ସନି ଲିଓନିଙ୍କ ଝିଅ କେଉଁ ଭାଷାରେ କଥା ହେଉଛି ଜାଣିଛନ୍ତି କି ?

ମୁମ୍ବାଇ: କିଛି ଦିନ ହେବ ମା ବନିଛନ୍ତି ସନି ଲିଓନି। ସନି ଓ ତାଙ୍କ ସ୍ୱାମୀ ଡେନିୟଲ ବେବର୍‌  ଏକ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ସନିଙ୍କର ଅଚାନକ ପିଲାକୁ ଗ୍ରହଣ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ତାଙ୍କର ଏହି ପିଲା ବିଷୟରେ ଅଧିକ ଜାଣିବା ପାଇଁ ଏବେ ସମସ୍ତେ ଚେଷ୍ଟା ଚଲାଇଛନ୍ତି। ତାଙ୍କ ଝିଅର ନାଁ ନିସା ଏବଂ ସେ ଦେଢ ବର୍ଷର ବୋଲି ଜଣାପଡିଥିଲା। ସନି ଓ ଡେନିୟଲ […]

Sunny-

Sunny-

Rakesh Mallick
  • Published: Thursday, 27 July 2017
  • Updated: 29 July 2017, 08:55 AM IST

Sports

Latest News

ମୁମ୍ବାଇ: କିଛି ଦିନ ହେବ ମା ବନିଛନ୍ତି ସନି ଲିଓନି। ସନି ଓ ତାଙ୍କ ସ୍ୱାମୀ ଡେନିୟଲ ବେବର୍‌  ଏକ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ସନିଙ୍କର ଅଚାନକ ପିଲାକୁ ଗ୍ରହଣ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ତାଙ୍କର ଏହି ପିଲା ବିଷୟରେ ଅଧିକ ଜାଣିବା ପାଇଁ ଏବେ ସମସ୍ତେ ଚେଷ୍ଟା ଚଲାଇଛନ୍ତି। ତାଙ୍କ ଝିଅର ନାଁ ନିସା ଏବଂ ସେ ଦେଢ ବର୍ଷର ବୋଲି ଜଣାପଡିଥିଲା। ସନି ଓ ଡେନିୟଲ ୨ବର୍ଷ ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କିଛି ସମସ୍ୟା ପାଇଁ ପିଲାକୁ ଗ୍ରହଣ କରିବାରେ ବିଳମ୍ବ ହୋଇଯାଇଥିଲା।

ତେବେ ନିସାକୁ ଗ୍ରହଣ କରିବା ପରେ ସବୁଠୁ ବଡ ସମସ୍ୟା ଯାହା ଦେଖା ଦେଇଥିଲା ତାହା ହେଉଛି ଭାଷାର ସମସ୍ୟା। ନିସା ଇଂରାଜି ବୁଝିପାରୁନି ସେ କେବଳ ମରାଠୀ ବୁଝୁଛି। ତେବେ ଯଦି ସେ ଇଂରାଜୀରେ କେଉଁ ଶବ୍ଦ ଶିଖିଛି ତେବେ ତାହା ହେଉଛି BYE BYE।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story