ବ୍ରିଟେନରେ ଜିତିଲା ‘ବିଜେପି’

ଶୁଭ୍ରାଂଶୁ ଶେଖର ଜେନା ଏକଦା ଭାରତ ବ୍ରିଟିଶ ଅଧୀନରେ ଥିଲା ସାହେବଙ୍କ ଦ୍ୱାରା ଆମେ ଭାରତୀୟ ଶାସିତ ହେଉଥିଲୁ। ଏମିତିକି ଭାରତ ସ୍ୱାଧୀନ ହୋଇଛି ସତ ହେଲେ ସମ୍ୱିଧାନ ବ୍ରିଟିଶ ବା ବ୍ରିଟେନ ପରି। ତେଣୁ ବ୍ରିଟେନ ଓ ଭାରତର ସମ୍ପର୍କ ବହୁ ପୁରୁଣା। ଏବେ ବ୍ରିଟେନରେ ସାଧାରଣ ନିର୍ବାଚନ ଫଳାଫଳ ବାହାରିଛି। ବୋରିଶ ଜନସନଙ୍କ ନେତୃତ୍ୱାଧୀନ କନଜରଭେଟିଭ ପାର୍ଟି ଏଠି ସରକାର ଗଢ଼ିଛି। ତେବେ ଏହି ନିର୍ବାଚନରେ ବ୍ରିଟେନରେ ଥିବା ଭାରତୀୟ ବଂଶୋଦ୍ଭବଙ୍କର ଏକ ବଡ଼ […]

media-handler (1)

media-handler (1)

Subhransu Sekhar
  • Published: Monday, 16 December 2019
  • Updated: 16 December 2019, 10:22 AM IST

Sports

Latest News

  • ଶୁଭ୍ରାଂଶୁ ଶେଖର ଜେନା

ଏକଦା ଭାରତ ବ୍ରିଟିଶ ଅଧୀନରେ ଥିଲା ସାହେବଙ୍କ ଦ୍ୱାରା ଆମେ ଭାରତୀୟ ଶାସିତ ହେଉଥିଲୁ। ଏମିତିକି ଭାରତ ସ୍ୱାଧୀନ ହୋଇଛି ସତ ହେଲେ ସମ୍ୱିଧାନ ବ୍ରିଟିଶ ବା ବ୍ରିଟେନ ପରି। ତେଣୁ ବ୍ରିଟେନ ଓ ଭାରତର ସମ୍ପର୍କ ବହୁ ପୁରୁଣା। ଏବେ ବ୍ରିଟେନରେ ସାଧାରଣ ନିର୍ବାଚନ ଫଳାଫଳ ବାହାରିଛି। ବୋରିଶ ଜନସନଙ୍କ ନେତୃତ୍ୱାଧୀନ କନଜରଭେଟିଭ ପାର୍ଟି ଏଠି ସରକାର ଗଢ଼ିଛି। ତେବେ ଏହି ନିର୍ବାଚନରେ ବ୍ରିଟେନରେ ଥିବା ଭାରତୀୟ ବଂଶୋଦ୍ଭବଙ୍କର ଏକ ବଡ଼ ଭୂମିକା ରହିଛି।

ବ୍ରିଟେନ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ନେତୃତ୍ୱାଧୀନ କନଜରଭେଟିଭ ଦଳର କରିସ୍ମା ଦେଖିବାକୁ ମିଳିଛି। ୧୩ ଡିସେମ୍ୱରରେ ପ୍ରକାଶ ପାଇଥିବା ଏହି ନିର୍ବାଚନ ଫଳାଫଳ ଏବେ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ବୋରିଶଙ୍କ ଦଳ ୬୫୦ ଆସନରୁ ୩୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ଲେବର ପାର୍ଟି ମାତ୍ର ୨୦୩ଟି ଆସନରେ ବିଜୟୀ ହୋଇଛି। ୧୯୩୫ ପରେ ଲେବର ପାର୍ଟି ପ୍ରଥମ ଥର ପାଇଁ ଖରାପ ପ୍ରଦର୍ଶନ କରିଛି ବୋଲି ରାଜନୀତିକ ପଣ୍ଡିତମାନେ କୁହନ୍ତି। ବ୍ରିଟେନ ସାଧାରଣ ନିର୍ବାଚନରେ ଏମିତି କିଛି ହୋଇଛି ଯାହାକି ଭାରତର ସାଧାରଣ ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିଲା। ଭାରତରେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶପ୍ରେମ, ଅନୁପ୍ରବେଶକାରୀ, କଶ୍ମୀର ଆଦି ପ୍ରସଙ୍ଗକୁ ନିର୍ବାଚନ ବେଳେ ଗୁରୁତ୍ୱ ଦେଇଥିଲେ। ସେହିପରି ବୋରିଶ ମଧ୍ୟ ତାଙ୍କ ନିର୍ବାଚନୀ ପ୍ରସଙ୍ଗରେ ଦେଶପ୍ରେମ, ଆଣ୍ଟି ଅନୁପ୍ରବେଶକାରୀ, କଶ୍ମୀର (Kashmir Issue In Britain Elections) ଭଳି ଅନେକ ପ୍ରସଙ୍ଗ ଉଠାଇଥିଲେ। ବୋରିଶ ଏହି ନିର୍ବାଚନ ଜିତିବା ପରେ ୟୁରୋପୀୟ ସଂଘରୁ ଅଲଗା ହୋଇ ବ୍ରେକଜିଟ୍ ଲାଗୁ କରିବେ ବୋଲି ଜଣାପଡ଼ିଛି।

ଏବେ ବ୍ରିଟେନର ଲେବର ପାର୍ଟିର ଫଳାଫଳକୁ ଲକ୍ଷ୍ୟ କରିବା ତାହେଲେ ଦେଶରେ କଂଗ୍ରେସ ଭଳି ଅବସ୍ଥା ହୋଇଛି। ବ୍ରିଟିଶ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଧିକ ଧର୍ମନିରପେକ୍ଷ ହେବାକୁ ଯାଇ ଲେବର ପାର୍ଟି ଏଭଳି କିଛି ମତ ରଖିଥିଲା ପରିଣାମସ୍ୱରୂପ ଖରାପ ପ୍ରଦର୍ଶନ କରିଛି। କନଜରଭେଟିଭ୍ ପାର୍ଟି ଜିତିବା ପରେ ପ୍ରଧାନମନ୍ତ୍ରୀ ବୋରିଶ ତାଙ୍କ ଦଳକୁ ଭୋଟ ଦେଇଥିବା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେହିପରି ଲେବର ପାର୍ଟିର ନେତୃତ୍ୱ ନେଇଥିବା ଜେରେମି କାର୍ବିନ ଦଳର ପରାଜୟ ପାଇଁ ବ୍ରେକଜିଟ୍ ବୋଲି ଟୁଇଟ୍ କରି କହିଛନ୍ତି। ଏଥିସହ ଆଗାମୀ ଦିନରେ ସେ ନେତୃତ୍ୱ ନେବେନି ବୋଲି ଘୋଷଣା କରିଛନ୍ତି।

ବୋରିଶ ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ବ୍ରିଟେନ ଏବଂ ଭାରତ ଏକାଠି ହୋଇ କାମ କରିବେ ବୋଲି ମୋଦି କହିଛନ୍ତି। ଅନେକ ନେତା ବୋରିଶଙ୍କୁ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବୋରିଶଙ୍କୁ ଶୁଭେଚ୍ଛା ଜଣାଇବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି। କାରଣ ବ୍ରିଟନରେ କନଜରଭେଟିଭ ପାର୍ଟିକୁ ଜିତାଇବା ପଛରେ ବିଜେପିର ମଧ୍ୟ ଏକ ବଡ଼ ଭୂମିକା ରହିଛି। ପରଦା ପଛରେ ରହି ବ୍ରିଟେନରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ କନଜରଭେଟିଭ ଦଳକୁ ଭୋଟ ଦେବା ପାଇଁ ରାଜନୀତିକ ଗୋଟି ଚଳାଇଥିଲା। କାରଣ ବ୍ରିଟେନ ଜନସଂଖ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କର ଗୋଟିଏ ବଡ଼  ଅଂଶ ରହିଛି। ଆଜି ଯଦି ବୋରିଶ ନିର୍ବାଚନ ଜିତିଛନ୍ତି ସେଥିରେ ଭାରତୀୟ ବଂଶୋଦ୍ଭବଙ୍କର ଏକ ବଡ଼ ଭୂମିକା ରହିଛି।

ଭାରତୀୟ ବଂଶୋଦ୍ଭବଙ୍କ ଭୋଟ ହାତେଇବା ପାଇଁ ନିଜ ନିର୍ବାଚନୀ ପ୍ରଚାର ବେଳେ ଅନେକ ହିନ୍ଦୀ ଗୀତକୁ ବୋରିଶ ବ୍ୟବହାର କରିଥିଲେ। ସେହିପରି ନିଜ ପ୍ରେମିକା କେରୀ ସାୟମଣ୍ଡସଙ୍କ ସହ ସ୍ୱାମୀନାଥନ ମନ୍ଦିରକୁ ଯାଇଥିଲେ। ଏହି ସମୟରେ କେରୀ ଭାରତୀୟ ନାରୀଙ୍କ ପ୍ରତିକ ଶାଢ଼ୀ ପିନ୍ଧିଥିଲେ। ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଦୁଇ ଦେଶ ଆଗକୁ ଯିବେ ବୋଲି ମତ ରଖିଥିଲେ। ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ କରୁଛନ୍ତି। ବ୍ରିଟେନ ମଧ୍ୟ ଏହାକୁ ସମର୍ଥନ କରୁଛି। ବ୍ରିଟେନରେ କୌଣସି ପ୍ରକାର ଭାରତ ବିରୋଧୀ ଭାବନାକୁ ଆଗକୁ ବଢ଼ାଇବାକୁ ସୁଯୋଗ ଦିଆଯିବନି ବୋଲି ବୋରିଶ କହିଥିଲେ।

ଏଥିସହ ବ୍ରିଟେନରେ ଥିବା ଏହି ମନ୍ଦିର ହିନ୍ଦୁ ମାନଙ୍କର ଅବଦାନ। ଏହା ସମସ୍ତଙ୍କୁ ଏକାଠି କରିବାରେ ମାର୍ଗ ଦର୍ଶନ ଦେଉଛି। ଏଥିପାଇଁ ଉଭୟ ବ୍ରିଟେନ ଓ ଲଣ୍ଡନ ଭାଗ୍ୟବାନ।

ବୋରିଶ ଜନସନ ହେଉଛନ୍ତି ଭାରତର ଜ୍ୱାଇଁ। ବୋରିଶ ଜନସନଙ୍କ ପ୍ରଥମ ପତ୍ନୀ ମରିନା ହ୍ୱିଲର ଭାରତୀୟ ବଂଶୋଦ୍ଭବ। ମରିନାଙ୍କ ମା’ଙ୍କ ନାଁ ଦୀପ ଶିଖ। ସେ ଶିଖ ଧର୍ମାବଲମ୍ବୀ। ଏବେ ମରିନାଙ୍କ ସହ ବୋରିଶଙ୍କର ଛାଡ଼ପତ୍ର ମାମଲା ଚାଲିଛି। ବୋରିଶ ଭାରତୀୟ ବଂଶୋଦ୍ଭବଙ୍କର ଜ୍ୱାଇଁ ହୋଇଥିବାରୁ ସେ ଭାରତୀୟଙ୍କର ସମର୍ଥନ ପାଇବାରେ ସମର୍ଥନ ହୋଇଛନ୍ତି।

ସେହପରି ବ୍ରିଟେନରେ ଅନ୍ୟ ଏକ ଦଳ ଲେବର ପାର୍ଟି ହାରିବା ପଛର କାରଣ ଅଧିକ ଧର୍ମନିରପେକ୍ଷ ବୋଲି ଜଣାପଡ଼ିଛି। ଏଥିସହ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବା। ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ବଂଶୋଦ୍ଭବ ଭୋଟର। କ୍ଷମତାକୁ ଫେରିଲେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି ଲେବର ପାର୍ଟିର ପ୍ରମୁଖ ନେତା ଜେରେମି କାର୍ବିନ କହିଥିଲେ। ଏମିତିକି କ୍ଷମତାକୁ ଆସିଲେ କଶ୍ମୀରର ସ୍ଥିତି ଜାଣିବା ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ପଠାଇବେ ବୋଲି ସେ କହିଥିଲେ। କଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ବାବଦରେ ଭାରତ ସରକାର ବଦଳରେ କଶ୍ମୀରବାସୀ ନିଷ୍ପତ୍ତି ନେବା ଠିକ୍ ବୋଲି ସେ କହିଥିଲେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବ୍ରିଟେନରେ କଂଗ୍ରେସ ପ୍ରତିନିଧି ଦଳଙ୍କୁ କାର୍ବିନ ଭେଟିଥିଲେ ବୋଲି ଟୁଇଟ୍ କରି କହିଥିଲେ। ଏମିତିକି କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି ବୋଲି କାର୍ବିନ କହିଥିଲେ। କାର୍ବିନ ଓ କଂଗ୍ରେସ ଏହି ବୈଠକକୁ ଗୁପ୍ତ ରଖିଥିଲେ। ତେବେ କାର୍ବିନ ଟୁଇଟ୍ କରି କହିଦେବା ପରେ କଂଗ୍ରେସକୁ ଅନେକ ସଫେଇ ଦେବାକୁ ପଡ଼ିଥିଲା।

ସେହିପରି ବ୍ରିଟେନ ସାଧାରଣ ନିର୍ବାଚନ ବେଳେ ଜଣେ ପାକିସ୍ତାନ ଅଧିକାରୀ କହିଥିଲେ, ଲେବର ପାର୍ଟି ବ୍ରିଟେନରେ ବିଜୟୀ ହେବା ଦରକାର। ହେଲେ ଏବେ ଓଲଟା ଫଳାଫଳ ହେବାରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାର୍ବିନ ବିରୋଧ କରୁଥିବାରୁ ବ୍ରିଟେନରେ ଥିବା ୧୩୦ ଭାରତୀୟ ସଂଗଠନ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ। କଶ୍ମୀର ଭାରତ ଓ ପାକିସ୍ତାନର ପ୍ରସଙ୍ଗ ହୋଇଥିବା ବେଳେ ଲେବର ପାର୍ଟି ହସ୍ତକ୍ଷେପ କରିବ ବୋଲି କହିବା ବ୍ରିଟିଶ ରାଜନୀତିକ ଦଳ ଆଇନର ଉଲ୍ଲଂଘନ ବୋଲି ଭାରତୀୟ ସଂଗଠନ କହିଥିଲେ। ଯଦି ଏମିତି ପକ୍ଷ ରଖିବ ନିର୍ବାଚନ ବେଳେ ଫଳ ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ କନଜରଭେଟିଭ ଦଳକୁ ଭାରତୀୟ ବଂଶୋଦ୍ଭବ ଲୋକମାନେ ସମର୍ଥନ ଦେଇଥିଲେ।

ଭୋଟ ବେଳେ ବିଭିନ୍ନ ସଂସ୍ଥା ମଧ୍ୟ ଆକଳନ କରି କହିଥିଲେ କଶ୍ମୀର ମନ୍ତବ୍ୟ ପାଇଁ ଲେବର ପାର୍ଟି ନିଜର ୧୨ ପ୍ରତିଶତ ଭାରତୀୟ ସମୁଦାୟ ଭୋଟ୍ ହରାଇବ। ଆଉ ଏହାର ଫଇଦା କନଜରଭେଟିଭ ଦଳ ନେବ। ବ୍ରେକଜିଟକୁ ନେଇ ବ୍ରିଟେନରେ କନଜରଭେଟିଭ ଦଳ ଅଡୁଆରେ ପଡ଼ିଥିଲେ ମଧ୍ୟ ଭାରତୀୟ ବଂଶୋଦ୍ଭବଙ୍କ ନିଷ୍ପତ୍ତି ଲେବର ପାର୍ଟିର ସମସ୍ତ ଆକଳନକୁ ନିରାଶ କରିଥିଲା। ଏବେ ନିର୍ବାଚନ ଫଳାଫଳ ଆସିବା ପରେ କଶ୍ମୀର ପ୍ରସଙ୍ଗକୁ ଏଡ଼ାଇ ଦେଇ ବ୍ରେକଜିଟ୍ ପାଇଁ ଲେବର ପାର୍ଟି ହାରିଛି ବୋଲି କାର୍ବିନ କହିଛନ୍ତି।

୨୦୧୪ ହେଉ କି ୨୦୧୯ ଦେଶର ଏହି ଦୁଇଟି ସାଧାରଣ ନିର୍ବାଚନରେ କଂଗ୍ରେସକୁ ଦେଶବାସୀ କ୍ଷମତାରୁ ଦୂରେଇ ରଖିଛନ୍ତି। ଦେଶର ଦୀର୍ଘଦିନ ଧରି କ୍ଷମତାରେ ଥିବା ଏହି ଦଳ ହାରିବା ପଛର କାରଣ ନେତୃତ୍ୱ ଦୁର୍ବଳ ଏବଂ ନୀତି ଆଦର୍ଶକୁ ଦେଶବାସୀ ପ୍ରତ୍ୟାଖାନ କରିବା। ୨୦୧୯ ସାଧାରଣ ନିର୍ବାଚନ ପରେ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ସେହିପରି ବ୍ରିଟେନରେ ଲେବର ପାର୍ଟି ହାରିବା ପରେ ନିର୍ବାଚନ ବେଳେ ନେତୃତ୍ୱ ନେଇଥିବା କାର୍ବିନ୍ ପରାଜୟ ପାଇଁ ନିଜକୁ ଦାୟୀ କରି ଆଗାମୀ ଦିନରେ ସେ ଲେବର ପାର୍ଟିର ନେତୃତ୍ୱ ନେବେନି ବୋଲି ଘୋଷଣା କରିଛନ୍ତି।

ତେବେ ବ୍ରିଟେନରେ ‘ବିଜେପି’ ବିଜୟୀ ହୋଇଛି ଶୀର୍ଷକ ଲେଖିବାର କାରଣ କନଜରଭେଟିଭ ଦଳର ନେତୃତ୍ୱ ନେଇଥିବା ବୋରିଶ ଜନସନ। ବୋରିଶ ଜନସନଙ୍କ ନେତୃତ୍ୱାଧୀନ ପାର୍ଟି କନଜରଭେଟିଭ ହୋଇଥିବାରୁ ବୋରିଶ ଜନସନ ପାର୍ଟି (ବିଜେପି) ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story