ଅକ୍ଷୟଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲେ ଟ୍ୱିଙ୍କଲ!

ବଲିଉଡର ଖିଲାଡି ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କୁ ବଲିଉଡର ଷ୍ଟ୍ରଙ୍ଗ କପଲ୍‌ଙ୍କ ମଧ୍ୟରେ ଗଣା ଯାଏ। କିନ୍ତୁ ସେମାନଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ବାହାଘର ଭାଙ୍ଗିବା ଉପରେ ଥିଲା। କଥା ଛାଡ଼ପତ୍ର ଯାଏଁ ଯାଇଥିଲା। ତେବେ କୌଣସି ମତେ ସ୍ଥିତି ସୁଧୁରି ଯାଇଥିଲା ଓ ଦୁହେଁ ପୁଣି ପରସ୍ପରକୁ ପୂର୍ବଭଳି ଭଲ ପାଇଲେ। ତେବେ ଜାଣିଛନ୍ତି କି କାହିଁକି ସୃଷ୍ଟି ହୋଇଥିଲା ଏମିତି ସ୍ଥିତି? ୟା ପଛରେ ଥିଲା ଅକ୍ଷୟଙ୍କ ଆଫାୟାର। […]

akhaya

akhaya

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 12:17 PM IST

Sports

Latest News

ବଲିଉଡର ଖିଲାଡି ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କୁ ବଲିଉଡର ଷ୍ଟ୍ରଙ୍ଗ କପଲ୍‌ଙ୍କ ମଧ୍ୟରେ ଗଣା ଯାଏ। କିନ୍ତୁ ସେମାନଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ବାହାଘର ଭାଙ୍ଗିବା ଉପରେ ଥିଲା। କଥା ଛାଡ଼ପତ୍ର ଯାଏଁ ଯାଇଥିଲା। ତେବେ କୌଣସି ମତେ ସ୍ଥିତି ସୁଧୁରି ଯାଇଥିଲା ଓ ଦୁହେଁ ପୁଣି ପରସ୍ପରକୁ ପୂର୍ବଭଳି ଭଲ ପାଇଲେ। ତେବେ ଜାଣିଛନ୍ତି କି କାହିଁକି ସୃଷ୍ଟି ହୋଇଥିଲା ଏମିତି ସ୍ଥିତି? ୟା ପଛରେ ଥିଲା ଅକ୍ଷୟଙ୍କ ଆଫାୟାର। ପ୍ରିୟଙ୍କା ଚୋପ୍ରାଙ୍କ ସହ ଅକ୍ଷୟଙ୍କ ଆଫାୟାର ଚାଲିଥିଲା।

ଟ୍ୱିଙ୍କିଲଙ୍କୁ ବାହା ହେବା ପୂର୍ବରୁ ଅକ୍ଷୟଙ୍କର ଶିଳ୍ପା ସେଟ୍ଟୀ ଓ ରବିନା ଟଣ୍ଡନଙ୍କ ସହ ଆଫାୟାର ଥିଲା। ଏକଥା ପ୍ରାୟ ସମସ୍ତଙ୍କୁ ଜଣା। କିନ୍ତୁ ‘ଐତରାଜ୍‌’ ଫିଲ୍ମର ସୁଟିଂ ବେଳେ ସେ ପଡ଼ିଯାଇଥିଲେ ପ୍ରିୟଙ୍କାଙ୍କ ପ୍ରେମରେ। ଏହି ଫିଲ୍ମ ସୁଟିଂ ବେଳେ ଦୁହେଁ ମିଳାମିଶା କରିବାକୁ ଢେର ସମୟ ପାଇଥିଲେ। ଏହି ଫିଲ୍ମ ରିଲିଜ୍ ହେବା ପରେ ହିଁ ଏଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଜଣାପଡ଼ିଥିଲା। ତେବେ ଦୁହିଁଙ୍କୁ ବାହାରେ କେଉଁଠି ଏକାଠି ଦେଖିବାକୁ ମିଳି ନ ଥିଲା। ଏହା ଟ୍ୱିଙ୍କଲ ଖନ୍ନାଙ୍କୁ ବହୁତ ସମସ୍ୟାରେ ପକାଇଥିଲା। ସେ ଅକ୍ଷୟଙ୍କୁ ଛାଡ଼ପତ୍ର ଧମକ ଦେଇଥିଲେ। ଏହା ଦେଖି ଅକ୍ଷୟ ପ୍ରିୟଙ୍କାଙ୍କ ସହିତ କାମ କରିବା ବନ୍ଦ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story