ରିଲିଜ ହେଲା ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ ‘ସିଂ ଇଜ୍ ବ୍ଲିଙ୍ଗ’ର ଟ୍ରେଲର

ମୁମ୍ବାଇ: ଖିଲାଡି କୁମାର ଅକ୍ଷୟଙ୍କ ନୂଆ ଫିଲ୍ମ ’ସିଂ ଇଜ୍ ବ୍ଲିଙ୍ଗ’ର ଟ୍ରେଲର। ପୁଣି କମେଡି ଅନ୍ଦାଜରେ ନଜର ଆସିବେ ଅକ୍ଷୟ କୁମାର। ତେବେ ’ସିଙ୍ଗ ଇଜ୍ ବ୍ଳିଙ୍ଗ’ ଓ ’ସିଙ୍ଗ ଇଜ୍ କିଙ୍ଗ’ର ସିକ୍ୟୁଏଲ୍ ନୁହେଁ ବୋଲି ପ୍ରଯୋଜନା ସଂସ୍ଥା ସ୍ପଷ୍ଟ କରିଛି। ଅକ୍ଷୟଙ୍କ ’ବ୍ରଦର୍ସ’ର ବକ୍ସିଂ ପଂଚ ପରେ ଖିଲାଡି କୁମାର ଏବେ କମେଡି ଆଡକୁ ମୁହେଁଇଛନ୍ତି। ଯାହା ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବ। ଟିପିକାଲ ପଞ୍ଜ।ବୀ ଲୁକରେ ଅକ୍ଷୟ କୁମାରଙ୍କ ଷ୍ଟାଇଲ […]

Singh-Is-Bling-First-look-motion-Movie-wiki-poster-story

Rakesh Mallick
  • Published: Wednesday, 19 August 2015
  • Updated: 20 August 2015, 01:34 AM IST

Sports

Latest News

[embed]https://www.youtube.com/watch?v=J6HIAfNxzQk[/embed]

ମୁମ୍ବାଇ: ଖିଲାଡି କୁମାର ଅକ୍ଷୟଙ୍କ ନୂଆ ଫିଲ୍ମ ’ସିଂ ଇଜ୍ ବ୍ଲିଙ୍ଗ’ର ଟ୍ରେଲର। ପୁଣି କମେଡି ଅନ୍ଦାଜରେ ନଜର ଆସିବେ ଅକ୍ଷୟ କୁମାର। ତେବେ ’ସିଙ୍ଗ ଇଜ୍ ବ୍ଳିଙ୍ଗ’ ଓ ’ସିଙ୍ଗ ଇଜ୍ କିଙ୍ଗ’ର ସିକ୍ୟୁଏଲ୍ ନୁହେଁ ବୋଲି ପ୍ରଯୋଜନା ସଂସ୍ଥା ସ୍ପଷ୍ଟ କରିଛି। ଅକ୍ଷୟଙ୍କ ’ବ୍ରଦର୍ସ’ର ବକ୍ସିଂ ପଂଚ ପରେ ଖିଲାଡି କୁମାର ଏବେ କମେଡି ଆଡକୁ ମୁହେଁଇଛନ୍ତି। ଯାହା ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବ। ଟିପିକାଲ ପଞ୍ଜ।ବୀ ଲୁକରେ ଅକ୍ଷୟ କୁମାରଙ୍କ ଷ୍ଟାଇଲ ବି ପୁରା ହଟ୍କେ । ରଫତାର ସିଂ ପ୍ୟାର ଆଉ ରଫତାର ସିଂଙ୍କ ବାର।  ମାନେ ଅକ୍ଷୟ କୁମାରଙ୍କ ପ୍ରତିଟି ମୁମେଣ୍ଟ ହୋଇଛି ଫନି ଫନି। ’ସିଂ ଇଜ ବ୍ଲିଙ୍ଗ’ରେ ଏମିତି ଲୁକରେ ନଜର ଆସୁଛନ୍ତ ଅକ୍ଷୟ କୁମାର। କଲର ଫୁଲ ଟ୍ରେଲର ହିଁ କହୁଛି କାହାଣୀ କେତେ କଲରଫୁଲ୍ ହୋଇଥିବ।  ଏଥରେ ଅକ୍ଷୟଙ୍କ ଲେଡି ଲଭ ସାଜିଛନ୍ତି ହଟ ଆଣ୍ଡ ବୋଲ୍ଡ ୟାମି ଜାକସନ।  ବିୟୁଟି ୟାମିଙ୍କ ଷ୍ଟାଇଲ ପୁରା ଦେଖିବା ଭଳି।  ତେବେ ୟାମିଙ୍କ ଆକ୍ସନ ହୋଇପାରେ ଫିଲ୍ମର ୟୁଏସପି। ପ୍ରଭୁ ଦେବାଙ୍କ ନିର୍ଦ୍ଦେଶନାରେ ଆସୁଥିବା ଏହି ଫିଲ୍ମରେ ରହିଛି କମେଡି, ଆକ୍ସନ ଓ ଜବରଦସ୍ତ ଡ୍ରାମା। ପୂର୍ବରୁ ଫିଲ୍ମର ଟୁଙ୍ଗ ଟୁଙ୍ଗ ବାଜେ ସଙ୍ଗ ୟଙ୍ଗ ମାସଙ୍କ ଭିତରେ ଖୁବ ପପୁଲାର ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story