“ବାର୍ ବାର୍ ଦେଖୋ”ର ସୁଟିଂ ଶେଷ କଲେ ସିଦ୍ଧାର୍ଥ

ମୁମ୍ବାଇ: “କପୁର ଆଣ୍ଡ୍ ସନ୍ସ”ର ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରା ତାଙ୍କର ଆଗାମୀ ଫିଲ୍ମ “ବାର୍ ବାର୍ ଦେଖୋ”ର ସୁଟିଂ ଶେଷ କରିଛନ୍ତି। ସିଦ୍ଧାର୍ଥ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଛନ୍ତି କଟ୍ରିନା କୈଫ୍। “ବାର ବାର ଦେଖୋ” ଏକ ରୋମାଣ୍ଟିକ୍ ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିତ୍ୟା ମେହରା। ନିର୍ଦ୍ଦେଶକ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଏହା ପୂର୍ବରୁ ସେ “ଲକ୍ଷ୍ୟ” ଓ “ଡନ୍”ରେ ଫରହାନ୍ […]

sidhhartha

sidhhartha

Rakesh Mallick
  • Published: Friday, 15 April 2016
  • Updated: 15 April 2016, 10:41 AM IST

Sports

Latest News

sidhharthaମୁମ୍ବାଇ: “କପୁର ଆଣ୍ଡ୍ ସନ୍ସ”ର ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରା ତାଙ୍କର ଆଗାମୀ ଫିଲ୍ମ “ବାର୍ ବାର୍ ଦେଖୋ”ର ସୁଟିଂ ଶେଷ କରିଛନ୍ତି। ସିଦ୍ଧାର୍ଥ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଛନ୍ତି କଟ୍ରିନା କୈଫ୍।

“ବାର ବାର ଦେଖୋ” ଏକ ରୋମାଣ୍ଟିକ୍ ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିତ୍ୟା ମେହରା। ନିର୍ଦ୍ଦେଶକ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଏହା ପୂର୍ବରୁ ସେ “ଲକ୍ଷ୍ୟ” ଓ “ଡନ୍”ରେ ଫରହାନ୍ ଅଖତରଙ୍କ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos