କଞ୍ଚା ଲଙ୍କା ଖାଆନ୍ତୁ, ଓଜନ କମାନ୍ତୁ

ଖାଇବା ଟିକେ ଚଟ୍‌ପଟା ବା ରାଗ ହେଲେ ପାଟିକୁ ଭଲ ଲାଗେ କି? ହୁଏତ ଆମର ଏ ପ୍ରଶ୍ନରେ ଆପଣ ହଁ ଭରିବେ। କାରଣ ଏ ଅଭ୍ୟାସଟି ସାଧାରଣତଃ ଅଧିକାଂଶ ଲୋକଙ୍କର ଥାଏ। ତେବେ ଆପଣଙ୍କ ଯଦି ଏପରି ଅଭ୍ୟାସ୍‌ ଅଛି, ତା ହେଲେ ଆପଣଙ୍କୁ ସବୁବେଳେ ଫିଟ୍‌ ରଖିବାକୁ ଏହା ହିଁ ଆପଣଙ୍କୁ ସାହାଯ୍ୟ କରିବ। କାରଣ ରାଗ ଖାଇବା, ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ଏଥିରେ ଥିବା କିଛି […]

1

1

Mihir Pattnayak
  • Published: Saturday, 22 September 2018
  • Updated: 22 September 2018, 11:29 AM IST

Sports

Latest News

ଖାଇବା ଟିକେ ଚଟ୍‌ପଟା ବା ରାଗ ହେଲେ ପାଟିକୁ ଭଲ ଲାଗେ କି?

ହୁଏତ ଆମର ଏ ପ୍ରଶ୍ନରେ ଆପଣ ହଁ ଭରିବେ।

କାରଣ ଏ ଅଭ୍ୟାସଟି ସାଧାରଣତଃ ଅଧିକାଂଶ ଲୋକଙ୍କର ଥାଏ। ତେବେ ଆପଣଙ୍କ ଯଦି ଏପରି ଅଭ୍ୟାସ୍‌ ଅଛି, ତା ହେଲେ ଆପଣଙ୍କୁ ସବୁବେଳେ ଫିଟ୍‌ ରଖିବାକୁ ଏହା ହିଁ ଆପଣଙ୍କୁ ସାହାଯ୍ୟ କରିବ।

କାରଣ ରାଗ ଖାଇବା, ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ଏଥିରେ ଥିବା କିଛି ଔଷଧିୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇଥାଏ। ଅନେକ ବଡ଼ ବଡ଼ ରୋଗର ମୁକାବିଲା ପାଇଁ ଶକ୍ତି ମଧ୍ୟ ଯୋଗାଇ ଥାଏ। ଆସନ୍ତୁ ଜାଣିବା କଞ୍ଚାଲଙ୍କାର ଆମର କ’ଣ ଉପକାର କରିଥାଏ।

ଓଜନ କମାଏ- କଞ୍ଚାଲଙ୍କାରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ଶରୀରର ମେଟାବୋଲିଜିମ୍‌କୁ ବଢ଼ାଇଥାଏ ଫଳରେ ଆମ ଶରୀରର ଓଜନ ହ୍ରାସ ହୋଇଥାଏ।

ମୁଡ୍‌ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ- କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଶରୀରରେ ଏଣ୍ଡ୍ରୋଫିନ୍ସ ନାମକ ଏକ କେମିକାଲ ରିଲିଜ୍‌ ହୋଇଥାଏ। ଏହି କେମିକାଲ୍‌ ଆମ ମୁଡ୍‌ ପରିବର୍ତ୍ତନକୁ  ନିୟନ୍ତ୍ରଣ କରୁଥିବା ଏନଯାଇମ୍‌କୁ ସକ୍ରିୟ ବା ଅଧିକ ଶକ୍ତିଶାଳୀ କରିଦିଏ। ଯାହାଦ୍ୱାରା ଆମର ମୁଡ୍‌ ବାରମ୍ବାର ପରିବର୍ତ୍ତନ ହୁଏ ନାହିଁ।

ଡାଏବେଟିସ୍‌- ମଧୂମେହ ରୋଗରେ ପୀଡ଼ିତମାନଙ୍କ ପାଇଁ କଞ୍ଚା ଲଙ୍କା ଅନେକ ଲାଭଦାୟୀ। କାରଣ ଏଥିରେ ଥିବା ଔଷଧୀୟ ତତ୍ୱ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ।

ରକ୍ତ ଶ୍ରାବ ବନ୍ଦ କରେ- ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ କଞ୍ଚାଲଙ୍କା ପଡ଼ିଥିବା କିଛି ଖାଦ୍ୟ ଖାଇଦିଅନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘k’ ରକ୍ତକୁ ଜମାଟ ବାନ୍ଧି ଦେଇଥାଏ। ଫଳରେ ଆଉ ରକ୍ତଶ୍ରାବ ହୁଏନାହିଁ।

ହୃତ୍‌ସ୍ପନ୍ଦନ ଶୃଙ୍ଖଳିତ କରିଥାଏ - କଞ୍ଚାଲଙ୍କାରେ ଭରପୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ beta-carotene କୁହାଯାଏ। ଏହା ହୃତ୍‌ସ୍ପନ୍ଦନକୁ ଶୃଙ୍ଖଳିତ କରିଥାଏ ।

ଦୃଢ ହୁଏ ହାଡ- କଞ୍ଚାଲଙ୍କାରେ ଭିଟାମିନ୍ ‘A’ ପ୍ରଚୁର ଥାଏ। ଏଗୁଡ଼ିକ ଆମ ଶରୀରର ହାଡ଼ଗୁଡ଼କୁ ମଜଭୁତ କରିଥାଏ। କେବଳ ହାଡ଼ ନୁହେଁ ଏହା ଆମ ଦାନ୍ତକୁ ମଧ୍ୟ ସୁସ୍ଥ ଓ ମଜଭୁତ ରଖିଥାଏ।

ସାଇନସ୍‌କୁ ସୁସ୍ଥ କରେ-  କଞ୍ଚାଲଙ୍କାରେ ଥିବା Capsaicin ନାକ ଓ ସାଇନସ୍‌ର ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ଯାହା ସାମାନ୍ୟ ଥଣ୍ଡା ଓ ସାଇନସ୍‌ ସଙ୍କ୍ରମଣ ସହ କଡ଼ା ମୁକାବିଲା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story