ମହିଳା କୈନ୍ଦ୍ରୀକ ଫିଲ୍ମ ପାଇଁ ସୋନମଙ୍କ ମନ

ମୁମ୍ୱାଇ: ‘ନୀରଜା’ ପାଇଁ ବହୁ ପ୍ରଶଂସା ଗୋଟାଇ ଥିବା ଅନୀଲ ତନୟା ସୋନମ କପୁର ପୁଣି ଏକ ମହିଳା କୈନ୍ଦ୍ରୀକ ଫିଲ୍ମ କରିବାକୁ ମନ ବଳାଇଛନ୍ତି। ଏଭଳି କିଛି ଅଫର‌୍ ତାଙ୍କୁ ମିଳିଥିବା ତାଙ୍କ ହାବଭାବରୁ ଜଣାପଡୁଛି। କିନ୍ତୁ ଏନେଇ ସେ ଆଦୌ ମୁହଁ ଖୋଲି ନାହାନ୍ତି। ସୋନମ କେବଳ ଏତିକି କହିଛନ୍ତି ଯେ ଖୁବ‌ଶୀଘ୍ର ଏନେଇ ସେ କିଛି ଘୋଷଣା କରିବେ। ଏପରିକି ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ସଂପର୍କରେ ବି କିଛି କହିବାକୁ ମନା […]

-sonam-kapoor

-sonam-kapoor

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 09:06 AM IST

Sports

Latest News

ମୁମ୍ୱାଇ: ‘ନୀରଜା’ ପାଇଁ ବହୁ ପ୍ରଶଂସା ଗୋଟାଇ ଥିବା ଅନୀଲ ତନୟା ସୋନମ କପୁର ପୁଣି ଏକ ମହିଳା କୈନ୍ଦ୍ରୀକ ଫିଲ୍ମ କରିବାକୁ ମନ ବଳାଇଛନ୍ତି।

ଏଭଳି କିଛି ଅଫର‌୍ ତାଙ୍କୁ ମିଳିଥିବା ତାଙ୍କ ହାବଭାବରୁ ଜଣାପଡୁଛି। କିନ୍ତୁ ଏନେଇ ସେ ଆଦୌ ମୁହଁ ଖୋଲି ନାହାନ୍ତି। ସୋନମ କେବଳ ଏତିକି କହିଛନ୍ତି ଯେ ଖୁବ‌ଶୀଘ୍ର ଏନେଇ ସେ କିଛି ଘୋଷଣା କରିବେ। ଏପରିକି ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ସଂପର୍କରେ ବି କିଛି କହିବାକୁ ମନା କରି ଦେଇଛନ୍ତି। ତେବେ ସେ କହିଛନ୍ତି ଯେ ସେ କୌଣସି ଐତିହାସିକ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିବେ।

ରାମ ମାଧବାନୀଙ୍କ ବାୟୋପିକ‌୍ ଫିଲ୍ମ ‘ନୀରଜା’ରେ ସୋନମ ନୀରଜା ଭାନୋଟଙ୍କ ଭୂମିକାରେ ଅଭିନୟ କରି ଥିଲେ ଯିଏ କି ଜଣେ ଫ୍ଲାଇଟ‌୍ ଆଟେଣ୍ଡା ‌ଥିଲେ ଓ ୧୯୮୬ ମସିହାରେ ଏକ ବିମାନ ଅପହରଣ ଘଟଣାରେ ନିଜ ଜୀବନକୁ ବଳି ଦେଇ ଶତାଧିକ ଯାତ୍ରୀଙ୍କୁ ବ।ଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story