ରାଗିଗଲେ ‘ବିଗ୍ ବସ୍’ ଫେମ୍ ସୋଫିଆ

ମୁମ୍ବାଇ: ଚିଡିଗଲେ ସୋଫିଆ । ବଲିଉଡ ଅଭିନେତ୍ରୀରୁ ନନ୍ ପାଲଟିଥିବା ସୋଫିଆ ହୟାତ ନିଜ ଫ୍ୟାନ୍ସଙ୍କ ଉପରେ ରାଗିଯାଇଛନ୍ତି । ନିକଟରେ ଅଭିନୟ ଛାଡି ମୌଲାନାଙ୍କୁ  ବିବାହ କରିଥିବା ସନା ଖାନଙ୍କ ସହ ତାଙ୍କ ତୁଳନା କରିବାରୁ ସେ ଚିହିଁକି ଉଠିଛନ୍ତି । ସୋଫିଆ କହିଛନ୍ତି, “ସନା ଖାନଙ୍କ ସହ ମୋ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ । ଆଧ୍ୟାତ୍ମିକ ଅର୍ଥ କେବଳ ପୋଷାକ ପତ୍ର କିମ୍ବା ବେଶଭୂଷା ନୁହେଁ । ଛୋଟ ଚିନ୍ତାଧାରା ରଖୁଥିବା ଲୋକ […]

sofiya

sofiya

Jitendra Garnayak
  • Published: Tuesday, 24 November 2020
  • Updated: 24 November 2020, 05:07 PM IST

Sports

Latest News

ମୁମ୍ବାଇ: ଚିଡିଗଲେ ସୋଫିଆ । ବଲିଉଡ ଅଭିନେତ୍ରୀରୁ ନନ୍ ପାଲଟିଥିବା ସୋଫିଆ ହୟାତ ନିଜ ଫ୍ୟାନ୍ସଙ୍କ ଉପରେ ରାଗିଯାଇଛନ୍ତି । ନିକଟରେ ଅଭିନୟ ଛାଡି ମୌଲାନାଙ୍କୁ  ବିବାହ କରିଥିବା ସନା ଖାନଙ୍କ ସହ ତାଙ୍କ ତୁଳନା କରିବାରୁ ସେ ଚିହିଁକି ଉଠିଛନ୍ତି ।

ସୋଫିଆ କହିଛନ୍ତି, “ସନା ଖାନଙ୍କ ସହ ମୋ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ । ଆଧ୍ୟାତ୍ମିକ ଅର୍ଥ କେବଳ ପୋଷାକ ପତ୍ର କିମ୍ବା ବେଶଭୂଷା ନୁହେଁ । ଛୋଟ ଚିନ୍ତାଧାରା ରଖୁଥିବା ଲୋକ ଏହାକୁ ବୁଝିପାରିବେ ନାହିଁ । ସନା ଖାନଙ୍କ ଠାରୁ ମୁଁ ସମ୍ପୂର୍ଣ୍ଣ  ଭିନ୍ନ । ସନାଙ୍କ ଯାହା ଇଚ୍ଛା ସେ ତାହା କରନ୍ତୁ । ସନାଙ୍କ ସହ ମୋ ତୁଳନା କରନ୍ତୁ ନାହିଁ। ସନାଙ୍କ ସହ ମୋ ତୁଳନା କରିବା ଅର୍ଥ ବେଇମାନି କରିବା। ”

୨୦୧୬ରେ ସୋଫିଆ ହଠାତ ଅଭିନୟ ଛାଡି ନନ୍ ପାଲଟି ଯାଇଥିଲେ । କେବଳ ସେତିକି ନୁହେଁ, ନିଜ ନାଁକୁ ବଦଳାଇ ସୋଫିଆ ମଦର ମଧ୍ୟ କରିଦେଇଥିଲେ। କିନ୍ତୁ ଅଧିକ ଦିନ ସେ ନନ୍ ହୋଇ ରହିପାରି ନଥିଲେ । କିଛି ଦିନ ପରେ ସେ ପୁଣି ଥରେ ଗ୍ଲାମରସ ୱାର୍ଲ୍ଡକୁ ଫେରି ଆସିଥିଲେ । ନନ୍ ର ବେଶ-ଭୂଷା ତ୍ୟାଗ କରି ସୋଶାଲ ମିଡିଆରେ ନିଜର ବୋଲ୍ଡନେସ ଯୋଗୁଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସୋଫିଆ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story