ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ 'ଶେଜ୍‌ୱାନ ପ୍ରନ୍‌'

ଆବଶ୍ୟ ସାମଗ୍ରୀ: ଚୋପା ଛଡ଼ା ଚିଙ୍ଗୁଡ଼ି, ଧଳା ଗୋଲମରିଚ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ଛାଣିବା ପାଇଁ ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି, ଲୁଣ, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ମାରିନେଟ୍‌ କରିବା ପାଇଁ […]

sezwan

sezwan

Chinmayee Roy
  • Published: Sunday, 30 June 2019
  • Updated: 30 June 2019, 02:55 PM IST

Sports

Latest News

ଆବଶ୍ୟ ସାମଗ୍ରୀ: ଚୋପା ଛଡ଼ା ଚିଙ୍ଗୁଡ଼ି, ଧଳା ଗୋଲମରିଚ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ଛାଣିବା ପାଇଁ ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି, ଲୁଣ, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏ ମାରିନେଟ୍‌ କରିବା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରି ଏଥିରେ ମାରିନେଟ୍‌ ହୋଇ ରହିଥିବା ଚିଙ୍ଗୁଡ଼ି ପକାନ୍ତୁ। ଚିଙ୍ଗୁଡ଼ି ଭଲଭାବେ ଫ୍ରାଏ ହେଲା ପରେ ଏହାକୁ ଗ୍ୟାସ୍‌ରୁ ବାହାର କରି ଅଲଗା ରଖନ୍ତୁ।

ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ଗୋଲଡେନ  ହେବା ଯାଏ ଭାଜନ୍ତୁ। ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ ୩ରୁ ୪ ମିନିଟ୍‌ ଭାଜନ୍ତୁ। ଏବେ ଏଥିରେ ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର, ଚିନି, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ।

ପରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ ଅଳ୍ପ କର୍ଣ୍ଣଷ୍ଟାର୍ଚ ଓ ପାଣି ମିଶାଇ ଏହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ଗୋଳାନ୍ତୁ। ବର୍ତ୍ତମାନ  ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାନ୍ତୁ ଓ ମଧ୍ୟମ ଆଞ୍ଚରେ ୫ରୁ ୭ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ଏହାକୁ ଗରମଗରମ ଫ୍ରାଏଡ ରାଇସ୍‌ ସହ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story