ରିସେପ୍‌ସନ୍‌ ପାର୍ଟିରେ ଏମିତି ନାଚିଲେ ବିରାଟ ଓ ଅନୁଷ୍କା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ ଓ ଅନୁଷ୍କାଙ୍କ ପ୍ରଥମ ରିସେପ୍&zwnj;ସନ୍&zwnj; ପାର୍ଟି ଗତକାଲି ଦିଲ୍ଲୀର ତାଜ୍&zwnj; ହୋଟେଲ୍&zwnj;ରେ ସରି ଯାଇଛି। ସବୁ ଷ୍ଟାରଙ୍କ ରିସେପ୍&zwnj;ସନ୍&zwnj; ପାର୍ଟି ଭଳି ଏହି ପାର୍ଟି ମଧ୍ୟ ଖୁବ୍&zwnj; ଧୁମ୍&zwnj;ଧାମ୍&zwnj;ରେ ଅନୁଷ୍ଠିତ ହୋଇଥିଲା। ଏହି ରିସେପ୍&zwnj;ସନ୍&zwnj; ପାର୍ଟିରେ ଦୁଇ ଦୁଇଟି ମୁଖ୍ୟ ଆକର୍ଷଣ ଥିଲା। ପ୍ରଥମତଃ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟଟି ଅନୁଷ୍କା ଓ ବିରାଟଙ୍କ ପଞ୍ଜାବୀ ଭାଙ୍ଗଡା ନାଚ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁହିଁଙ୍କୁ ଆଶୀର୍ବାଦ ଦେବା ପାଇଁ ପାର୍ଟିରେ ପହଞ୍ଚିଥିଲେ। ପରେ ଅନୁଷ୍କା ଓ ବିରାଟ ସେମାନଙ୍କ ବନ୍ଧୁ ଓ ପରିବାର ସହ ପଞ୍ଜାବୀ ଭାଙ୍ଗଡା ନାଚିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି। &nbsp;ଆଜ୍ଞା ହଁ, ଆପଣ ବି ଭିଡିଓଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଅନୁଷ୍କା ଦାନ୍ତରେ ନୋଟ୍&zwnj; କାମୁଡି&nbsp; ନାଚୁଛନ୍ତି। ବିରାଟଙ୍କ ବ୍ୟତୀତ କ୍ରିକେଟର ଶିଖର ଧାୱନ ମଧ୍ୟ ନାଚୁଥିବାର ଦେଖିବାକୁ ମିଳୁଛି। &nbsp;ସେହି ପାର୍ଟିକୁ ଗାୟକ ଗୁର୍&zwnj;ଦାସ ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ତାଙ୍କ ଗୀତର ତାଳେ ତାଳେ ଅନୁଷ୍କା ଓ ବିରାଟଙ୍କ ଭାଙ୍ଗଡା ନାଚ ଦେଖିବାକୁ ମିଳିଥିଲା।</p> <p>ଭିଡିଓ ସୌଜନ୍ୟ- ଫିଲ୍ମବିଟ୍&zwnj;</p>

Ordigital Desk
  • Published: Friday, 22 December 2017
  • Updated: 22 December 2017, 03:11 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ ଓ ଅନୁଷ୍କାଙ୍କ ପ୍ରଥମ ରିସେପ୍&zwnj;ସନ୍&zwnj; ପାର୍ଟି ଗତକାଲି ଦିଲ୍ଲୀର ତାଜ୍&zwnj; ହୋଟେଲ୍&zwnj;ରେ ସରି ଯାଇଛି। ସବୁ ଷ୍ଟାରଙ୍କ ରିସେପ୍&zwnj;ସନ୍&zwnj; ପାର୍ଟି ଭଳି ଏହି ପାର୍ଟି ମଧ୍ୟ ଖୁବ୍&zwnj; ଧୁମ୍&zwnj;ଧାମ୍&zwnj;ରେ ଅନୁଷ୍ଠିତ ହୋଇଥିଲା। ଏହି ରିସେପ୍&zwnj;ସନ୍&zwnj; ପାର୍ଟିରେ ଦୁଇ ଦୁଇଟି ମୁଖ୍ୟ ଆକର୍ଷଣ ଥିଲା। ପ୍ରଥମତଃ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟଟି ଅନୁଷ୍କା ଓ ବିରାଟଙ୍କ ପଞ୍ଜାବୀ ଭାଙ୍ଗଡା ନାଚ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁହିଁଙ୍କୁ ଆଶୀର୍ବାଦ ଦେବା ପାଇଁ ପାର୍ଟିରେ ପହଞ୍ଚିଥିଲେ। ପରେ ଅନୁଷ୍କା ଓ ବିରାଟ ସେମାନଙ୍କ ବନ୍ଧୁ ଓ ପରିବାର ସହ ପଞ୍ଜାବୀ ଭାଙ୍ଗଡା ନାଚିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି। &nbsp;ଆଜ୍ଞା ହଁ, ଆପଣ ବି ଭିଡିଓଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଅନୁଷ୍କା ଦାନ୍ତରେ ନୋଟ୍&zwnj; କାମୁଡି&nbsp; ନାଚୁଛନ୍ତି। ବିରାଟଙ୍କ ବ୍ୟତୀତ କ୍ରିକେଟର ଶିଖର ଧାୱନ ମଧ୍ୟ ନାଚୁଥିବାର ଦେଖିବାକୁ ମିଳୁଛି। &nbsp;ସେହି ପାର୍ଟିକୁ ଗାୟକ ଗୁର୍&zwnj;ଦାସ ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ତାଙ୍କ ଗୀତର ତାଳେ ତାଳେ ଅନୁଷ୍କା ଓ ବିରାଟଙ୍କ ଭାଙ୍ଗଡା ନାଚ ଦେଖିବାକୁ ମିଳିଥିଲା।</p><p>ଭିଡିଓ ସୌଜନ୍ୟ- ଫିଲ୍ମବିଟ୍&zwnj;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos