ଭୟଙ୍କର ଗେଟ୍‌ ଅପ୍‌ରେ ଆସୁଛନ୍ତି ବାପି ପଣ୍ଡା

ଭୁବନେଶ୍ୱର (ମନୋରଞ୍ଜନ ଶିଅଳ): ହାତରେ ଚିଲମ। ମୁହଁରେ ଲମ୍ୱା ଦାଢ଼ି। ଆଉ ଆଖିରେ ଜଳୁଛି ପ୍ରତିଶୋଧର ନିଆଁ। ତାଙ୍କୁ ଦେଖିଲେ ସହରବାସୀଙ୍କୁ ଡରାଉଥିବା ବଡ଼ ବଡ଼ ଗୁଣ୍ଡା ବି ଭୟରେ ପଳାଇ ଯାଉଛନ୍ତି। ଏମିତି ଏକ ଭୟଙ୍କର ଗେଟ୍‌ ଅପ୍‌ରେ ଆସୁଛନ୍ତି ଆକ୍‌ସନ୍ ହିରୋ ବାପି ପଣ୍ଡା। ଆଉ ତାଙ୍କର ନାୟିକା ସାଜିଛନ୍ତି ମନ୍ଦାକିନୀ। ନାଟକର ନାଁ ‘ସୀତାର ଜଳୁଛି ଚିତା….’। ‘ବାଘାଜତୀନ’ ଲୋକନାଟ୍ୟର ଏହି ନାଟକର ଟ୍ରେଲର୍ ରିଲିଜ୍ ହୋଇସାରିଛି। ସୋଶାଲ୍‌ ମିଡିଆରେ ଏହାକୁ ବହୁତ […]

bapipanda1

bapipanda1

Manoranjan Sial
  • Published: Wednesday, 08 May 2019
  • Updated: 09 May 2019, 09:47 AM IST

Sports

Latest News

ଭୁବନେଶ୍ୱର (ମନୋରଞ୍ଜନ ଶିଅଳ): ହାତରେ ଚିଲମ। ମୁହଁରେ ଲମ୍ୱା ଦାଢ଼ି। ଆଉ ଆଖିରେ ଜଳୁଛି ପ୍ରତିଶୋଧର ନିଆଁ। ତାଙ୍କୁ ଦେଖିଲେ ସହରବାସୀଙ୍କୁ ଡରାଉଥିବା ବଡ଼ ବଡ଼ ଗୁଣ୍ଡା ବି ଭୟରେ ପଳାଇ ଯାଉଛନ୍ତି। ଏମିତି ଏକ ଭୟଙ୍କର ଗେଟ୍‌ ଅପ୍‌ରେ ଆସୁଛନ୍ତି ଆକ୍‌ସନ୍ ହିରୋ ବାପି ପଣ୍ଡା। ଆଉ ତାଙ୍କର ନାୟିକା ସାଜିଛନ୍ତି ମନ୍ଦାକିନୀ। ନାଟକର ନାଁ ‘ସୀତାର ଜଳୁଛି ଚିତା….’।

‘ବାଘାଜତୀନ’ ଲୋକନାଟ୍ୟର ଏହି ନାଟକର ଟ୍ରେଲର୍ ରିଲିଜ୍ ହୋଇସାରିଛି। ସୋଶାଲ୍‌ ମିଡିଆରେ ଏହାକୁ ବହୁତ ପ୍ରଶଂସା ମଧ୍ୟ ମିଳିଛି। ଜଲିଉଡ୍‌ ଇତିହାସରେ ପ୍ରଥମ ଥର ପାଇଁ ସୋଶାଲ୍ ମିଡିଆରେ ଏପରି ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ମହେଶ ହାଜରା।

bapipanda୨୦୧୯ ମସିହାରେ ଜଲିଉଡ୍‌ରେ ନିର୍ଦ୍ଦେଶକ ଭାବେ ପାଦ ଥାପିଥିଲେ ମହେଶ। ତାଙ୍କ ପ୍ରଥମ ନାଟକ ଥିଲା ‘ମୃତ୍ୟୁଦଣ୍ଡ’। ଅରୁଣ ନାୟକଙ୍କ ଲିଖିତ ଏହି ନାଟକ ଯାତ୍ରା ପ୍ରେମୀଙ୍କଠାରୁ ବହୁ ପ୍ରଶଂସା ସାଉଣ୍ଟିଥିଲା। ‘ସୀତାର ଜଳୁଛି ଚିତା….’ ନାଟକ ବି ଅରୁଣ ନାୟକ ଲେଖିଛନ୍ତି। ଏହି ନାଟକକୁ ବି ଯାତ୍ରାପ୍ରେମୀ ପସନ୍ଦ କରିବେ ବୋଲି ଆଶାବାଦୀ ଅଛନ୍ତି ମହେଶ। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ତାପସ ଦାସ।

ସୋଶାଲ୍‌ ମିଡିଆରେ ନାଟକର ଟ୍ରେଲ୍‌ର୍ ରିଲିଜ୍ ନେଇ ମହେଶ ହାଜରା କହିଛନ୍ତି-“ବର୍ତ୍ତମାନ ସୋଶାଲ୍‌ ମିଡିଆର ଯୁଗ। ଲୋକଙ୍କ ହାତ ପାହାନ୍ତାରେ ରହିଛି ଫେସ୍‌ବୁକ୍‌ ଓ ଟ୍ୱିଟର ପରି ସୋଶାଲ୍‌ ମିଡିଆ। ତେଣୁ ଏହା ମାଧ୍ୟମରେ ଯାତ୍ରା ପ୍ରେମୀଙ୍କ ନିକଟକରେ ପହଞ୍ଚିବା ବେଶ୍‌ ସହଜ। ଏହାରି ମାଧ୍ୟମରେ ନାଟକ ନେଇ ସେମାନଙ୍କ ମତାମତ ଜାଣି ହେବ। ସେଥିରୁ ବହୁତ କିଛି ଶିଖିବାକୁ ମିଳିବ। ଏଣୁ ଏହି ପନ୍ଥାକୁ ଆପଣେଇବାକୁ ସବୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ମୋର ଅନୁରୋଧ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story