“ରକ୍ ଅନ୍ ୨”ର ସବୁ ଗୀତ ଗାଇବେ ଶ୍ରଦ୍ଧା କପୁର

ମୁମ୍ବାଇ: ଶ୍ରଦ୍ଧା କପୁର ଅଭିନୟ ସହିତ ଗୀତ ବି ଗାଆନ୍ତି। ଦର୍ଶକମାନେ ତାଙ୍କ ଅଭିନୟକୁ ଯେତିକି ପସନ୍ଦ କରିନ୍ତି ତାଙ୍କର ଗାୟନ ଶୈଳୀକୁ ବି ସେତିକି ପ୍ରଶଂସା କରନ୍ତି। “ଆଶିକି ୨”, “ହାଇଦର” ଓ “ଏବିସିଡି ୨”ରେ ଶ୍ରଦ୍ଧା ନିଜ କଣ୍ଠର ଯାଦୁ ଦେଖାଇ ସାରିଛନ୍ତି। ଏହି ସବୁ ଫିଲ୍ମ ଗୁଡ଼ିକରେ ସେ ଅଭିନୟ କରିବା ସହିତ ଗୀତ ବି ଗାଇଛନ୍ତି। ଆଗକୁ ଆସୁଛି ତାଙ୍କ ଅଭିନୀତ “ରକ୍ ଅନ୍ ୨”। ଏଥିରେ ସେ ସବୁ ଗୀତ […]

shradha

shradha

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 11:47 AM IST

Sports

Latest News

shradhaମୁମ୍ବାଇ: ଶ୍ରଦ୍ଧା କପୁର ଅଭିନୟ ସହିତ ଗୀତ ବି ଗାଆନ୍ତି। ଦର୍ଶକମାନେ ତାଙ୍କ ଅଭିନୟକୁ ଯେତିକି ପସନ୍ଦ କରିନ୍ତି ତାଙ୍କର ଗାୟନ ଶୈଳୀକୁ ବି ସେତିକି ପ୍ରଶଂସା କରନ୍ତି। “ଆଶିକି ୨”, “ହାଇଦର” ଓ “ଏବିସିଡି ୨”ରେ ଶ୍ରଦ୍ଧା ନିଜ କଣ୍ଠର ଯାଦୁ ଦେଖାଇ ସାରିଛନ୍ତି। ଏହି ସବୁ ଫିଲ୍ମ ଗୁଡ଼ିକରେ ସେ ଅଭିନୟ କରିବା ସହିତ ଗୀତ ବି ଗାଇଛନ୍ତି। ଆଗକୁ ଆସୁଛି ତାଙ୍କ ଅଭିନୀତ “ରକ୍ ଅନ୍ ୨”। ଏଥିରେ ସେ ସବୁ ଗୀତ ଗାଇବେ ବୋଲି ଜଣାପଡ଼ିଛି।

“ରକ୍ ଅନ୍ ୨”ରେ ଫରହାନ୍ ଅଖତର, ଅର୍ଜୁନ ରାମପାଲ୍, ପ୍ରାଚୀ ଦେଶାଇ ଓ ପୂରବ କୋହଲି ପ୍ରମୁଖ ଅଭିନୟ କରୁଛନ୍ତି। ଏମାନେ ସମସ୍ତେ “ରକ୍ ଅନ୍”ରେ ମଧ୍ୟ ଅଭିନୟ କରିଥିଲେ।

“ରକ୍ ଅନ୍ ୨”ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଜାତ୍ ସୌଦାଗର।

ଭବିଷ୍ୟତରେ ରଣବୀର ସିଂହ ଓ ରଣବୀର କପୁରଙ୍କ ସହିତ ଅଭିନୟ କରିବାକୁ ତାଙ୍କର ଆଗ୍ରହ ଅଛି ବୋଲି ଶ୍ରଦ୍ଧା କହିଛନ୍ତି।

ଏପ୍ରିଲ୍ ୨୯ ତାରିଖରେ ଶ୍ରଦ୍ଧାଙ୍କର ନୂଆ ଫିଲ୍ମ “ବାଗୀ” ରିଲିଜ୍ ହେବ। ଏଥିରେ ସେ ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story