Advertisment

ଅଧିକ ଭାତ ଖାଉଛନ୍ତି କି? ରୁହନ୍ତୁ ସାବଧାନ !- Excess rice can increase your health issue

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଦିନରେ ଥରେ ଭାତ ନଖାଇଲେ ଖାଇବା ସମ୍ପୂର୍ଣ୍ଣ ହୋଇ ନ ଥାଏ। ହେଲେ ଡାଏଟିସିଆନ୍‌ଙ୍କ ମତ ଅନୁସାରେ ଅଧିକ ଭାତ ଖାଇଲେ ଶରୀରକୁ କ୍ଷତି ପହଞ୍ଚିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଭାତ ଖାଇବା ଦ୍ୱାରା ଶରୀରକୁ କ’ଣସବୁ କ୍ଷତି ପହଞ୍ଚିଥାଏ। ୧. ଗୋଟିଏ କପ୍‌ ଭାତରେ ୨୪୦ କିଲୋକ୍ୟାଲୋରୀ ରହିଥାଏ, ଯାହାକୁ ଖାଇଲେ ଶରୀରରେ ସୁଗାରର ମାତ୍ରା ବଢ଼ିଥାଏ। ତେଣୁ ଡାଇବେଟିସର ଆଶଙ୍କା ରହିଥାଏ। ସେଥିପାଇଁ ଡାଇବେଟିସରେ ପୀଡ଼ିତ ବ୍ୟକ୍ତି […]

author-image
Puspanjali Panda
ଅଦ୍ୟତନ ହୋଇଛି
ଅଧିକ ଭାତ ଖାଉଛନ୍ତି କି? ରୁହନ୍ତୁ ସାବଧାନ !- Excess rice can increase your health issue

b1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଦିନରେ ଥରେ ଭାତ ନଖାଇଲେ ଖାଇବା ସମ୍ପୂର୍ଣ୍ଣ ହୋଇ ନ ଥାଏ। ହେଲେ ଡାଏଟିସିଆନ୍‌ଙ୍କ ମତ ଅନୁସାରେ ଅଧିକ ଭାତ ଖାଇଲେ ଶରୀରକୁ କ୍ଷତି ପହଞ୍ଚିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଧିକ ଭାତ ଖାଇବା ଦ୍ୱାରା ଶରୀରକୁ କ’ଣସବୁ କ୍ଷତି ପହଞ୍ଚିଥାଏ।

Advertisment

୧. ଗୋଟିଏ କପ୍‌ ଭାତରେ ୨୪୦ କିଲୋକ୍ୟାଲୋରୀ ରହିଥାଏ, ଯାହାକୁ ଖାଇଲେ ଶରୀରରେ ସୁଗାରର ମାତ୍ରା ବଢ଼ିଥାଏ। ତେଣୁ ଡାଇବେଟିସର ଆଶଙ୍କା ରହିଥାଏ। ସେଥିପାଇଁ ଡାଇବେଟିସରେ ପୀଡ଼ିତ ବ୍ୟକ୍ତି ଭାତ କମ୍‌ ଖାଆନ୍ତୁ। ଯଦି ଆପଣଙ୍କର ଭାତ ଖାଇବାର ଅଭ୍ୟାସ ରହିଛି, ତେବେ ବ୍ରାଉନ୍‌ ରାଇସ୍‌ ଖାଇବା ଅଭ୍ୟାସ କରନ୍ତୁ।

୨. ମୋଟା ବ୍ୟକ୍ତି ଅଧିକ ଭାତ ଖାଇବା ଦ୍ୱାରା ଶରୀରର ଓଜନ ଆହୁରି ବଢ଼ିଥାଏ।

publive-image

୩. ଭାତରୁ ଶରୀରକୁ କେବଳ କାର୍ବୋହାଇଡ୍ରେଡ୍‌ ମିଳିଥାଏ। ଭିଟାମିନ୍‌ ଓ ମିନେରାଲସ୍‌ ମିଳିନଥାଏ।

Advertisment

୪. ଭାତରେ ଫାଇବର୍‌ର ମାତ୍ରା କମ୍‌ ରହିଛି। ତେଣୁ ଏହାକୁ ଅଧିକ ଖାଇଲେ ପାଚନ ଶକ୍ତି ଦୁର୍ବଳ ହୋଇଥାଏ ଏବଂ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥାଏ।

୫. ଭାତ ଖାଇଲେ ଅଳସୁଆ ଲାଗିବା ଏକ ସାଧାରଣ କଥା। ଏହାକୁ ଖାଇବା ପରେ ଶରୀରରେ ସୁଗାରର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ଘଟିଥାଏ। ଯାହା ଯୋଗୁଁ ଆପଣଙ୍କୁ ନିଦ ଅଧିକ ଲାଗିଥାଏ। ଆଳସ୍ୟ ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହୋଇଥାଏ।

Lifestyle News In Odia