ସନ୍ନି ଲିଓନଙ୍କ ସହିତ ଫିଲ୍ମ ସାଇନ୍ କରିଥିବା ଖବରକୁ ଅମୀରଙ୍କ ଅସ୍ୱୀକାର

ମୁମ୍ବାଇ: ସନ୍ନି ଲିଓନଙ୍କ ସହିତ ଫିଲ୍ମ ସାଇନ୍ କରିଥିବା କଥାକୁ ଅସ୍ୱୀକାର କରିଛନ୍ତି ଅମୀର ଖାନ୍। ଏକ କମେଡି ଫିଲ୍ମ ପାଇଁ ‘ଦିଲ୍ଲୀ ବେଲି’ ନିର୍ଦ୍ଦେଶକ ଅଭିନୟ ଦେଓ ଅମୀରଙ୍କ ଅପୋଜିଟ୍‌ରେ ସନ୍ନି ଲିଓନଙ୍କୁ ନେଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ତେବେ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏ କଥାକୁ ଅସ୍ୱୀକାର କରିଛନ୍ତି ଅମୀର। ସେ କହିଛନ୍ତି,“ମୁଁ ତାଙ୍କ ସହିତ କୌଣସି ଫିଲ୍ମ ସାଇନ୍ କରିନି। ତେବେ ମୁଁ ତାଙ୍କ ସହିତ କାମ କରିବାକୁ […]

aamir-sunnyleone

aamir-sunnyleone

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 04:54 PM IST

Sports

Latest News

ମୁମ୍ବାଇ: ସନ୍ନି ଲିଓନଙ୍କ ସହିତ ଫିଲ୍ମ ସାଇନ୍ କରିଥିବା କଥାକୁ ଅସ୍ୱୀକାର କରିଛନ୍ତି ଅମୀର ଖାନ୍। ଏକ କମେଡି ଫିଲ୍ମ ପାଇଁ ‘ଦିଲ୍ଲୀ ବେଲି’ ନିର୍ଦ୍ଦେଶକ ଅଭିନୟ ଦେଓ ଅମୀରଙ୍କ ଅପୋଜିଟ୍‌ରେ ସନ୍ନି ଲିଓନଙ୍କୁ ନେଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ତେବେ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏ କଥାକୁ ଅସ୍ୱୀକାର କରିଛନ୍ତି ଅମୀର। ସେ କହିଛନ୍ତି,“ମୁଁ ତାଙ୍କ ସହିତ କୌଣସି ଫିଲ୍ମ ସାଇନ୍ କରିନି। ତେବେ ମୁଁ ତାଙ୍କ ସହିତ କାମ କରିବାକୁ ପସନ୍ଦ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story