ଟ୍ୱିଟ୍‌ରରେ ବିଗ୍‌ବିଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ୨.୨୦ କୋଟି

ମୁମ୍ୱାଇ:  ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ମାଇକ୍ରୋବ୍ଲଗିଙ୍ଗ୍‌ ୱେବସାଇଟ୍‌ ଟ୍ୱିଟ୍‌ରରେ ୨.୨୦ କୋଟିରେ ପହଞ୍ଚିଛି। ‘ଶୋଲେ’, ‘ଦ୍ୱିୱାର’,’ବ୍ଲାକ୍‌ ଓ ‘ପିକୁ’ ପରି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା  ୭୩ ବର୍ଷୀୟ ଅମିତାଭଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି। କିଙ୍ଗ୍‌ ଖାନ୍ ଶାହାରୁଖ୍‌ ଖାଁଙ୍କ ଫ୍ୟାନ୍‌ ସଂଖ୍ୟା ୨.୦୮ କୋଟିରେ ପହଞ୍ଚି ଥିବା ବେଳେ  ଦବଙ୍ଗ୍‌ ଖାନଙ୍କ ୧.୯, ଅମୀର ଖାନ୍‌ ୧.୮୩, ପ୍ରିୟଙ୍କା ଚୋପ୍ରା ୧.୪୮ ଓ ଦୀପିକା ପାଦୁକୋନ୍‌ଙ୍କ ୧.୫୬ କୋଟି […]

amitabh_bachchan

amitabh_bachchan

Rakesh Mallick
  • Published: Monday, 22 August 2016
  • Updated: 22 August 2016, 02:39 PM IST

Sports

Latest News

ମୁମ୍ୱାଇ:  ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ମାଇକ୍ରୋବ୍ଲଗିଙ୍ଗ୍‌ ୱେବସାଇଟ୍‌ ଟ୍ୱିଟ୍‌ରରେ ୨.୨୦ କୋଟିରେ ପହଞ୍ଚିଛି। ‘ଶୋଲେ’, ‘ଦ୍ୱିୱାର’,’ବ୍ଲାକ୍‌ ଓ ‘ପିକୁ’ ପରି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା  ୭୩ ବର୍ଷୀୟ ଅମିତାଭଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି।

କିଙ୍ଗ୍‌ ଖାନ୍ ଶାହାରୁଖ୍‌ ଖାଁଙ୍କ ଫ୍ୟାନ୍‌ ସଂଖ୍ୟା ୨.୦୮ କୋଟିରେ ପହଞ୍ଚି ଥିବା ବେଳେ  ଦବଙ୍ଗ୍‌ ଖାନଙ୍କ ୧.୯, ଅମୀର ଖାନ୍‌ ୧.୮୩, ପ୍ରିୟଙ୍କା ଚୋପ୍ରା ୧.୪୮ ଓ ଦୀପିକା ପାଦୁକୋନ୍‌ଙ୍କ ୧.୫୬ କୋଟି ରହିଛି। ବିଗ୍‌ ବିଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମତୁଲ ରହିଛି। ଟ୍ୱିଟ୍‌ରେ ୨.୨୦ କୋଟି ଫ୍ୟାନ୍‌ ସଂଖ୍ୟା ହେଲା ପରେ ବିଗ୍‌ ବି ତାଙ୍କ ଉତ୍ସାହ ଜାହିର୍‌ କରିଛନ୍ତି।

 ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ଟ୍ୱିଟ୍‌ରରେ ପ୍ରଶଂସଙ୍କ ସଂଖ୍ୟା ୨.୨୦ କୋଟି ହୋଇଛି। ତେଣୁ ସମସ୍ତଙ୍କୁ ଧନ୍ୟବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story