ପବିତ୍ର ରାମନବମୀରେ ଭୋଗ ଲଗାନ୍ତୁ ନିଜ ହାତ ତିଆରି ଗୁଡ଼ ଖିରି

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ । ସବୁଠି ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁ ପ୍ରଭୁ ରାମଙ୍କ ଦର୍ଶନ କରୁଛନ୍ତି।  ଏଥିସହ ସ୍ୱାଦିଷ୍ଟ ନିରାମିଷ ବ୍ୟଞ୍ଜନ ଖାଇବା ଲାଗି ମଧ୍ୟ ଆଗ୍ରହ ଦେଖାଯାଉଛି। ତେଣୁ ଆଜି ଆମେ ଏପରି ଏକ ସୁଇଟ୍‌ ଡିସ୍‌ ପ୍ରସ୍ତୁତ କରିବା, ଯାହାକୁ ଭୋଗ ଲଗାଇବା ସହ ଖାଇକରି ଆନନ୍ଦ ନେଇପାରିବେ। ଆସନ୍ତୁ ଆଜି ପ୍ରସ୍ତୁତ କରିବା ଗୁଡ଼ ଖିରି। ଆବଶ୍ୟକ ସାମଗ୍ରୀ: ଖିରି ଚାଉଳ, ଘିଅ, କାଜୁ, କିସ୍‌ମିସ୍‌, କ୍ଷୀର, ଲୁଣ, […]

gur-kheer

gur-kheer

Chinmayee Roy
  • Published: Saturday, 13 April 2019
  • Updated: 13 April 2019, 01:01 PM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ । ସବୁଠି ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁ ପ୍ରଭୁ ରାମଙ୍କ ଦର୍ଶନ କରୁଛନ୍ତି।  ଏଥିସହ ସ୍ୱାଦିଷ୍ଟ ନିରାମିଷ ବ୍ୟଞ୍ଜନ ଖାଇବା ଲାଗି ମଧ୍ୟ ଆଗ୍ରହ ଦେଖାଯାଉଛି। ତେଣୁ ଆଜି ଆମେ ଏପରି ଏକ ସୁଇଟ୍‌ ଡିସ୍‌ ପ୍ରସ୍ତୁତ କରିବା, ଯାହାକୁ ଭୋଗ ଲଗାଇବା ସହ ଖାଇକରି ଆନନ୍ଦ ନେଇପାରିବେ। ଆସନ୍ତୁ ଆଜି ପ୍ରସ୍ତୁତ କରିବା ଗୁଡ଼ ଖିରି।

ଆବଶ୍ୟକ ସାମଗ୍ରୀ: ଖିରି ଚାଉଳ, ଘିଅ, କାଜୁ, କିସ୍‌ମିସ୍‌, କ୍ଷୀର, ଲୁଣ, ଗୁଜୁରାତି ଗୁଣ୍ଡ, ଗୁଡ଼ ଏବଂ ବାଦାମ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଏକ ଡିସ୍‌ରେ ଘିଅ ଗରମ କରି ଏଥିରେ କାଜୁ କିସ୍‌ମିସ୍‌କୁ ହାଲକା ଭାଜିଦିଅନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଚାଉଳ ଓ କ୍ଷୀରକୁ ଧିମା ଆଞ୍ଚରେ ମିଶିବା ଯାଏ ଭଲ ଭାବେ ସିଝାନ୍ତୁ। ଚାଉଳ ସିଝି ଗଲାପରେ ସେଥିରେ ଗୁଜୁରାତି ଗୁଣ୍ଡ, ଅଳ୍ପ ଲୁଣ, ଭଜା କାଜୁ, କିସ୍‌ମିସ୍‌ ପକାଇ କିଛି ସମୟ ଲଗାତାର ଗୋଳାନ୍ତୁ।

ଏବେ ଗୁଡ଼ରେ ଅଳ୍ପ ପାଣି ଦେଇ ଭଲଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଶିରାକୁ ଖିରିରେ ଢାଳି ଭଲଭାବେ ଗୋଳାନ୍ତୁ ଓ କିଛି ସମୟ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ। ଚାଉଳ ସମ୍ପୂର୍ଣ୍ଣ ସିଝିଗଲାପରେ ଏହାକୁ ତଳକୁ ଓହ୍ଲାଇଦିଅନ୍ତୁ।  ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଗୁଡ଼ ଖିରି। ଏବେ ଏହାକୁ କଟା ବାଦାମରେ ସଜାଇ ଗରମା ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story