ନ୍ୟୁୟର୍କରେ ବିରାଟ-ଅନୁଷ୍କା ଛୁଟି କାଟୁଛନ୍ତି: ଫଟୋ ଭାଇରାଲ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନ୍ୟୁଅର୍କରେ ଛୁଟି ମନାଉଛନ୍ତି।  କିଛି ଦିନ ତଳେ ନ୍ୟୁୟର୍କରେ ଛୁଟି ମନାଉଥିବା ଘଟଣା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଜଣାପଡିଥିଲେ। ଏହି ଖବର ସହ ସେ ଅନୁଷ୍କାଙ୍କ ସହ ଉଠାଇଥିବା ଏକ ସେଲଫି ମଧ୍ୟ ସେୟାର କରିଥିଲେ। ତେବେ ସେମାନଙ୍କ ଛୁଟିର ଆଉ ଏକ ଫଟୋ ଏବେ ସାମ୍ନାଙ୍କୁ ଆସିଛି ଯେଉଁଥିରେ ଅନୁଷ୍କା ଓ ବିରାଟ ଏକ ଦେକାନରେ କିଛି ଜିନିଷ […]

Anushka-Sharma-and-Virat-Kohli-go-grocery-e1500093315101

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 06:50 PM IST

Sports

Latest News

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନ୍ୟୁଅର୍କରେ ଛୁଟି ମନାଉଛନ୍ତି।  କିଛି ଦିନ ତଳେ ନ୍ୟୁୟର୍କରେ ଛୁଟି ମନାଉଥିବା ଘଟଣା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଜଣାପଡିଥିଲେ। ଏହି ଖବର ସହ ସେ ଅନୁଷ୍କାଙ୍କ ସହ ଉଠାଇଥିବା ଏକ ସେଲଫି ମଧ୍ୟ ସେୟାର କରିଥିଲେ।

ତେବେ ସେମାନଙ୍କ ଛୁଟିର ଆଉ ଏକ ଫଟୋ ଏବେ ସାମ୍ନାଙ୍କୁ ଆସିଛି ଯେଉଁଥିରେ ଅନୁଷ୍କା ଓ ବିରାଟ ଏକ ଦେକାନରେ କିଛି ଜିନିଷ କିଣୁ ଥିବାର ନଜର ଆସିଛନ୍ତି। ଆଉ ଏଥିରେ ଅନୁଷ୍କାଙ୍କ ଏକ୍ସପ୍ରେସନରୁ ସେ ବିରାଟକୁ  କିଛି ପ୍ରଶ୍ନ କରୁଥିବାର ଜଣା ପଡୁଛି। ଏହି ଫଟୋକୁ ଲୋକେ ଟ୍ୱିଟରରେ ଦେଖିବା ପରେ ସେହି ଫଟୋର କ୍ୟାପ୍ସନ ଦେବା ଆରମ୍ଭ କିରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story