ତମଶାର ’ଫାଷ୍ଟ ଲୁକ୍’ରେ ରଣବୀର ଓ  ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ପୁଣି ହାତକୁ ହାତ ଧରି ବୁଲିବେ। ନାଚିବେ,ଗାଇବେ ଓ ଫ୍ରେଞ୍ଚ ଦ୍ୱୀପ କୋରସିକାରେ ରୋମାନ୍ସ ମଧ୍ୟ କରିବେ। ହଁ ଆମେ କହୁଛୁ ଚକଲେଟ ବୟ ରନବୀର କାପୁର ଓ ଡିମ୍ପଲ ଗାର୍ଲ ଦୀପିକା ପଦୁକୋଣଙ୍କ କଥା। ତଡକା ଭାରା ଗୀତ ସାଙ୍ଗକୁ ସେନ୍ସ ଅଫ ହ୍ୟୁମର ମଧ୍ୟ ଦେଖିବାକୁ ମିଳିବ ଉଭୟଙ୍କ ଠାରୁ ।ଏହିପରି ଏକ ଫାଷ୍ଟ ଲୁକ ବଜାରକୁ ଛାଡିଛି ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ପ୍ରଯୋଜକ ସାଜିଦ୍ ନଢିଆୱାଲାଙ୍କ ’ତମଶା’ ଚଳଚ୍ଚିତ୍ରରେ। ଏହାକୁ […]

tamasha farst look

tamasha farst look

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 05:55 PM IST

Sports

Latest News

ମୁମ୍ବାଇ: ପୁଣି ହାତକୁ ହାତ ଧରି ବୁଲିବେ। ନାଚିବେ,ଗାଇବେ ଓ ଫ୍ରେଞ୍ଚ ଦ୍ୱୀପ କୋରସିକାରେ ରୋମାନ୍ସ ମଧ୍ୟ କରିବେ। ହଁ ଆମେ କହୁଛୁ ଚକଲେଟ
ବୟ ରନବୀର କାପୁର ଓ ଡିମ୍ପଲ ଗାର୍ଲ ଦୀପିକା ପଦୁକୋଣଙ୍କ କଥା। ତଡକା ଭାରା ଗୀତ ସାଙ୍ଗକୁ ସେନ୍ସ ଅଫ ହ୍ୟୁମର ମଧ୍ୟ ଦେଖିବାକୁ ମିଳିବ ଉଭୟଙ୍କ ଠାରୁ ।ଏହିପରି ଏକ ଫାଷ୍ଟ ଲୁକ ବଜାରକୁ ଛାଡିଛି ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ପ୍ରଯୋଜକ ସାଜିଦ୍ ନଢିଆୱାଲାଙ୍କ ’ତମଶା’ ଚଳଚ୍ଚିତ୍ରରେ। ଏହାକୁ ନେଇ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ମଧ୍ୟ ହେଉଛି। ଏହି ଦୁହିଁଙ୍କର ହଟ ଯୋଡିଙ୍କୁ  ପୂର୍ବରୁ ୟେ ଜୱାନୀ ହେ ଦିୱାନୀ (୨୦୧୩), ବମ୍ବେ ଟକିଜ୍(୨୦୧୩) ଓ ବଚନା ଏ ହାସିନୋ (୨୦୦୮) ରେ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ଚଳଚ୍ଚତ୍ରରେ ଡିମ୍ପଲ ଗାର୍ଲ ଦୀପିକା ଓ ଚକଲେଟ ବୟ ରନବୀରଙ୍କ ଅନସ୍କ୍ରିନ ରୋମାନ୍ସକୁ ବେଶ ପସନ୍ଦ ମଧ୍ୟ କରିଥିଲେ ଦର୍ଶକେ। ଏହାକୁ ଅଧାର କରି ବିଶ୍ୱର ବିଭିନ୍ନ ସୁନ୍ଦର ସୁନ୍ଦର ସ୍ଥାନରେ ସୁଟିଂ ଚାଲିଛି ’ତମଶା’। ଏହାର ମ୍ୟୁଜିକରେ ଅଛନ୍ତି ଏଆର ରେହମନ ଏବଂ ଏହା ଆସନ୍ତା ନଭେମ୍ବରରେ ବଜାରକୁ ଆସିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story