ଗୋରୀ ହେବାକୁ ଚାହାନ୍ତିନି ଟୀନା ସିଂହ

ନୂଆଦିଲ୍ଲୀ: ସଟ୍‌ହେୟାର ଓ ଡାର୍କ କମ୍ପ୍ଲେକ୍ସକୁ ନେଇ ଚର୍ଚ୍ଚାରେ ଥିବା ମଡେଲ ଟୀନା ସିଂହ  ଗୋରୀ ହେବାକୁ ଚାହାନ୍ତିନି ବୋଲି ଏକ ସାକ୍ଷାତକାରେ କହିଛନ୍ତି। ପାରିବାରିକ ବନ୍ଧନରେ ବି ସେ ଆବଦ୍ଧ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ପଞ୍ଜାବର ଲୁଧିଆନାରେ ଜନ୍ମିତ ଟୀନା ପାଠ ପଢ଼ା ପରେ ଦିଲ୍ଲୀ ଚାଲି ଆସିଥିଲେ। ୭୦ରୁ ଅଧିକ ବିଜ୍ଞାପନରେ ଅଭିନୟ କରିଥିବା ଟୀନା ଏବେ ଚଳଚ୍ଚିତ୍ରରେ ‘ଅକୀରା’ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି।

tina-singh

tina-singh

Rakesh Mallick
  • Published: Monday, 15 August 2016
  • Updated: 15 August 2016, 05:29 PM IST

Sports

Latest News

ନୂଆଦିଲ୍ଲୀ: ସଟ୍‌ହେୟାର ଓ ଡାର୍କ କମ୍ପ୍ଲେକ୍ସକୁ ନେଇ ଚର୍ଚ୍ଚାରେ ଥିବା ମଡେଲ ଟୀନା ସିଂହ  ଗୋରୀ ହେବାକୁ ଚାହାନ୍ତିନି ବୋଲି ଏକ ସାକ୍ଷାତକାରେ କହିଛନ୍ତି। ପାରିବାରିକ ବନ୍ଧନରେ ବି ସେ ଆବଦ୍ଧ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ପଞ୍ଜାବର ଲୁଧିଆନାରେ ଜନ୍ମିତ ଟୀନା ପାଠ ପଢ଼ା ପରେ ଦିଲ୍ଲୀ ଚାଲି ଆସିଥିଲେ। ୭୦ରୁ ଅଧିକ ବିଜ୍ଞାପନରେ ଅଭିନୟ କରିଥିବା ଟୀନା ଏବେ ଚଳଚ୍ଚିତ୍ରରେ ‘ଅକୀରା’ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos