ରାତିର ଅନ୍ଧାରରେ ସ୍ମାର୍ଟ ଫୋନ୍‌ ଚେକ୍‌ କରୁଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ ପରିଣାମ

ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଉଠେ, କୁହାଯାଏ କାନ ଖୋଲିକି ଶୁଣ। ହେଲେ ଏ ବିଷୟର ଆଖି ସହ ସମ୍ବନ୍ଧ ରହିଛି। ତେଣୁ ଆପଣଙ୍କୁ ଆଖି ଖୋଲି ଏହି ବିଷୟ ଉପରେ ନଜର ଦେବାକୁ ପଡ଼ିବ। କ’ଣ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ଉଠିବା ପରେ ନିଜର ସ୍ମାର୍ଟ ଫୋନ୍‌କୁ ଚେକ୍‌ କରୁଛନ୍ତି। ଯଦି ହଁ, ତେବେ ଆପଣଙ୍କୁ ସାବଧାନ ହୋଇଯିବାକୁ ପଡ଼ିବ। ନଚେତ୍‌ ଯେଉଁ ସ୍ମାର୍ଟ ଫୋନ୍‌କୁ ଆପଣ ରାତିର ଅନ୍ଧାରରେ ଚେକ୍‌ କରୁଛନ୍ତି, […]

mobile_sleep-1

mobile_sleep-1

Tapas Behera
  • Published: Tuesday, 18 September 2018
  • Updated: 18 September 2018, 04:40 PM IST

ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଉଠେ, କୁହାଯାଏ କାନ ଖୋଲିକି ଶୁଣ। ହେଲେ ଏ ବିଷୟର ଆଖି ସହ ସମ୍ବନ୍ଧ ରହିଛି। ତେଣୁ ଆପଣଙ୍କୁ ଆଖି ଖୋଲି ଏହି ବିଷୟ ଉପରେ ନଜର ଦେବାକୁ ପଡ଼ିବ।

କ’ଣ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ଉଠିବା ପରେ ନିଜର ସ୍ମାର୍ଟ ଫୋନ୍‌କୁ ଚେକ୍‌ କରୁଛନ୍ତି। ଯଦି ହଁ, ତେବେ ଆପଣଙ୍କୁ ସାବଧାନ ହୋଇଯିବାକୁ ପଡ଼ିବ। ନଚେତ୍‌ ଯେଉଁ ସ୍ମାର୍ଟ ଫୋନ୍‌କୁ ଆପଣ ରାତିର ଅନ୍ଧାରରେ ଚେକ୍‌ କରୁଛନ୍ତି, ସେହି ଫୋନ୍‌ ସକାଳ ହେବା ବେଳକୁ ଆପଣଙ୍କ ଦୃଷ୍ଟିଶକ୍ତି ଛଡ଼ାଇନେଇପାରେ।

ବୈଜ୍ଞାନିକ ଏବଂ ଡାକ୍ତରଙ୍କ ମତରେ ଏହାକୁ  ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡନେସ୍‌ କୁହାଯାଉଛି। ସ୍ମାର୍ଟ ଫୋନ୍‌ ବ୍ଲାଇଣ୍ଡନେସ୍ ସେତେବେଳେ ଉପୁଜିବ ଯେତେବେଳେ ଜଣେ ବ୍ୟକ୍ତି ରାତିର ଅନ୍ଧାରରେ ନିଜର ସ୍ମାର୍ଟ ଫୋନ୍‌କୁ ଦୀର୍ଘ ସମୟ ଧରି ଦେଖିବ।  ଏହି ସମୟରେ ଯଦି ଆପଣଙ୍କ ଗୋଟିଏ ଆଖି ଅଧା ବନ୍ଦ ରହୁଛି ଆଉ ଗୋଟିଏ ଖୋଲା ରହୁଛି, ତେବେ ଆପଣ ଅସ୍ଥାୟୀ ଭାବେ ଅନ୍ଧ ହୋଇପାରନ୍ତି।

ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ପକ୍ଷରୁ କିଛି ଦିନ ପୂର୍ବେ ଏନେଇ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ପ୍ରକାଶ ପାଇଥିଲା ଯେ, ଅଧିକ ସମୟ ମୋବାଇଲ ଫୋନ୍‌ ବ୍ୟବହାର ଦ୍ୱାରା ଆପଣ ଡ୍ରାଇ ଆଇ ଅର୍ଥାତ ଶୁଷ୍କ ଆଖି ସମସ୍ୟାରେ ପଡ଼ିପାରନ୍ତି।  ବିଶେଷ କରି  ଛୋଟ ପିଲାମାନେ ରାତିରେ ଏହି ସ୍ମାର୍ଟ ଫୋନ୍‌ ବ୍ୟବହାରଠାରୁ ଦୂରେଇ ରହିବା ଉଚିତ୍‌।

ନଚେତ୍‌ ଏହା ଦୃଷ୍ଟି ଶକ୍ତି ହ୍ରାସର କାରଣ ପାଲଟିପାରେ। ଫଳରେ ପିଲାର ଏକାଡେମିକ୍ ପ୍ରଦର୍ଶନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ରିପୋର୍ଟରେ କୁହାଯାଇଥିଲା ଯେ, ଆମ ଆଖିର ରେଟିନା ଖୁବ୍‌ ସମ୍ବେଦନଶୀଳ। ଆଲୋକରୁ ଅନ୍ଧାର ହେଉ କି ଅନ୍ଧାରରୁ ଆଲୋକ ହେଉ, ରେଟିନା ହିଁ ଆ‌ମର ଦୃଷ୍ଟି ଶକ୍ତିକୁ ଖାପ୍‌ଖୁଆଇ ଥାଏ। ଅନ୍ଧାରରୁ ଆଲୋକକୁ ଯିବା ପରେ ଦୃଷ୍ଟି ଶକ୍ତି ସ୍ଵାଭାବିକ୍ ଅବସ୍ଥାକୁ ଫେରିବାକୁ ୫ରୁ ୭ ମିନିଟ୍‌ ଲାଗିଯାଏ। ତେଣୁ ହଠାତ୍‌ ଅଧିକ ବ୍ରାଇଟ୍‌ନେସର ମୋବାଇଲ ଦେଖିବା ମାତ୍ରେ ରେଟିନା ଆଡଜଷ୍ଟ  କରିପାରେନା। ତେଣୁ ଆଖିର ଦୃଷ୍ଟି ଶକ୍ତି କମିଯିବାର କାରଣ ପାଲଟିଥାଏ। ଆଉ ନିୟମିତ ଅଭ୍ୟାସ୍‌ ଥିଲେ ଆପଣ ଅଳ୍ପ ବୟସରୁ ମଧ୍ୟ ଦୃଷ୍ଟିଶକ୍ତି ହରାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story