‘ମମ୍’କୁ ଝଟକା: ଭାରି ପଡୁଛି ‘ସ୍ପାଇଡରମ୍ୟାନ୍‌’

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଶ୍ରୀଦେବୀ ଷ୍ଟାରର ‘ମମ୍’। ଭିନ୍ନ ସ୍ୱାଦର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ‘ସ୍ପାଇଡରମ୍ୟାନ୍‌’ ଏହି ଆଶାକୁ ଧୂଳିସାତ କରି ଦେଇଛି। ଏକା ସମୟରେ ରିଲିଜ ହୋଇଥିବା ‘ସ୍ପାଇଡରମ୍ୟାନ୍‌’ ପାଖରୁ ‘ମମ୍‌’କୁ କଡା ଟକ୍କର ମିଳୁଛି। ପ୍ରଥମ ଦିନରେ ‘ମମ୍‌’ ୩ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ସପ୍ତାହ ଶେଷ ସୁଦ୍ଧା ଏହା ପାଖାପାଖି ୧୫ କୋଟି ଟଙ୍କା ଆୟ କରିଛି। […]

mom

mom

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 03:06 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଶ୍ରୀଦେବୀ ଷ୍ଟାରର ‘ମମ୍’। ଭିନ୍ନ ସ୍ୱାଦର ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ‘ସ୍ପାଇଡରମ୍ୟାନ୍‌’ ଏହି ଆଶାକୁ ଧୂଳିସାତ କରି ଦେଇଛି। ଏକା ସମୟରେ ରିଲିଜ ହୋଇଥିବା ‘ସ୍ପାଇଡରମ୍ୟାନ୍‌’ ପାଖରୁ ‘ମମ୍‌’କୁ କଡା ଟକ୍କର ମିଳୁଛି।

ପ୍ରଥମ ଦିନରେ ‘ମମ୍‌’ ୩ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ସପ୍ତାହ ଶେଷ ସୁଦ୍ଧା ଏହା ପାଖାପାଖି ୧୫ କୋଟି ଟଙ୍କା ଆୟ କରିଛି। ଯାହା ଫିଲ୍ମ ପାଇଁ ଭଲ ଖବର। ହେଲେ ଏହି ସମୟରେ ‘ସ୍ପାଇଟରମ୍ୟାନ’ ଆୟ କରିଛି ୨୫ କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ‘ସ୍ପାଇଡରମ୍ୟାନ’ ଭାରତରେ ୪୦ କୋଟି ଟଙ୍କା ଆୟ କରିସାରିଛି। ଏବେ ଦେଖିବାକୁ ବାକି ରହିଲା ‘ସ୍ପାଇଡରମ୍ୟାନ୍‌’ ଆଗରେ ‘ମମ୍‌’ କେତେ ରୋଜଗାର କରିପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story