ଏପ୍ରିଲରେ ରିଲିଜ୍‌ ହେବ ସୋନାକ୍ଷୀ ସିହ୍ନାଙ୍କ କ୍ରାଇମ୍‌ ଥ୍ରିଲର ଫିଲ୍ମ ‘ନୂର’

ମୁମ୍ବାଇ: ‘ଦବଙ୍ଗ’ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ନୂର’ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୭ ତାରିଖରେ ରିଲିଜ୍‌ ହେବ। ଏହି ଫିଲ୍ମରେ ସୋନାକ୍ଷୀ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି। ‘ନୂର’ ଏକ କ୍ରାଇମ ଥ୍ରିଲର ଫିଲ୍ମ। ସବା ଇମ୍‌ତିୟାଜ୍‌ଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘କରାଚି:ୟୁ ଆର କିଲିଂ ମି’ ଉପରେ ପର୍ଯ୍ୟବେସିତ। ସୋନାକ୍ଷୀ ଟ୍ୱିଟ୍‌ କରି କହିଛନ୍ତି ଯେ,“ଫିଲ୍ମ ‘ନୂର’ର ରିଲିଜ୍‌ ହେବାର ତାରିଖ ନିର୍ଦ୍ଧାରିତ ହୋଇଯାଇଛି। ଏହା ଆସନ୍ତ ବର୍ଷ ଏପ୍ରିଲ ୭ରେ ରିଲିଜ୍‌ […]

Sonakshi_Sinha's_Noor

Sonakshi_Sinha's_Noor

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 06:50 PM IST

Sports

Latest News

ମୁମ୍ବାଇ: ‘ଦବଙ୍ଗ’ଷ୍ଟାର ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ନୂର’ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୭ ତାରିଖରେ ରିଲିଜ୍‌ ହେବ। ଏହି ଫିଲ୍ମରେ ସୋନାକ୍ଷୀ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି।

‘ନୂର’ ଏକ କ୍ରାଇମ ଥ୍ରିଲର ଫିଲ୍ମ। ସବା ଇମ୍‌ତିୟାଜ୍‌ଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘କରାଚି:ୟୁ ଆର କିଲିଂ ମି’ ଉପରେ ପର୍ଯ୍ୟବେସିତ।

ସୋନାକ୍ଷୀ ଟ୍ୱିଟ୍‌ କରି କହିଛନ୍ତି ଯେ,“ଫିଲ୍ମ ‘ନୂର’ର ରିଲିଜ୍‌ ହେବାର ତାରିଖ ନିର୍ଦ୍ଧାରିତ ହୋଇଯାଇଛି। ଏହା ଆସନ୍ତ ବର୍ଷ ଏପ୍ରିଲ ୭ରେ ରିଲିଜ୍‌ ହେବ।”

ଏହି ଫିଲ୍ମଟିକୁ ସୁନ୍‌ହିଲ ସିପ୍ପୀ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର କାହାଣୀଟି କରାଚିରେ ରହୁଥିବା୨୦ ବର୍ଷର ସାମ୍ବାଦିକା ଆଏଶା ଖାନ୍‌ଙ୍କୁ ନେଇ ଗତିଶୀଳ ହୋଇଛି। ପୂର୍ବରୁ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଏୟାର ଲିଫ୍ଟ’ରେ ଅଭିନୟ କରିଥିବା ପୂରବ କୋହଲି ମଧ୍ୟ ‘ନୂର’ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story