରେ ଶାହାରୁଖ ଖାନ୍‌ ତାଙ୍କ ଟ୍ୱିଟର ପେଜରେ […]

shah-rukh-khan-and-guru-dutt

shah-rukh-khan-and-guru-dutt

Rakesh Mallick
  • Published: Friday, 25 March 2016
  • Updated: 25 March 2016, 04:18 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ୫୦ ଓ ୬୦ ଦଶକର ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା ଗୁରୁ ଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ଜାତୀୟ ଗଣମାଧ୍ୟମର ସମ୍ପାଦକ ତାଙ୍କ ଟ୍ୱିଟର ପେଜ୍‌ରେ ଶାହରୁଖ ଖାନ୍‌ ଗୁରୁଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଦର୍ଶାଇଥିଲେ। ଏହାର ଉତ୍ତରରେ ଶାହାରୁଖ ଖାନ୍‌ ତାଙ୍କ ଟ୍ୱିଟର ପେଜରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ସହମତି ପ୍ରକାଶ କରିଥିଲେ। ୫୦ ଓ ୬୦ ଦଶକରେ ଗୁରୁଦତ୍ତ ଜଣେ ମାତ୍ର ଅଭିନେତା ଭାବେ ଅନ୍ ସ୍କ୍ରିନ୍‌ରେ ନିଜର ରାଗ, କ୍ରୋଧ, ଇମୋଶନ, ରୋମାନ୍ସ ଓ ଡିଭାଷ୍ଟେସନ୍‌କୁ ପରିପ୍ରକାଶ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇପାରିଥିଲେ।

ସୂଚନାଯୋଗ୍ୟ, ଗୁରୁଦତ୍ତ ଏକାଧାରରେ ଜଣେ ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ଜଣେ ସଫଳ କୋରିଓଗ୍ରାଫର ଥିଲେ। ସେ ମାତ୍ର ୩୯ ବର୍ଷରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଅଭିନୀତ ୧୮ଟି ଫିଲ୍ମ ମଧ୍ୟରେ ରହିଛି ବାଜ୍‌, ଆର୍‌ପାର୍‌, ବୋହୁରାଣି ଓ ଚାନ୍ଦ ପରି ସୁପରହିଟ୍ ଫିଲ୍ମ। ଏହାସହ ସେ ୯ଟି ଫିଲ୍ମର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିବା ବେଳେ ୮ଟି ଫିଲ୍ମର ପ୍ରଯୋଜନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story