ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସେଓ ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ସେଓ, ଚିନି, ଡାଳଚିନି ଗୁଣ୍ଡ, ଲୁଣ, ପୁଦିନା ପତ୍ର, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର, ଆବଶ୍ୟକ ଅନୁସାରେ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟାରେ ଅଳ୍ପ ତେଲ ପକାଇ ଭଲ ଭାବେ ଚକଟନ୍ତୁ। ସେଓକୁ ଗ୍ରେଟେଡ୍‌ ବା କୋରି ରଖନ୍ତୁ। ଏଥିରେ ଡାଳଚିନି ଗୁଣ୍ଡ, ପୁଦିନା ପତ୍ର, ଚିନି, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ପକାଇ ମିଶାନ୍ତୁ। ଚିନି ଭଲ ଭାବେ ନ ମିଳାଇବା ଯାଏ ଏହି ମିଶ୍ରଣକୁ କିଛି ସମୟ ଅଲଗା ରଖନ୍ତୁ। […]

apple-paratha

apple-paratha

Chinmayee Roy
  • Published: Tuesday, 11 June 2019
  • Updated: 11 June 2019, 02:27 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଅଟା, ସେଓ, ଚିନି, ଡାଳଚିନି ଗୁଣ୍ଡ, ଲୁଣ, ପୁଦିନା ପତ୍ର, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟାରେ ଅଳ୍ପ ତେଲ ପକାଇ ଭଲ ଭାବେ ଚକଟନ୍ତୁ। ସେଓକୁ ଗ୍ରେଟେଡ୍‌ ବା କୋରି ରଖନ୍ତୁ। ଏଥିରେ ଡାଳଚିନି ଗୁଣ୍ଡ, ପୁଦିନା ପତ୍ର, ଚିନି, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର ପକାଇ ମିଶାନ୍ତୁ। ଚିନି ଭଲ ଭାବେ ନ ମିଳାଇବା ଯାଏ ଏହି ମିଶ୍ରଣକୁ କିଛି ସମୟ ଅଲଗା ରଖନ୍ତୁ। ଏବେ ତେଲ ଗରମ କରନ୍ତୁ ଓ ଅଳ୍ପ ଅଟା ନେଇ ଏଥିରେ ଗୁଳା ତିଆରି କରନ୍ତୁ। ଏହି ଗୁଳାକୁ ପାପୁଲିରେ ଦାବି ବଡ଼ କରନ୍ତୁ।

ଏଥିରେ ସେଓର ମିଶ୍ରଣ ପୂର ଆକାରରେ ଦେଇ ବନ୍ଦ କରି ଦିଅନ୍ତୁ। ଏବେ ଶୁଖିଲା ଅଟା ଦେଇ ଏହାକୁ ଧିରେ ଧିରେ ଗୋଲ ପରଟା ବେଲନ୍ତୁ। ବେଲା ହୋଇଥିବା ପରଟାକୁ ତାୱାରେ ପକାଇ ଉଭୟ ପାର୍ଶ୍ୱରେ ତେଲ ପକାଇ ଭଲ ଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ସେଓ ପରଟା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story