ମୁଁ ସିନ୍ଧୁଙ୍କ ବଡ଼ ପ୍ରଶଂସକ ହୋଇଯାଇଛି: ରଜନୀକାନ୍ତ

ମୁମ୍ବାଇ: ରିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ସଫଳତା ଆଣିଥିବା ପି.ଭି ସିନ୍ଧୁଙ୍କୁ ଅଭିନେତା  ରଜନୀକାନ୍ତ  ପ୍ରଂଶସା କରିଛନ୍ତି।

ରଜନୀକାନ୍ତ ଟ୍ୱିଟ୍ କରି କହିଛନ୍ତି,“ସିନ୍ଧୁ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବାରୁ ମୁଁ ତାଙ୍କୁ ସଲାମ କରୁଛି। ମୁଁ ସିନ୍ଧୁଙ୍କ ବଡ଼ ପ୍ରଶଂସକ ହୋଇଯାଇଛି। ପ୍ରଥମ ଥର ପାଇଁ ପି.ଭି ସିନ୍ଧୁ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବାରୁ  ସାରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି।”

ସେହିପରି ଅଭିନେତା ଆର. ମାଧବନ କହିଛନ୍ତି, “ଅଲିମ୍ପିକରେ ସିନ୍ଧୁ ରୌପ୍ୟ ପଦକ ଜିତିଥିବାରୁ ସାରାଦେଶ ଖୁସି ମନାଇଛି। ମୁଁ ସିନ୍ଧୁଙ୍କ ପାଇଁ ଗର୍ବ ଅନୁଭବ କରୁଛି।”

ଆହୁରି ପଢ଼ନ୍ତୁ

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌