ଦୀପାବଳିରେ ନିଜକୁ ଦିଅନ୍ତୁ ଷ୍ଟାଇଲିଶ୍‌ ଲୁକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଉ ଦିନ କେଇଟା ପରେ ଆସିଯିବ ଦୀପାବଳି। କିଛି ଦିନ ବାକି ଥିଲେ ବି ଆଜିଠୁ ମହିଳାମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆମ ଦେଶରେ ପୂଜା ପାର୍ବଣ ସହ ଫ୍ୟାଶନ୍‌ର ସମ୍ପର୍କ ବେଶ୍‌ ନିବିଡ଼। ପୂଜାପାର୍ବଣରେ ମହିଳାମାନେ ସୁନ୍ଦର ଓ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହାନ୍ତି। ଆଉ ଏଥର ଦୀପାବଳିରେ ଆପଣ ଯଦି ସମସ୍ତଙ୍କଠୁ ଅଲଗା ଦେଖାଯିବାକୁ ଚାହୁଁଛନ୍ତି, ତେବେ ଆମେ ଦେଉଥିବା କିଛି ଫ୍ୟାଶନ୍‌ ଟିପ୍ସ ଆପଣେଇ ପାରିବେ। ସବୁଥର ପରି ଏଥର ଲାଲ୍‌ […]

fas

fas

Chinmayee Roy
  • Published: Thursday, 25 October 2018
  • Updated: 31 October 2018, 03:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଉ ଦିନ କେଇଟା ପରେ ଆସିଯିବ ଦୀପାବଳି। କିଛି ଦିନ ବାକି ଥିଲେ ବି ଆଜିଠୁ ମହିଳାମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆମ ଦେଶରେ ପୂଜା ପାର୍ବଣ ସହ ଫ୍ୟାଶନ୍‌ର ସମ୍ପର୍କ ବେଶ୍‌ ନିବିଡ଼। ପୂଜାପାର୍ବଣରେ ମହିଳାମାନେ ସୁନ୍ଦର ଓ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହାନ୍ତି। ଆଉ ଏଥର ଦୀପାବଳିରେ ଆପଣ ଯଦି ସମସ୍ତଙ୍କଠୁ ଅଲଗା ଦେଖାଯିବାକୁ ଚାହୁଁଛନ୍ତି, ତେବେ ଆମେ ଦେଉଥିବା କିଛି ଫ୍ୟାଶନ୍‌ ଟିପ୍ସ ଆପଣେଇ ପାରିବେ।

ସବୁଥର ପରି ଏଥର ଲାଲ୍‌ ଓ ମେରୁନ୍‌ ରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବରଂ ଏଥର କିଛି ଅଲଗା ଟ୍ରାଏ କରନ୍ତୁ। ଏଥର ଆପଣ ରୟାଲ୍ ବ୍ଲୁ, ଗ୍ରୀନ୍‌ କିମ୍ବା ୟଲୋ ରଙ୍ଗର ପୋଷାକ ପିନ୍ଧନ୍ତୁ। ସୁନ୍ଦର ପୋଷାକ ସହ ସୁନ୍ଦର ଗହଣା ପିନ୍ଧିବାକୁ ମଧ୍ୟ ଭୁଲନ୍ତୁ ନାହିଁ।

ଯଦି ଆପଣ ପୂଜା ପାର୍ବଣ ବାହାନାରେ ଶାଢ଼ୀ ପିନ୍ଧିବାକୁ ମଉକା ଖୋଜୁଛନ୍ତି, ତେବେ ଏଥର ଶାଢ଼ୀକୁ ନୂଆ ଲୁକ୍‌ରେ ଟ୍ରାଏ କରନ୍ତୁ। ଏଥର ସିଫନ୍‌, ନେଟ୍‌, ବ୍ରାସୋ ପରି ହାଲକା ଶାଢ଼ୀ ଟ୍ରାଏ କରନ୍ତୁ। ଏହା ସମ୍ଭାଳିବାକୁ ମଧ୍ୟ ସହଜ ହେବା ସହ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ଧ୍ୟାନ ଦେବେ, ଏହି ଶାଢ଼ୀ ସହ ଆପଣଙ୍କ ବ୍ଲାଉଜ୍‌ ଯେପରି ଟିକେ ହେଭି ୱାର୍କର ହୋଇଥିବ।

ଯଦି ଆପଣ ସମସ୍ତଙ୍କଠୁ ସ୍ୱତନ୍ତ୍ର ଦେଖାଯିବାକୁ ଚାହାନ୍ତି, ତେବେ ଏଥର ଚିକନ୍‌କରି ଶାଢ଼ୀ ପିନ୍ଧନ୍ତୁ। ଏଥି ସହ ମଥାରେ ବଡ଼ ବିନ୍ଦି ଓ ହେଭି ଇୟର ରିଂ ଆପଣଙ୍କୁ ଏକ ଷ୍ଟାଇଲିସ୍‌ ଲୁକ୍‌ ଦେବ।

ଆପଣ ଯଦି କିଛି ନୂଆ ପିନ୍ଧିବାକୁ ଚାହୁଛନ୍ତି, ତେବେ ପର୍ପଲ୍ ରଙ୍ଗର ପୋଷାକ ବାଛନ୍ତୁ। ବର୍ତ୍ତମାନ ମାର୍କେଟ୍‌ରେ ପର୍ପଲ୍‌ ରଙ୍ଗର ଟ୍ରେଣ୍ଡ୍‌ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story