ବୁଡ଼ିଲା ବ୍ରାଜିଲ୍‌! ବନ୍ୟା ନେଲା ୫୬ ଜୀବନ

୭୦ ହଜାରରୁ ଅଧିକ ଲୋକେ ବାସହରା। ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ଆକଳନ।

Brazil Flood

ବନ୍ୟା ବେଳର ଦୃଶ୍ୟ

Madhupriya Mistry
  • Published: Sunday, 05 May 2024
  • Updated: 05 May 2024, 10:17 AM IST

Sports

Latest News

ଉବୁଟୁବୁ ବ୍ରାଜିଲ। ଯୁଆଡେ ଦେଖିବ ସିଆଡେ କେଳବ ପାଣି ଆଉ ପାଣି। ପ୍ରବଳ ବର୍ଷା ଯୋଗୁ ଏଠାରେ ପ୍ରଳୟଙ୍କାରୀ ବନ୍ୟା ଆସିଛି। ଏଥିଯୋଗୁ ପ୍ରାୟ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୬୭ ଜଣ ନିଖୋଜ ଅଛନ୍ତି।

ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା ଓ ଭୁସ୍ଫଳନ ଯୋଗୁ ଭୟଙ୍କର ବନ୍ୟା ସଷ୍ଟି ହୋଇଛି। ଫଳରେ ୭୦ ହଜାରରୁ ଅଧିକ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ବନ୍ୟା ଯୋଗୁ ବ୍ରାଜିଲର ପୋର୍ଟ ଏଲେଗ୍ରେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି। ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

Also Read

ସହରର ମଧ୍ୟ ଭାଗକୁ ଯାଉଥିବା ବସ୍‌ ସେବାକୁ ରଦ୍ଦ କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକମାନେ ସହର ଛାଡି ଅନ୍ୟ ସ୍ଥାନକୁ ଯିବା ପାଇଁ ବସ୍‌ରେ ଚଢ଼ିାବକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ବସ୍‌ ଷ୍ଟପ୍‌ରେ ଲମ୍ବା ଲାଗିଛି। ଏଥିସହ ପୋର୍ଟୋ ଆଲେଗ୍ରେ ଅନ୍ତର୍ଜାତୀୟ ବିମାନବନ୍ଦର ସମସ୍ତ ବିମାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି।

ସେପଟେ ରାଜ୍ୟପାଳ ଅଡୁଆର୍ଡୋ ଲିଟ୍ ବନ୍ୟା ପୀଡିତ ଅଞ୍ଚଳଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ କହିଛନ୍ତି ଆମ ଇତିହାସରେ ପ୍ରଥମଥର ସବୁଠାରୁ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛୁ। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା କରିଛନ୍ତି।

ସବୁଠାରୁ ବଡ କଥା ହେଉଛି ବନ୍ୟା ଯୋଗୁ ଏଠାରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ପ୍ରାୟ ୧୦ ଲକ୍ଷ ଲକୋ ମୁନ୍ଦେଏ ପିଇବା ପାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷ୍ୟରେ ପାଣିପାଗର ଆକଳନ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହାଠୁ ଆହୁରି ଭୟଙ୍କର ପରିସ୍ଥିତି ହେବା ସମ୍ଭାବନା ରିହଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story