ଭଲ ନିଦ ଚାହୁଁଥିଲେ ବଦଳାନ୍ତୁ ଏହି ସବୁ ଅଭ୍ୟାସ

ରାତିରେ ୭ରୁ ୮ ଘଣ୍ଟା ଭଲ ନିଦ ହୋଇଗଲେ, ପୁରା ଦିନ ଫ୍ରେଶ ଲାଗେ। ଯଦି ନିଦ ନହୁଏ ତେବେ ପୁରା ଦିନଟା ଚିଡଚିଡା ଲାଗେ। କିଛି ଭଲ ଲାଗେ ନାହିଁ। ଲେଟ ନାଇଟ ଯାଏ ଚେଇଁ ରହିବା, ଠିକ ପୋଜିସନରେ ନଶୋଇବା ଭଳି କିଛି ବଦ ଅଭ୍ୟାସ ଯୋଗୁଁ ଆଖିକୁ ଆରାମଦାୟକ ନିଦ ଆସେ ନାହିଁ । ତେଣୁ ଏସବୁକୁ ବଦଳାଇବା ଉଚିତ। ତେବେ କେଉଁ ସବୁ ଅଭ୍ୟାସ ଛାଡିବା ଏବଂ ଆପଣାଇବା ଦ୍ୱାରା ଭଲ […]

good-sleep

good-sleep

Madhupriya Mistry
  • Published: Thursday, 10 December 2020
  • Updated: 10 December 2020, 11:41 AM IST

Sports

Latest News

ରାତିରେ ୭ରୁ ୮ ଘଣ୍ଟା ଭଲ ନିଦ ହୋଇଗଲେ, ପୁରା ଦିନ ଫ୍ରେଶ ଲାଗେ। ଯଦି ନିଦ ନହୁଏ ତେବେ ପୁରା ଦିନଟା ଚିଡଚିଡା ଲାଗେ। କିଛି ଭଲ ଲାଗେ ନାହିଁ। ଲେଟ ନାଇଟ ଯାଏ ଚେଇଁ ରହିବା, ଠିକ ପୋଜିସନରେ ନଶୋଇବା ଭଳି କିଛି ବଦ ଅଭ୍ୟାସ ଯୋଗୁଁ ଆଖିକୁ ଆରାମଦାୟକ ନିଦ ଆସେ ନାହିଁ । ତେଣୁ ଏସବୁକୁ ବଦଳାଇବା ଉଚିତ। ତେବେ କେଉଁ ସବୁ ଅଭ୍ୟାସ ଛାଡିବା ଏବଂ ଆପଣାଇବା ଦ୍ୱାରା ଭଲ ନିଦ ହୁଏ ଆସନ୍ତୁ ଜାଣିବା।

  • ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଭଲ ନିଦ ହୁଏ। ଏଥିସହ ଡିମ ଲାଇଟ କିମ୍ବା ସ୍ଲୋ ମ୍ୟୁଜିକ ଲଗାଇ ଶୋଇଲେ ମଧ୍ୟ ଭଲ ନିଦ ହୋଇଥାଏ। ତେବେ ଶୋଇବା ପୂର୍ବରୁ ଯଦି ଆପଣଙ୍କ ଗପବା ଅଭ୍ୟାସ ରହିଛି ତା’ହେଲ ତାକୁ ବଦଳାଇ ଦିଅନ୍ତୁ ।  ଏହାଦ୍ୱାରା ନିଦ ହୋଇନଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭଲ ନିଦ ମଣିଷକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିଥାଏ।
  • ପ୍ରତିଦିନ ରାତିରେ ଶୋଇବା ପାଇଁ ଏକ ରୁଟିନ ଟାଇମ ସେଟ୍ କରନ୍ତୁ। ଏକ ନିର୍ଦ୍ଧିଷ୍ଟ ଟାଇମ ସେଟ କରିବା ଦ୍ୱାରା ମସ୍ତିସ୍କ ଆପେ ଆପେ ସେହି ଟାଇମରେ ଶୋଇବା ମୁଡରେ ଆସିଯାଏ ଏବଂ ଶୀଘ୍ର ନିଦ ହୋଇଥାଏ । ତେଣୁ ଗୋଟିଏ ଟାଇମ ସିଡ୍ୟୁଲରେ ହିଁ ଯେତେ ସମ୍ଭବ ଶୋଇବାକୁ ଚେଷ୍ଟା କରନ୍ତୁ। ଏହା ଏକ ଭଲ ଅଭ୍ୟାସ। ଏହାଦ୍ୱାରା ଭଲ ନିଦ ହୋଇଥାଏ।
  • ସୂର୍ଯ୍ୟାଲୋକ କମ ହେବା ଏବଂ ଅନ୍ଧାର ହେବା ଦ୍ୱାରା ଶରୀରରେ ମେଲାଟୋନିନ ଯୁକ୍ତ ରସାୟନିକ ପଦାର୍ଥ ମୁକ୍ତ ହେବାକୁ ଲାଗେ ଏବଂ ଆପେ ଆପେ ଆଖିକୁ ନିଦ ଆସେ। ତେଣୁ ଶୋଇବା ସମୟରେ ବେଡରୁମରେ ଲାଇଟ ବ୍ୟବହାର କରିବା ଉଚିତ ନୁହେଁ। ଶୋଇବା ଘରର ଲାଇଟ ପୁରା ଡିମ ରଖନ୍ତୁ ଏବଂ ଯେତେ ସମ୍ଭବ ମୋବାଇଲ କିମ୍ବା ଲାପଟପ ଭଳି ଗ୍ୟାଜେଟଠୁ ଦୂରେଇ ରୁହନ୍ତୁ। ପରିବେଶ ଶାନ୍ତ ରହିଲେ ମଧ୍ୟ ଭଲ ନିଦ ହୋଇଥାଏ।
  • ରାତିରେ କମ ଖାଦ୍ୟ ଖାଆନ୍ତୁ। ରାତିରେ ଅଧିକ କିମ୍ବା ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି କାମ କମିଯାଏ। ପାଚନ ପ୍ରଣାଳୀ ରାତିସାରା କାମ କରେ। ଫଳର ଭଲ ନିଦ ହୁଏ ନାହିଁ । ସେହିପରି ରାତିରେ କ୍ୟାଫିନ କିମ୍ବା ନିକୋଟିନ ଯୁକ୍ତ ଖାଦ୍ୟ ଯେପରିକି କଫି କିମ୍ବା ଚା’ ପିଅନ୍ତୁ ନାହିଁ। ଏହା ଶରୀରର ଶୋଇବା କ୍ଷମତାରେ ବାଧା ସୃଷ୍ଟି କରିଥାଏ ଏବଂ ଆ‍ଖିକୁ ଗଭୀର ନିଦ ଆସେ ନାହିଁ ।
  • ଅଧିକ ଶବ୍ଦ ନିଦର ଗୁଣବତ୍ତା ଖରାପ କରିଥାଏ। ଯାହାଦ୍ୱାରା ଆପଣଙ୍କୁ ଅଧିକ ଥକା ଲାଗିପରେ। ତେଣୁ ଶୋଇବା ପୂର୍ବରୁ ଆପଣ କ’ଣ ଦେଖୁଛନ୍ତି ଏବଂ କ’ଣ ଶୁଣୁଛନ୍ତି ତାହା ମଧ୍ୟ ଗୁରୁତ୍ୱ ରଖେ । ଏକ ଶାନ୍ତ ପରିବେଶ ଏବଂ ଅଳ୍ପ ଶବ୍ଦରେ ମଧୁର ମ୍ୟୁଜିକ ଶୁଣିବା ଦ୍ୱାରା ଆରାମ ମିଳିଥାଏ। ମନ ଶାନ୍ତ ହେବା ସହ ଶୀଘ୍ର ନିଦ ହୋଇଯାଏ।
  • ବସି ବସି ଶୋଇପଡିବା ବା କୌଣସି ଯାତ୍ରା ବେଳେ ଶୋଇବା ଅନେକ ଲୋକଙ୍କ ଅଭ୍ୟାସ ରହିଛି। ତେଣୁ ଏଭଳି ଅଭ୍ୟାସକୁ ବଦଳାଇବା ଉଚିତ। ଦିନରେ ଅଧିକାଂଶ ସମୟ ଢ଼ୁଳେଇବା ଭଳି ଅଭ୍ୟାସ ଥିଲେ ଏହାକୁ ଶୀଘ୍ର ବଦଳାନ୍ତୁ। ଏହାଦ୍ୱାରା ରାତି ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।
  • ସକାଳୁ ସକାଳୁ ଉତ୍ତମ ଖାଦ୍ୟ ଏବଂ ଭିଟାମିନ ବି-୬ ଏବଂ ୫ରୁ ୧୦ ମିନିଟ ସୂର୍ଯ୍ୟାଲୋକ ଶରୀରର ଅନେକ ରୋଗକୁ ଭଲ କରିଥାଏ। ଏଥିସହ ଭଲ ନିଦ୍ରା କ୍ଷମତାକୁ ବଢ଼ାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story