ସୋହେଲଙ୍କ ଫିଲ୍ମ ‘ଫ୍ରିକୀ ଅଲୀ’ର ଟ୍ରେଲର ଲଞ୍ଚ କରିବେ ତିନି ଖାନ୍‌ ଭ୍ରାତା

ମୁମ୍ବାଇ: ସୋହେଲ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଫ୍ରିକୀ ଅଲୀ’ର ଟ୍ରେଲର ରିଲିଜ୍‌ କରିବା ପାଇଁ ଖାନ୍‌ ପରିବାରର ତିନି ଭାଇ ଏକା  ସାଥିରେ ନଜର ଆସିବେ। ‘ଫ୍ରିକୀ ଅଲୀ’ରେ ନୱାଜୁଦ୍ଦିନ୍‌ ସିଦ୍ଦିକୀ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଟ୍ରେଲର ଲଞ୍ଚ ଅବସରରେ ସଲମାନ୍‌, ଅରବାଜ୍ ଏବଂ ସୋହେଲ ତିନି ଭାଇ ଉପସ୍ଥିତ ରହିବେ। ‘ଫ୍ରିକୀ ଅଲୀ’ ସୋହେଲ ଖାନ୍‌ ପ୍ରଡକ୍ସନର ଫିଲ୍ମ ଏବଂ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସୋହେଲ ଦେଇଛନ୍ତି। ଫିଲ୍ମର ଟ୍ରେଲର ଆସନ୍ତକାଲି ରିଲିଜ୍‌ […]

freaky-ali-,

freaky-ali-,

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 05:28 PM IST

Sports

Latest News

ମୁମ୍ବାଇ: ସୋହେଲ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ଫ୍ରିକୀ ଅଲୀ’ର ଟ୍ରେଲର ରିଲିଜ୍‌ କରିବା ପାଇଁ ଖାନ୍‌ ପରିବାରର ତିନି ଭାଇ ଏକା  ସାଥିରେ ନଜର ଆସିବେ। ‘ଫ୍ରିକୀ ଅଲୀ’ରେ ନୱାଜୁଦ୍ଦିନ୍‌ ସିଦ୍ଦିକୀ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଟ୍ରେଲର ଲଞ୍ଚ ଅବସରରେ ସଲମାନ୍‌, ଅରବାଜ୍ ଏବଂ ସୋହେଲ ତିନି ଭାଇ ଉପସ୍ଥିତ ରହିବେ। ‘ଫ୍ରିକୀ ଅଲୀ’ ସୋହେଲ ଖାନ୍‌ ପ୍ରଡକ୍ସନର ଫିଲ୍ମ ଏବଂ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସୋହେଲ ଦେଇଛନ୍ତି। ଫିଲ୍ମର ଟ୍ରେଲର ଆସନ୍ତକାଲି ରିଲିଜ୍‌ କରାଯିବ।

ନୱାଜୁଦ୍ଦିନ ଖାନ୍‌ ବ୍ରଦର୍ସଙ୍କ ଠାରୁ ମିଳୁଥିବା ଅପାର ସମର୍ଥନରେ ଖୁବ୍‌ ଉତ୍ସାହିତ। ସେ କହିଛନ୍ତି,“  ସଲମାନ୍‌ ଭାଇ ମୋ ଫିଲ୍ମକୁ ସହଯୋଗ କରିବା ବହୁତ ବଡ଼ କଥା। ତିନି ଭ୍ରାତାଙ୍କଠାରୁ ଅଦ୍ଭୁତପୂର୍ବ ସହଯୋଗ ମିଳୁଛି।”

ଏ ବିଷୟରେ ସୋହେଲ କହିଛନ୍ତି,“‌ଅରବାଜ୍ ଭାଇ ଏବଂ ମୁଁ ଫିଲ୍ମର ଅଂଶ ବିଶେଷ ଏବଂ ସଲମାନ୍‌ ଭାଇ ପରିବାରର ସଦସ୍ୟ।” ତାଙ୍କୁ ଯେତେବେଳେ ପଚରାଗଲା ଯେ ତାଙ୍କ ଫିଲ୍ମ ନୱାଜଙ୍କୁ କ’ଣ ହିରୋ କରି ଦେବ? ଏହାର ଉତ୍ତର ଦେଇ ସେ କହିଥିଲେ,“ନୱାଜ ମହାନ୍‌ କଳାକାର ଅଟନ୍ତି, ମୋ ପାଇଁ  ଯେ କୌଣସି କଳାକାର ଯିଏ ଏକ ମୁଖ୍ୟ ଭୂମିକାରେ ଅଭିନୟ କରୁଛି, ସେ ହିରୋଠାରୁ ଆଗରେ। ମୋ ଚମତ୍କାର କାଷ୍ଟ ଏବଂ କ୍ରୁ ମୋ କାମକୁ ସହଜ କରି ଦେଇଛି।”

 ନୱାଜ ମଧ୍ୟ ସୋହେଲ ଓ ଅରବାଜଙ୍କ ସହିତ କାମ କରିବା ପରେ ଖୁବ୍‌ ଉତ୍ସାହିତ ଏବଂ ତାଙ୍କର  ଦୁଇ ଜଣଙ୍କ ସହିତ ଭଲ ପଡ଼ୁଛି।

 ନିଜ ନିର୍ଦ୍ଦେଶକ ସୋହେଲଙ୍କ ବିଷୟରେ ନୱାଜ କହିଛନ୍ତି,“ ସେ ବହୁତ ଶାନ୍ତ, କ୍ରମାଗତ ଭାବେ କାମ କରନ୍ତି ଏବଂ ତାଙ୍କର ସେନ୍ସ ଅଫ୍‌ ହ୍ୟୁମର( ଚିନ୍ତା ଶକ୍ତି) ମାନିବାକୁ ପଡ଼ିବ।”

ନୱାଜଙ୍କ ଛଡ଼ା ‘ଫ୍ରିକୀ ଅଲୀ’ରେ ଅରବାଜ୍‌ ଖାନ୍, ଏମୀ ଜ୍ୟାକସନ ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମଟି ଡିସେମ୍ବର ୯ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story