ବଲିଉଡ୍‌ର ତିନି ଖାଁଙ୍କ ସହିତ ଅଭିନୟ କରିବାକୁ ଚାହାଁନ୍ତି ସନ୍ନି ଲିଓନ

ନାଗପୁର: ସନ୍ନି ଲିଓନ ବଲିଉଡ୍‌ର ତିନି ଖାଁ- ଅମୀର, ସଲମାନ ଓ ଶାହରୁଖଙ୍କ ସହିତ ନିକଟ ଭବିଷ୍ୟତରେ କାମ କରିବାକୁ ଚାହୁଁଛନ୍ତି। ନାଗପୁରରେ ଆଜି ନିଜର ଅପ୍‌କମିଂ ଫିଲ୍ମ “ୱାନ୍ ନାଇଟ୍ ଷ୍ଟାଣ୍ଡ୍‌”ର ପ୍ରୋମୋସନ୍ କରିବାକୁ  ଆସିଥିବା ଅବସରରେ ଏକଥା କହିଥିଲେ ସନ୍ନି। ଅପ୍‌କମିଂ ଫିଲ୍ମ “ରଇସ୍”ରେ ସନ୍ନି ଶାହାରୁଖଙ୍କ ସହିତ ଏକ ଗୀତରେ ସ୍କ୍ରିନ୍ ସେୟାର କରିଛନ୍ତି। “ୱାନ୍ ନାଇଟ୍ ଷ୍ଟାଣ୍ଡ୍‌”କୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ସନ୍ନି। ମେ’ ୬ ତାରିଖରେ ଏହି ଫିଲ୍ମଟି […]

sunny-leone

sunny-leone

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 04:27 PM IST

Sports

Latest News

sunny-leoneନାଗପୁର: ସନ୍ନି ଲିଓନ ବଲିଉଡ୍‌ର ତିନି ଖାଁ- ଅମୀର, ସଲମାନ ଓ ଶାହରୁଖଙ୍କ ସହିତ ନିକଟ ଭବିଷ୍ୟତରେ କାମ କରିବାକୁ ଚାହୁଁଛନ୍ତି।

ନାଗପୁରରେ ଆଜି ନିଜର ଅପ୍‌କମିଂ ଫିଲ୍ମ “ୱାନ୍ ନାଇଟ୍ ଷ୍ଟାଣ୍ଡ୍‌”ର ପ୍ରୋମୋସନ୍ କରିବାକୁ  ଆସିଥିବା ଅବସରରେ ଏକଥା କହିଥିଲେ ସନ୍ନି।

ଅପ୍‌କମିଂ ଫିଲ୍ମ “ରଇସ୍”ରେ ସନ୍ନି ଶାହାରୁଖଙ୍କ ସହିତ ଏକ ଗୀତରେ ସ୍କ୍ରିନ୍ ସେୟାର କରିଛନ୍ତି।

“ୱାନ୍ ନାଇଟ୍ ଷ୍ଟାଣ୍ଡ୍‌”କୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ସନ୍ନି।

ମେ’ ୬ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିବ। ଏଥିରେ ସନ୍ନିଙ୍କ ସହିତ ତନୁଜ ବୀରୱାନୀ ଅଭିନୟ କରିଛନ୍ତି। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଜସ୍ମିନ୍ ଏମ୍ ଡିସୌଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos