‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରେ ଟାଇଗର ଶ୍ରଫ

ମୁମ୍ବାଇ:୨୦୧୨ର ହିଟ୍‌ କଲେଜ ଡ୍ରାମା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୟୁଏଲରେ ନଜର ଆସିବେ ‘ବାଗି’  ଷ୍ଟାର ଟାଇଗର ଶ୍ରଫ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା କରନ୍‌ ଜୋହର।

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି,‘ଏହା ହେଉଛି ଅଫିସିଆଲ……ନିର୍ଦ୍ଦେଶକ ପୁନୀତ ମାଲହୋତ୍ରାଙ୍କ ସହଭାଗିତାରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଆସିବ। ଏଥିରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ରହିବେ। ଏହା ଧର୍ମା ପ୍ରଡକ୍ସନ୍‌ସରେ ନିର୍ମାଣ ହେବ।”

ଏହାକୁ ନେଇ ନିଜ ଟ୍ୱିଟର ପେଜରେ ଖୁସି ବ୍ୟକ୍ତ କରିଛନ୍ତି ‘ହିରୋପନ୍ଥୀ’ର ଟାଇଗର ଶ୍ରଫ।

ଖୁବଶୀଘ୍ର ଫିଲ୍ମଟିର ବାକି ଅଭିନେତା ଓ ଅଭିନେତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି କରନ୍ କହିଛନ୍ତି।

‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରେ ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱାନ ଓ ଆଲିଆ ଭଟ୍ଟ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ନିଜ କଫିନ୍‌ର ଟଙ୍କା ବି ଦେଇ ଯାଇଥିଲେ ସରୋଜ୍‌ ଖାନ୍‌ !

ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର

ଗଲୱାନ୍‌ ଘଟଣାକୁ ନେଇ ଫିଲ୍ମ କରିବେ ଅଜୟ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ