ଶରୀର ପାଇଁ ଖୁବ୍‌ ଉପକାରୀ ଏହି ୫ଟି ଆସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ପାଖାପାଖି ୩୫ ହଜାର ଲୋକଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ତେବେ ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଆନିମେଟେଡ୍‌ ଭିଡିଓ ପୋଷ୍ଟ୍ କରିଥିଲେ। ଜୁନ୍ ୫ ତାରିଖରୁ ସେ ପ୍ରତିଦିନ ଗୋଟିଏ ଲେଖାଏ ଆନିମେଟେଡ୍ ଭିଡିଓ ପୋଷ୍ଟ୍ କରୁଥିଲେ, ଯେଉଁଥିରେ ଗୋଟିଏ ଲେଖାଏ ଆସନ ବିଷୟରେ ଉଲ୍ଲେଖ […]

modi

modi

Chinmayee Roy
  • Published: Friday, 21 June 2019
  • Updated: 21 June 2019, 02:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ପାଖାପାଖି ୩୫ ହଜାର ଲୋକଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ତେବେ ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଆନିମେଟେଡ୍‌ ଭିଡିଓ ପୋଷ୍ଟ୍ କରିଥିଲେ। ଜୁନ୍ ୫ ତାରିଖରୁ ସେ ପ୍ରତିଦିନ ଗୋଟିଏ ଲେଖାଏ ଆନିମେଟେଡ୍ ଭିଡିଓ ପୋଷ୍ଟ୍ କରୁଥିଲେ, ଯେଉଁଥିରେ ଗୋଟିଏ ଲେଖାଏ ଆସନ ବିଷୟରେ ଉଲ୍ଲେଖ କରୁଥିଲେ। ସେଥିମଧ୍ୟରୁ ଆମେ ଏଠାରେ ୫ଟି ଆସନ ବିଷୟରେ ଉଲ୍ଲେଖ କରୁଛୁ, ଯାହା ଶରୀର ପାଇଁ ବେଶ୍ ଉପକାରୀ।  ତେବେ ଆସନ୍ତୁ ଜାଣିବା ସେହି ଆସନ ଗୁଡ଼ିକ କ’ଣ ଓ ଏହା ଦ୍ୱାରା କି ଉପକାର ମିଳେ।

https://twitter.com/narendramodi/status/1136459252678221824

ତାଡ଼ାସନ: ଏହି ଆସନକୁ ଠିକ୍‌ ଢଙ୍ଗରେ କରିପାରିଲେ ଆହୁରି ଅନେକ ଆସନ କରିବା ଭାରି ସହଜ ହୋଇଯାଏ। ଏହି ଆସନ କରିବା ଦ୍ୱାରା ଶରୀରର ମଜଭୁତ ହୋଇଥାଏ। ଜଙ୍ଘ, ଆଣ୍ଠୁ ଓ ଗୋଇଠି ମଜଭୁତ ହୋଇଥାଏ। ଏହାକୁ ମାତ୍ର ୧୦/୧୫ ସେକେଣ୍ଡ କରିବାକୁ ହୋଇଥାଏ। ତେବେ ନିୟମିତ କରିବା ଦ୍ୱାରା ଏହା ଉଭୟ ଶାରୀରିକ ଓ ମାନସିକ ସନ୍ତୁଳନକୁ ବଜାୟ ରଖିଥାଏ। ତେବେମନେ ରଖନ୍ତୁ, ଯେଉଁମାନଙ୍କର ହୃଦ୍‌ରୋଗ, ମୁଣ୍ଡ ବିନ୍ଧା କିମ୍ବା ଗୋଡ଼ରେ ଶିରାପ୍ରଶିରା ବିନ୍ଧା ରୋଗ ଥିବ ସେମାନେ ଏହି ଆସନ କରିବା ଉଚିତ୍‌ ନୁହେଁ।

https://twitter.com/narendramodi/status/1138644608836153344

ବକ୍ରାସନ: ଏହାର ଅନେକ ଫାଇଦା ଅଛି। ଏହି ଆସନ କରିବା ଦ୍ୱାରା ଲିଭର, କିଡ୍‌ନୀ ଓ ପାଚନ ଗ୍ରନ୍ଥି ସୁସ୍ଥ ରହିଥାଏ। ଏହାକୁ ନିୟମିତ କଲେ ମେରୁଦଣ୍ଡ ମଜଭୁତ ହୋଇଥାଏ। ଏହି ଆସନ ହାର୍ନିଆ ରୋଗୀଙ୍କ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ।

https://twitter.com/narendramodi/status/1138271665501200386

ଭଦ୍ରାସନ: ଏହି ଆସନ ବ୍ୟକ୍ତିକୁ ଉଭୟ ଶାରୀରିକ ଓ ମାନସିକ ଭାବେ ଦୃଢ଼ ରଖିଥାଏ। ଏହାକୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ମନର ଏକାଗ୍ରତା ବଢ଼େ। ଏହା ସହିତ ସ୍ମରଣ ଶକ୍ତି ବି ବଢ଼ିଥାଏ। ପେଟ ସମସ୍ୟାକୁ ବି ଏହା ଦୂର କରେ। ଗର୍ଭବତୀ ମହିଳାଙ୍କ ପାଇଁ ବି ଭଦ୍ରାସନ ଖୁବ୍ ଉପକାରୀ। ମାସିକ ଋତୁସ୍ରାବ ବେଳେ ମହିଳାଙ୍କ ପେଟରେ ହେଉଥିବା ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ। ତେବେ ଯେଉଁମାନଙ୍କ ଆଣ୍ଠୁରେ ଅତ୍ୟଧିକ ଯନ୍ତ୍ରଣା ହେଉଛି, ସେମାନେ ଏହାକୁ ନକରିବା ଭଲ। ସେହିପରି ସାୟଟିକା ରୋଗୀ ମଧ୍ୟ ଏହାକୁ କରିବା ଉଚିତ୍ ନୁହେଁ।

https://twitter.com/narendramodi/status/1136109150134505472

ତ୍ରିକୋଣାସନ: ଏହି ଆସନ ଅଣ୍ଟାର ମାଂସପେଶୀକୁ ମଜଭୁତ କରିବା ସହିତ କାନ୍ଧ, ଛାତି ଓ ମେରୁଦଣ୍ଡର ହାଡ଼କୁ ଶକ୍ତ କରିଥାଏ। ତେବେ ଯେଉଁମାନଙ୍କର ବେକ, ପିଠିରେ ଆଘାତ ଲାଗିଛି ଅବା ସାୟଟିକା ପରି ସମସ୍ୟା ରହିଛି, ସେମାନେ ଏହି ଆସନ କରନ୍ତୁ ନାହିଁ।

https://twitter.com/narendramodi/status/1137921445982593024

ଉଷ୍ଟ୍ରାସନ: ଏହି ଆସନକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ପିଠି ଓ କାନ୍ଧ ମଜଭୁତ ହୋଇଥାଏ। ଏହି ଆସନକୁ ସଠିକ ଭାବେ କଲେ ପାଚନ କ୍ରିୟାରେ ସୁଧାର ଆସିଥାଏ। କେବଳ ଏତିକି ନୁହେଁ, ବ୍ୟାକ୍‌ ପେନ୍‌ରୁ ମଧ୍ୟ ଉପଶମ ମିଳେ।ଏହି ଆସନ ମହିଳାଙ୍କ ଋତୁସ୍ରାବ ସହିତ ଜଡ଼ିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story