ଆପଣଙ୍କ ଉପରେ ସର୍ବଦା ଅଫିସ୍‌ ବସ୍‌ ଅସନ୍ତୁଷ୍ଟ ହେଉଛନ୍ତି କି ? ଜାଣନ୍ତୁ ସମାଧାନର କିଛି ଟିପ୍ସ

ସାଧାରଣତଃ ଚାକିରି କରୁଥିବା ବ୍ୟକ୍ତିଙ୍କର ଅଧିକ ସମୟ ଅଫିସ୍‌ରେ ହିଁ ବିତିଥାଏ। ଆଉ ଯଦି ସେଠିକାର ପରିବେଶ କିମ୍ବା ବସ୍‌ ଭଲ ହୋଇ ନ ଥିବେ ତେବେ କେତେକ କର୍ମଚାରୀ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। ଏହାର ପ୍ରଭାବ କେବଳ ପ୍ରଫେସନଲ ଲାଇଫ୍‌ରେ ପଡ଼ି ନଥାଏ ବରଂ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପଡ଼ିଥାଏ। ଯଦି ବସ୍‌ ଟିକେ ଟିକେ କଥାରେ ରାଗି ଯାଉଥିବେ କିମ୍ବା ବିରକ୍ତ ପ୍ରକାଶ କରୁଥିବେ ତେବେ ତାଙ୍କ ସହିତ କାମ କରିବା ମୁସକିଲ୍‌। ଏଭଳି […]

office

office

Tapas Behera
  • Published: Saturday, 03 November 2018
  • Updated: 03 November 2018, 07:21 PM IST

Sports

Latest News

ସାଧାରଣତଃ ଚାକିରି କରୁଥିବା ବ୍ୟକ୍ତିଙ୍କର ଅଧିକ ସମୟ ଅଫିସ୍‌ରେ ହିଁ ବିତିଥାଏ। ଆଉ ଯଦି ସେଠିକାର ପରିବେଶ କିମ୍ବା ବସ୍‌ ଭଲ ହୋଇ ନ ଥିବେ ତେବେ କେତେକ କର୍ମଚାରୀ ଡିପ୍ରେସନ୍‌ର ଶିକାର ହୋଇଥାନ୍ତି। ଏହାର ପ୍ରଭାବ କେବଳ ପ୍ରଫେସନଲ ଲାଇଫ୍‌ରେ ପଡ଼ି ନଥାଏ ବରଂ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପଡ଼ିଥାଏ। ଯଦି ବସ୍‌ ଟିକେ ଟିକେ କଥାରେ ରାଗି ଯାଉଥିବେ କିମ୍ବା ବିରକ୍ତ ପ୍ରକାଶ କରୁଥିବେ ତେବେ ତାଙ୍କ ସହିତ କାମ କରିବା ମୁସକିଲ୍‌। ଏଭଳି ପରିସ୍ଥିତିରେ କେତେକ ଲୋକେ ଚାକିରି ଛାଡ଼ି ଦେବା ପାଇଁ ଚିନ୍ତା କରନ୍ତି। ହେଲେ ଚାକିରି ଛାଡ଼ି ଦେବା ଏହି ସମସ୍ୟାର ସମାଧାନ ନୁହେଁ। କାରଣ ଯଦି ଆପଣ ଆଉ କେଉଁ ଅଫିସ୍‌ରେ ଜଏନ୍‌ କରନ୍ତି ସେଠିକାର ବସ୍‌ ସେମିତି ହୋଇ ନଥିବି କିଏ କହିପାରିବ ? ତେଣୁ ବସ୍‌କୁ ଭିନ୍ନ ଭିନ୍ନ ପରିସ୍ଥିତିରେ ମ୍ୟାନେଜ୍ କରିବାର ଟିପ୍ସ ଜାଣିବାକୁ ପଡ଼ିବ। ଦୁନିଆରେ ଏମିତି କିଛି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ତେବେ ଏ ବିଷୟରେ ଆସନ୍ତୁ କିଛି ଟିପ୍ସ ଜାଣିବା।

୧-ଯଦି ଆପଣଙ୍କ ବସ୍‌ ଆପଣଙ୍କୁ ବେଶୀ ହଇରାଣ କରୁଛନ୍ତି ତେବେ ପ୍ରଥମେ ଜାଣିବାକୁ ଚେଷ୍ଟା କରୁନ୍ତୁ କାଳେ ଆପଣ ଅଫିସ୍‌ ରାଜନୀତିରେ ଶିକାର ହେଉ ନାହାନ୍ତି ତ ? ଅଫିସ୍‌ରେ ଅଧିକ ସମସ୍ୟା ଏହି କାରଣରୁ ହୋଇଥାଏ। ଯଦି ଆପଣ ଏମିତି ସମସ୍ୟା ଦେଇ ଗତି କରୁଛନ୍ତି ଏହାର କାରଣ ଖୋଜି ବାହାର କରନ୍ତୁ। ଏହାର ସବୁଠୁ ବଡ଼ ସମାଧାନର ରାସ୍ତା ହେଉଛି ଆପଣ ଏକୁଟିଆ ନିଜ୍‌ ବସ୍‌ ସହ ଆଲୋଚନା କରନ୍ତୁ। ଯଦି କିଛି ଭୁଲ ଧାରଣା ଥାଏ ତେବେ ଏହାକୁ ଦୂର କରନ୍ତୁ। ବସ୍‌ଙ୍କ ପାଖରେ ଆତ୍ମବିଶ୍ୱାସର ସହ ଆଲୋଚନା କରନ୍ତୁ।

୨-ଅଫିସ୍‌ରେ କେବେ କାହାକୁ ଆପଣଙ୍କ ଦୁର୍ବଳତା ବିଷୟରେ କୁହନ୍ତୁ ନାହିଁ କି କାହା ସହ ଅଧିକ ସହ ଗପନ୍ତୁ ନାହିଁ। ସହକର୍ମୀଙ୍କ ସହ ଭଲ ବ୍ୟବହାର କରନ୍ତୁ ଏବଂ କେବଳ କାମ ବିଷୟରେ ଆଲୋଚନା କରନ୍ତୁ। ଅନାବଶ୍ୟକ କଥା ଓ ଅଫିସ୍‌ ପଲଟିକ୍ସରେ ଫସନ୍ତୁ ନାହିଁ।

୩-ଯଦି ଆପଣଙ୍କ ବସ୍‌ ଆପଣଙ୍କୁ କିଛି କାମ ଦେଉଛନ୍ତି ତେବେ ଏହାକୁ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ। ଏହାକୁ ଭଲଭାବରେ ସମ୍ପାଦନା କରନ୍ତୁ। ଆଉ ଭଲ ରେଜଲଟ୍‌ ଦିଅନ୍ତୁ।

୪-ଯଦି ଆପଣଙ୍କ ବସ୍‌ ଶୁଣୁନାହାନ୍ତି ତେବେ ଏକ୍‌ ମେଲ୍ ଲେଖି ଆପଣଙ୍କ କଥା ପ୍ରକାଶ କରିପାରିବେ। ଅନେକ ସମୟରେ ଆପଣଙ୍କ ବସ୍‌ଙ୍କୁ ଲାଗେ ଯେ, ଆପଣ ଭୁଲ୍‌ କରୁଛନ୍ତି ଏବଂ ଅନାବଶ୍ୟକ ଯୁକ୍ତି କରୁଛନ୍ତି, ସେମିତି ପରିସ୍ଥିତିରୁ ବର୍ତ୍ତିବା ପାଇଁ ମେଲ ପଠାଇବା ଏକ ସହଜ ଉପାୟ। କାରଣ ମେଲ୍‌ରେ ଯଦି କିଛି ଅନ୍‌ପ୍ରଫେସନାଲ ଜବାବ ଆସେ ଏହା ରେକର୍ଡ଼  ହୋଇ ରହିବ।

୫-ଯୁକ୍ତି କରିବା କିମ୍ବା ରାଗିବା ଅପେକ୍ଷା ଶାନ୍ତିରେ ଆଲୋଚନା କରିବା ଉଚିତ୍‌। କାରଣ ରାଗ କିମ୍ବା ବିରକ୍ତିଭାବ ପ୍ରକାଶ କଲେ ପରିସ୍ଥିତି ଆହୁରି ବିଗିଡ଼ି ଯାଇପାରେ। ଆଉ ଏହାର କ୍ଷତି ଆପଣଙ୍କୁ ସହିବାକୁ ପଡ଼ିପାରେ। ତେଣୁ ବୁଝିବିଚାରି ଶାନ୍ତିର ସହ କଥାବାର୍ତ୍ତା କରନ୍ତୁ।

୬-ଯଦି ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଉଛି ସେ ସମୟରେ ଆପଣ ନିଜ ସହଯୋଗୀଙ୍କ ସାହାଯ୍ୟ ନେଇପାରିବେ। ଏକ୍ଷେତ୍ରରେ ବସ୍‌ ସହ ଅତି ଘନିଷ୍ଟ କିଏ ତାଙ୍କୁ ହିଁ ଆପଣଙ୍କ ବିଷୟରେ କୁହନ୍ତୁ। ଯାହାଙ୍କ ମାଧ୍ୟମରେ ଆପଣଙ୍କ କଥାକୁ ବସ୍‌ ପାଖରେ ପହଞ୍ଚାଇପାରିବେ। ଆଉ ସମସ୍ୟାର ସମାଧାନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story