ପି.ଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ

ମୁମ୍ବାଇ: ରିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ସଫଳତା ଆଣିଥିବା ପି.ଭି ସିନ୍ଧୁଙ୍କୁ ଆଜି ଦବଙ୍ଗ ଖାନ ସଲମାନ ଟ୍ୱିଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।  ସିନ୍ଧୁଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି, “ମୁଁ  ଗତକାଲି  ମୋ ମାଆଙ୍କ  ସହିତ ଫାଇନାଲ ମ୍ୟାଚ ଦେଖୁଥିଲା ବେଳେ ମାଆଙ୍କୁ କହିଥିଲି ମାଆ ସିନ୍ଧୁଙ୍କ ସହିତ ମୋର ଏକ ଫଟୋ ଅଛି। ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି।” ପି.ଭି ସିନ୍ଧୁଙ୍କ ଏହି […]

salman..

salman..

Rakesh Mallick
  • Published: Saturday, 20 August 2016
  • Updated: 21 August 2016, 03:11 PM IST

Sports

Latest News

ମୁମ୍ବାଇ: ରିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ସଫଳତା ଆଣିଥିବା ପି.ଭି ସିନ୍ଧୁଙ୍କୁ ଆଜି ଦବଙ୍ଗ ଖାନ ସଲମାନ ଟ୍ୱିଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।  ସିନ୍ଧୁଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସେ କହିଛନ୍ତି, “ମୁଁ  ଗତକାଲି  ମୋ ମାଆଙ୍କ  ସହିତ ଫାଇନାଲ ମ୍ୟାଚ ଦେଖୁଥିଲା ବେଳେ ମାଆଙ୍କୁ କହିଥିଲି ମାଆ ସିନ୍ଧୁଙ୍କ ସହିତ ମୋର ଏକ ଫଟୋ ଅଛି। ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି।”

ପି.ଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ବଲିଉଡ଼ ଅଭିନେତା ଅଭିତାଭ ବଚ୍ଚନ,ଶ୍ରୀଦେବୀ, କରନ ଜୋହର ଓ ଋଷି କପୁର ମଧ୍ୟ  ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story