ପାଞ୍ଚ ଜଣଙ୍କୁ ଗର୍ଭବତୀ କରାଇଥିଲେ ଜଣେ ପୁରୁଷ, ସମସ୍ତଙ୍କ ବେବି ଶାୱାର ଏକାଠି ପାଳିଲେ

ଜେଡ୍ଡୀଙ୍କ ପାର୍ଟନରଙ୍କ ମଧ୍ୟରୁ ଜଣେ ମହିଳା ଲିଜ୍ଜି ଆଶଲିହ ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ, ଯାହା ପରେ ଖବରଟି ବେଶ୍ ଭାଇରାଲ୍ ହୋଇଥିଲା।

Zeddy Will With His Wives

ପତ୍ନୀମାନଙ୍କ ସହ ଜେଡ୍ଡି ୱିଲ୍

Debibandita Barick
  • Published: Sunday, 21 January 2024
  • Updated: 21 January 2024, 03:50 PM IST

Sports

Latest News

ଏକାଠି ବେବି ଶାୱାର ମନାଇଲେ ପାଞ୍ଚ ଜଣ ଗର୍ଭବତୀ ମହିଳା। ସବୁଠୁ ବଡ କଥା ହେଉଛି କି, ଏହି ପାଞ୍ଚ ଜଣ ମହିଳା ଜନ୍ମ ଦେବାକୁ ଯାଉଥିବା ପିଲାମାନଙ୍କ ବାପା ହେଉଛନ୍ତି ଜଣେ ପୁରୁଷ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏକାଠି ସମସ୍ତ ମହିଳାଙ୍କ ବେବି ଶାୱାର ମନାଇଛନ୍ତି।

ଏପରି ଏକ ଘଟଣା ନ୍ୟୁୟର୍କ ସିଟିରେ ଘଟିଛି। ଯବୁକ ଜଣକ ହେଉଛନ୍ତି 22 ବର୍ଷୀୟ ଜେଡ୍ଡି ୱିଲ୍। ସେ ଜଣେ ସଂଗୀତକାର। ଜେଡ୍ଡି ପାଞ୍ଚ ଜଣ ମହିଳାଙ୍କ ଛୁଆର ବାପା ହେବାକୁ ଯାଉଛନ୍ତି। ଆଉ ସମସ୍ତ ମହିଳା ମଧ୍ୟ ଏକ ସମୟରେ ପିଲା ଜନ୍ମ କରିବାକୁ ଥିବାରୁ ଏକାଠି ସମସ୍ତଙ୍କ ବେବି ଶାୱାରର ଆୟୋଜନ କରିଛନ୍ତି।

Also Read

ଜେଡ୍ଡୀଙ୍କ ପାର୍ଟନରଙ୍କ ମଧ୍ୟରୁ ଜଣେ ମହିଳା ଲିଜ୍ଜି ଆଶଲିହ ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ, ଯାହା ପରେ ଖବରଟି ବେଶ୍ ଭାଇରାଲ୍ ହୋଇଥିଲା। ସେ କ୍ୟାପ୍ସନରେ ଲେଖିଥିଲେ, ଜାନୁଆରୀ 14ରେ କୁଇନ୍ସରେ ବେବି ଶାୱାର ଆୟୋଜନ ହେବ। ଏଥିସହ ଜେଡ୍ଡିଙ୍କ ସହ ପାଞ୍ଚ ଜଣ ଗର୍ଭବତୀ ମହିଳା ଏକାଠି କ୍ଲିକ୍ କରିଥିବା ଏକ ଫଟୋ ଶେଆର୍ କରି ଲେଖିଥିଲେ, "ୱେଲକମ୍ ଜେଡ୍ଡି ୱିଲ୍ସ 1-5।"

ଲିଜ୍ଜି କ୍ୟାପ୍ସନରେ ଆହୁରି ଲେଖିଛନ୍ତି ଯେ, "ମୁଁ ଭାବୁଛି ଆମେ ପାଞ୍ଚ ପତ୍ନୀ ଭଉଣୀ।" ସେହିପରି ଆଉ ଜଣେ ମହିଳା ଲେଖିଛନ୍ତି, "ଆମର ସୁନ୍ଦର ପରିବାରକୁ ଦେଖନ୍ତୁ!" ଆମେ ଆମର ପିଲାଙ୍କ ବାପାଙ୍କୁ ଭଲପାଉ! ଆମେ ଆମ ଶିଶୁମାନଙ୍କର ଜୀବନ ନଷ୍ଟ ହେବାକୁ ଦେବୁ ନାହିଁ! ଆମ ପରିବାର ଏହାକୁ ଗ୍ରହଣ କରିଛନ୍ତି!"

ବେବି ଶାୱାରର ଭିଡିଓରେ 5 ଜଣ ମହିଳା ଏକାଠି ନାଚୁଛନ୍ତି, ଖାଉଛନ୍ତି ଏବଂ ନିଜ ନିଜ ମଧ୍ୟରେ ବେଶ୍ ଖୁସିଥିବା ଦେଖିବାକୁ ମିଳୁଛି। କିନ୍ତୁ ଅନେକ ନେଟିଜେନ୍ସ ଏହାକୁ ବିରୋଧ କରି କମେଣ୍ଟ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story