ଲେଖିକା ସନ୍ନି ଲିଓନ

ମୁମ୍ବାଇ: ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସନ୍ନି ଲିଓନ ନିଜ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଭିନୟର ଯାଦୁ ଦେଖାଇବା ପରେ ଏବେ ନିଜ ଲେଖାର ଯାଦୁ ଦେଖାଇଛନ୍ତି ସନ୍ନି। ସେ ଏକ ବହି ଲେଖିଛନ୍ତି। ଏହାର ନାଁ “ସୁଇଟ୍ ଡ୍ରିମ୍ସ”। ଏହା ଏକ ଗଳ୍ପ ସଂକଳନ। ଏଥିରେ ୧୨ଟି କ୍ଷୁଦ୍ର ଗଳ୍ପ ରହିଛି। ସନ୍ନି କହିଛନ୍ତି,“ଲେଖିବା କଥା ମୋ ମୁଣ୍ଡରେ ନ ଥିଲା। ତେବେ ଅନେକ ଗୁଡ଼ାଏ ଗପ ଓ […]

sunny

sunny

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 11:20 AM IST

Sports

Latest News

sunny leonମୁମ୍ବାଇ: ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସନ୍ନି ଲିଓନ ନିଜ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଭିନୟର ଯାଦୁ ଦେଖାଇବା ପରେ ଏବେ ନିଜ ଲେଖାର ଯାଦୁ ଦେଖାଇଛନ୍ତି ସନ୍ନି। ସେ ଏକ ବହି ଲେଖିଛନ୍ତି। ଏହାର ନାଁ “ସୁଇଟ୍ ଡ୍ରିମ୍ସ”। ଏହା ଏକ ଗଳ୍ପ ସଂକଳନ। ଏଥିରେ ୧୨ଟି କ୍ଷୁଦ୍ର ଗଳ୍ପ ରହିଛି।

ସନ୍ନି କହିଛନ୍ତି,“ଲେଖିବା କଥା ମୋ ମୁଣ୍ଡରେ ନ ଥିଲା। ତେବେ ଅନେକ ଗୁଡ଼ାଏ ଗପ ଓ ଭାବନା ମୋ ମୁଣ୍ଡରେ ଅନେକ ବର୍ଷ ଧରି ରହିଥିଲା। ମୁଁ ସେଗୁଡ଼ିକୁ କେବେ ଲେଖି ପାରି ନ ଥିଲି। ଏବେ ମୁଁ ସେଗୁଡ଼ିକୁ ଲେଖିଛି। ଯେତେବେଳେ ମୁଁ ଛୋଟ ଥିଲି ଡାଇରୀ ଲେଖୁଥିଲି। ମୋ ମା’ ଥରେ ଡାଇରୀ ପଢ଼ି ଦେଲେ। ତା’ପରଠୁ ଡାଇରୀ ଲେଖା ବନ୍ଦ ହୋଇଗଲା।”

ସେ କହିଛନ୍ତି,“ମୁଁ ତିନି ମାସରେ ଏହି ଗପଗୁଡ଼ିକୁ ଶେଷ କରିଛି। ‘୭ ଇ’ ଗପଟି ଲେଖିବା ବେଳେ ଖୁବ୍ କଷ୍ଟ ହୋଇଥିଲା। କାରଣ ଏଇଟି ମୋର ପ୍ରଥମ ଗପ ଥିଲା।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story