ନିୟମିତ ନାଇଟ୍‌ ଶିଫ୍ଟ ଡ୍ୟୁଟି ଯୋଗୁ ହୋଇପାରେ ଡିଏନ୍‌ଏ କ୍ଷୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନାଇଟ୍‌ ଶିଫ୍ଟ ଡ୍ୟୁଟି ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ହାନିକାରକ। ଏହା ଦ୍ୱାରା ଶରୀରର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବାକୁ ମିଳେ ନାହିଁ। ଆଉ ରାତି ଅନିଦ୍ରା କାରଣରୁ ଶରୀରରେ ଡିଏନ୍‌ଏ ସୃଷ୍ଟିରେ ବାଧା ଉପୁଜିଥାଏ। ଫଳରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ଥାଏ। ନାଇଟ୍‌ ଶିଫ୍ଟରେ କାମ କରିବା ଯୋଗୁ କ୍ୟାନ୍‌ସର୍‌, ମଧୂମେହ, ହୃଦ୍‌ରୋଗ, ଶ୍ୱାସ ଓ ନର୍ଭସ୍‌ ସିଷ୍ଟମ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋବାର ଆଶଙ୍କା ଅଧିକ ଥାଏ। ଡିଏନ୍‌ଏ କ୍ଷୟ […]

3vf548_yashwant-sinha-shatr

3vf548_yashwant-sinha-shatr

Manoranjan Sial
  • Published: Friday, 01 February 2019
  • Updated: 01 February 2019, 08:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ନାଇଟ୍‌ ଶିଫ୍ଟ ଡ୍ୟୁଟି ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ହାନିକାରକ। ଏହା ଦ୍ୱାରା ଶରୀରର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବାକୁ ମିଳେ ନାହିଁ। ଆଉ ରାତି ଅନିଦ୍ରା କାରଣରୁ ଶରୀରରେ ଡିଏନ୍‌ଏ ସୃଷ୍ଟିରେ ବାଧା ଉପୁଜିଥାଏ। ଫଳରେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ଥାଏ। ନାଇଟ୍‌ ଶିଫ୍ଟରେ କାମ କରିବା ଯୋଗୁ କ୍ୟାନ୍‌ସର୍‌, ମଧୂମେହ, ହୃଦ୍‌ରୋଗ, ଶ୍ୱାସ ଓ ନର୍ଭସ୍‌ ସିଷ୍ଟମ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋବାର ଆଶଙ୍କା ଅଧିକ ଥାଏ।

ଡିଏନ୍‌ଏ କ୍ଷୟ ହେବାର ଆଶଙ୍କା ୩୦ ପ୍ରତିଶତ ଅଧିକ

ଆନାସ୍ଥେସିଆ ଏକାଡେମିକ୍‌ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟ ମୁତାବକ, ନାଇଟ୍‌ ଶିଫ୍ଟରେ କାମ କରୁଥିବା ଲୋକଙ୍କ ଡିଏନ୍‌ଏ ମରାମତି କରୁଥିବା ଜିନ୍‌ ନିଜ ସ୍ୱାଭାବିକ ଗତିରେ କାମ କରିପାରେ ନାହିଁ ଓ ଉପଯୁକ୍ତ ଭାବେ ଶୋଇ ପାରୁ ନ ଥିବାରୁ ସ୍ଥିତି ଆହୁରି ଖରାପ ହୋଇଯାଏ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତି ରାତି ସାରା କାମ କରନ୍ତି, ସେମାନଙ୍କର ଡିଏନ୍‌ଏ କ୍ଷୟ ହେବାର ଆଶଙ୍କା ରାତିରେ କାମ କରୁ ନ ଥିବା ଲୋକଙ୍କ ତୁଳନାରେ ୩୦ ପ୍ରତିଶତ ଅଧିକ ରହିଛି। ସେହିପରି ଯେଉଁ ବ୍ୟକ୍ତି ରାତି ସାରା କାମ କରନ୍ତି ଓ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତି ନାହିଁ, ସେମାନଙ୍କ ଡିଏନ୍‌ଏ କ୍ଷୟ ହେବାର ଆଶଙ୍କା ଆହୁରି ୨୫ ପ୍ରତିଶତ ବଢ଼ିଯାଏ।

ଟ୍ୟୁମର୍‌ ହେବାର ଆଶଙ୍କା ଥାଏ

ୟୁନିଭର୍ସିଟି ଅଫ୍‌ ହଂକଂର ରିସର୍ଚ୍ଚ ଆସୋସିଏଟ୍‌ ଏସ୍‌.ଡବ୍ଲ୍ୟୁ ଚାଇ କହିଛନ୍ତି ଯେ ଡିଏନ୍‌ଏ କ୍ଷୟର ଅର୍ଥ ହେଲା ଡିଏନ୍‌ଏର ବେସିକ୍‌ ଷ୍ଟ୍ରକ୍‌ଚରରେ ପରିବର୍ତ୍ତନ। ଅର୍ଥାତ୍‌ ଡିଏନ୍‌ଏ ପୁଣି ଥରେ ତିଆରି ହେବାବେଳେ ଏହା ରାତି ଅନିଦ୍ରା ଯୋଗୁ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ଏହା କ୍ଷତିଗ୍ରସ୍ତ ଡିଏନ୍‌ଏ ଭାବେ ରହିଯାଏ। ଚାଇ କହିଛନ୍ତି ଯେ ଡିଏନ୍‌ଏ ସମ୍ପୂର୍ଣ୍ଣ ରୂପ ଧାରଣ ନ କରି ପାରିବା ଏକ ବିପଦପୂର୍ଣ୍ଣ ସ୍ଥିତି। ଏହାଦ୍ୱାରା କୋଷିକାକୁ କ୍ଷତି ପହଞ୍ଚିଥାଏ। ଏହାଫଳରେ ଟ୍ୟୁମର୍‌ ହେବାର ଆଶଙ୍କା ବଢ଼ିଥାଏ।

ନିଦ ସମସ୍ୟା ମଧ୍ୟ ଡିଏନ୍‌ଏ କ୍ଷୟ ସହିତ ଜଡ଼ିତ

ଏହି ଗବେଷଣାରେ ୩ ଦିନ ଯାଏ ପର୍ଯ୍ୟାପ୍ତ ମାତ୍ରାରେ ଶୋଇ ନ ଥିବା ୨୮ରୁ ୩୩ ବର୍ଷ ବୟସର ସୁସ୍ଥ ଡାକ୍ତରଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଏହାପରେ ଯେଉଁ ଡାକ୍ତରମାନେ ରାତିରେ କାମ କରିଥିଲେ ଓ କମ୍‌ ଶୋଇଥିଲେ, ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଗବେଷଣା ଫଳାଫଳ ଅନୁସାରେ, ବାଧିତ ନିଦ ଡିଏନ୍‌ଏ କ୍ଷୟ ସହିତ ଜଡ଼ିତ ଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story