କର୍କଟ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସଫ୍ଟୱେୟାର

ଚେନ୍ନାଇ: ବିଭିନ୍ନ କାରଣରୁ ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପାଖାପାଖି ବାର୍ଷିକ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ । ଚିକିତ୍ସାରେ ଯଦି ଟିକେ ବି ଅବହେଳା ହୁଏ ତେବେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର । ଏଥିପାଇଁ ଚେନ୍ନାଇସ୍ଥିତ ଥିବା ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିଦେ୍ର୍ଧଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି […]

cancer

cancer

Rakesh Mallick
  • Published: Wednesday, 15 April 2015
  • Updated: 27 April 2017, 05:28 PM IST

Sports

Latest News

ଚେନ୍ନାଇ: ବିଭିନ୍ନ କାରଣରୁ ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପାଖାପାଖି ବାର୍ଷିକ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ । ଚିକିତ୍ସାରେ ଯଦି ଟିକେ ବି ଅବହେଳା ହୁଏ ତେବେ ରୋଗୀଙ୍କୁ ବଞ୍ଚାଇବା କଷ୍ଟକର । ଏଥିପାଇଁ ଚେନ୍ନାଇସ୍ଥିତ ଥିବା ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିଦେ୍ର୍ଧଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି । ଏହି ସ୍ୱତନ୍ତ୍ର ସଫ୍ଟୱେୟାରଟି ରୋଗୀର ଶରୀରର ବିଭିନ୍ନ ଅଂଶରେ ଖଞ୍ଜି ଦିଆଯିବ । ଏହାକୁ ଏହିିଭଳି ପ୍ରୋଗ୍ରାମିଂ କରାଯାଇଛି ଯେ,ଏହି ରୋଗ ସମ୍ବନ୍ଧିୟ କୌଣସି ତୃଟି ପରିଲକ୍ଷତ ହେଲେ ଏହା ସଙ୍ଗେ ସଙ୍ଗେ ସୂଚନା ଦେଇଥାଏ । ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆଣି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରିହେବ । ଏହି ସପ୍ଟୱେୟାରର ନାମ ଦିଆଯାଇଛି ‘ଓନ୍କୋ କଲେକ୍ଟ’। ଯେତେବେଳେ କର୍କଟରୋଗୀଙ୍କୁ ବିଭିନ୍ନ କଷ୍ଟସାଧ୍ୟ ଚିକିତ୍ସା ଦିଆଯାଏ ସେମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଏଣୁ ଏହାକୁ ରୋକିବାକୁ ଏହି ସଫ୍ଟୱେୟାର କାର୍ଯ୍ୟକରିବ ବୋଲି ଆପୋଲୋ ହସ୍ପିଟାଲର ଅନ୍କୋଲେଜି ବିଭାଗ ମୁଖ୍ୟ ରମେଶ ନିମ୍ମଗଡ୍ଡା ସୂଚନା ଦେଇଛନ୍ତି । ଏହି ସ୍ୱତନ୍ତ୍ର ସଫ୍ଟୱେୟାରଟି ପରୀକ୍ଷାମୂଳକଭାବେ ସଫଳ ହେଲେ ଦେଶର ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story