ଏପ୍ରିଲରେ ରିଲିଜ୍‌ ହେବ ସୋନାକ୍ଷୀ ସିହ୍ନାଙ୍କ କ୍ରାଇମ୍‌ ଥ୍ରିଲର ଫିଲ୍ମ ‘ନୂର’

ମୁମ୍ବାଇ: ‘ଦବଙ୍ଗ’ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ନୂର’ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୭ ତାରିଖରେ ରିଲିଜ୍‌ ହେବ। ଏହି ଫିଲ୍ମରେ ସୋନାକ୍ଷୀ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି।

‘ନୂର’ ଏକ କ୍ରାଇମ ଥ୍ରିଲର ଫିଲ୍ମ। ସବା ଇମ୍‌ତିୟାଜ୍‌ଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘କରାଚି:ୟୁ ଆର କିଲିଂ ମି’ ଉପରେ ପର୍ଯ୍ୟବେସିତ।

ସୋନାକ୍ଷୀ ଟ୍ୱିଟ୍‌ କରି କହିଛନ୍ତି ଯେ,“ଫିଲ୍ମ ‘ନୂର’ର ରିଲିଜ୍‌ ହେବାର ତାରିଖ ନିର୍ଦ୍ଧାରିତ ହୋଇଯାଇଛି। ଏହା ଆସନ୍ତ ବର୍ଷ ଏପ୍ରିଲ ୭ରେ ରିଲିଜ୍‌ ହେବ।”

ଏହି ଫିଲ୍ମଟିକୁ ସୁନ୍‌ହିଲ ସିପ୍ପୀ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର କାହାଣୀଟି କରାଚିରେ ରହୁଥିବା୨୦ ବର୍ଷର ସାମ୍ବାଦିକା ଆଏଶା ଖାନ୍‌ଙ୍କୁ ନେଇ ଗତିଶୀଳ ହୋଇଛି। ପୂର୍ବରୁ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଏୟାର ଲିଫ୍ଟ’ରେ ଅଭିନୟ କରିଥିବା ପୂରବ କୋହଲି ମଧ୍ୟ ‘ନୂର’ରେ ନଜର ଆସିବେ।

ଆହୁରି ପଢ଼ନ୍ତୁ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍