ଶୀଘ୍ର ସରି ଯାଉଛି କି ମୋବାଇଲ୍‌ର ଚାର୍ଜ: ପଢନ୍ତୁ ଉପାୟ, ଆଉ ବୋହିବାକୁ ପଡିବନି ପାୱାର ବ୍ୟାଙ୍କ୍

ଆଜିର ମଡର୍ଣ୍ଣ ଯୁଗରେ ସମସ୍ତଙ୍କୁ କିମିଆ କରିଛି ସ୍ମାର୍ଟଫୋନ। ବିନା ସ୍ମାର୍ଟଫୋନରେ ଗୋଟିଏ ପାଦ ଆଗକୁ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି। ଏବେ ବଜାରକୁ ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ ଆସିଲାଣି। କ୍ୟାମେରା ପାଇଁ କେଉଁ ସ୍ମାର୍ଟଫୋନ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ତ କେଉଁ ଫୋନ ପ୍ରୋସେସିଂ ପାୱାରକୁ ନେଇ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। କିନ୍ତୁ ଏବେ ସ୍ମାର୍ଟଫୋନ ସାଙ୍ଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି ପାୱାର ବ୍ୟାଙ୍କ। କାରଣ ସାଧାରଣ ଫୋନ […]

mobile

mobile

Rakesh Mallick
  • Published: Monday, 29 May 2017
  • Updated: 29 May 2017, 06:50 PM IST

Sports

Latest News

ଆଜିର ମଡର୍ଣ୍ଣ ଯୁଗରେ ସମସ୍ତଙ୍କୁ କିମିଆ କରିଛି ସ୍ମାର୍ଟଫୋନ। ବିନା ସ୍ମାର୍ଟଫୋନରେ ଗୋଟିଏ ପାଦ ଆଗକୁ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି। ଏବେ ବଜାରକୁ ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟଫୋନ ଆସିଲାଣି। କ୍ୟାମେରା ପାଇଁ କେଉଁ ସ୍ମାର୍ଟଫୋନ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ତ କେଉଁ ଫୋନ ପ୍ରୋସେସିଂ ପାୱାରକୁ ନେଇ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। କିନ୍ତୁ ଏବେ ସ୍ମାର୍ଟଫୋନ ସାଙ୍ଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି ପାୱାର ବ୍ୟାଙ୍କ। କାରଣ ସାଧାରଣ ଫୋନ ପରି ବ୍ୟାଟେରୀ ଚାର୍ଜ ରଖୁନାହିଁ ସ୍ମାର୍ଟଫୋନ୍‌। ଏଥିପାଇଁ ଗ୍ରାହକଙ୍କ ଚିନ୍ତା ବଢି ଯାଇଛି। ତେବେ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ବ୍ୟାଟେରୀ ଚାର୍ଜ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଭ୍ରାଇବ୍ରେସନ ବନ୍ଦ ରଖିବା: ଏବେ ଫୋନର କଲ୍‌ ଠାରୁ ମେସେଜର ଚାହିଦା ଅଧିକା। ବିଭିନ୍ନ ସୋସିଆଲ ମିଡିଆରେ ଯୋଡି ହେବା ପରେ ଲୋକମାନେ ମେସେଜ ମାଧ୍ୟମରେ ନିଜର କଥା ଅନ୍ୟ ପାଖରେ ପହଞ୍ଚାଉଛନ୍ତି। ଏପରିକି କି ବୋର୍ଡରେ ଟାଇପ କରିବା ବେଳେ ମୃଦୁ ଭାଇବ୍ରେସନର ସହାୟତା ନେଇଥାନ୍ତି ସ୍ମାର୍ଟଫୋନ ବ୍ୟବହାରକାରୀ। ତେବେ ଏହି ଭାଇବ୍ରେସନ ପାଇଁ ହିଁ ଅଧିକ ଚାର୍ଜ ସରିଥାଏ। ତେଣୁ ସର୍ବଦା ଫୋନର ଭାଇବ୍ରେସନ ମୋଡକୁ ଅଫ୍‌ କରି ରଖନ୍ତୁ।

ସର୍ବଦା କଳା ରଙ୍ଗର ୱାଲପେପର ରଖନ୍ତୁ: ଯଦି ଆପଣଙ୍କ ସ୍ମାର୍ଟଫୋନର ସ୍କ୍ରିନ୍‌ AMOLED ହୋଇଥାଏ ତେବେ ସ୍କ୍ରିନ୍‌ ଉପରେ କଳା ରଙ୍ଗର ୱାଲପେପର ରଖନ୍ତୁ। ଏହା ଯୋଗୁଁ କମ୍ ଚାର୍ଜ ସରିଥାଏ ଓ ବ୍ୟାଟେରୀ ବ୍ୟାକ୍‌ଅପ ବେଶ୍‌ ଭଲ ମଧ୍ୟ ରୁହେ।

ବିଭିନ୍ନ ଆପ୍‌ରେ ଥିବା ଲୋକେସନ୍‌ ଅପ୍ସନକୁ ବନ୍ଦ ରଖନ୍ତୁ: ସ୍ମାର୍ଟଫୋନ୍‌ରେ ବିଭିନ୍ନ ଆପ୍‌ ଡାଉନଲୋଡ କରିବା ପରେ ଏହା ଆପଣଙ୍କ ଲୋକେସନ୍ ଟ୍ରାକ୍‌ କରିଥାଏ। ତେବେ ପୂରା ଦିନ ଏହି ସବୁ ଆପ୍‌ ଲୋକେସନ୍‌ ଟ୍ରାକ କରିବା ଦ୍ୱାରା ସ୍ମାର୍ଟଫୋନରୁ ଶୀଘ୍ର ଚାର୍ଜ ସରିଥାଏ। ତେଣୁ କିଛି କିଛି ସମୟରେ ଲୋକେସନ୍ ଟ୍ରାକ୍‌ ଅଫ କରି ଦିଅନ୍ତୁ ଯାହାଫଳରେ ବେଶି ଚାର୍ଜ ଅପଚୟ ହେବନି।

ଠିକ୍‌ ସମୟରେ ଆଣ୍ଡ୍ରଏଡ୍ ଆପ୍‌କୁ ଅପଡେଟ୍‌ କରନ୍ତୁ: ସ୍ମାର୍ଟଫୋନ ଅପଡେଟ କରିବା ଟିକେ ସମୟ ସାପେକ୍ଷ। ତେବେ ୪ଜି ଇଣ୍ଟରନେଟ୍‌ ସେବା ଏହାକୁ ମଧ୍ୟ ସହଜ କରି ଦେଇଛି। ଫୋନକୁ ଲାଟେଷ୍ଟ ଭର୍ସନ ଅପଡେଟ କରିବାକୁ ଆଦୌ ଭୁଲନ୍ତୁ ନାହିଁ।  ଏହାଦ୍ୱାରା ଆପଣଙ୍କ ଫୋନ୍‌ ଚାର୍ଜ ଭଲ ରହିଥାଏ।

ଫୋନ୍‌କୁ ଏୟାରପ୍ଳେନ୍‌ ମୋଡରେ ରଖିବା: ସ୍ମାର୍ଟଫୋନ୍‌କୁ ଏୟାରପ୍ଲେନ ମୋଡରେ ରଖିବା ଦ୍ୱାରା କୌଣସି କଲ୍, ମେସେଜ କିମ୍ବା ଇଣ୍ଟରନେଟ୍‌ ମାଧ୍ୟମରେ ଯୋଗାଯୋଗ ହୋଇ ପାରି ନଥାଏ। ଯେତେବେଳେ କୌଣସି ଦୁର୍ଗମ ସ୍ଥାନକୁ ଯାତ୍ରା କରୁଛନ୍ତି ଆପଣଙ୍କ ଫୋନରେ ନେଟୱର୍କ ରହୁନାହିଁ ଯଥାସମ୍ଭବ ଫୋନକୁ ଏୟାରପ୍ଲେନ୍‌ ମୋଡର ରଖିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଫୋନରୁ ବେଶି ଚାର୍ଜ ଅପଚୟ ହୋଇ ନଥାଏ।

ବିନା କାରଣରେ ଜିପିଏସ୍‌, ବ୍ଲୁ ଟୁଥ, ମୋ‍ବାଇଲ ଡାଟା ଖୋଲା ରଖନ୍ତୁ ନାହିଁ: ଯଦି ଆପଣ ବ୍ଲୁଟୁଥ, ଜିପିଏସ୍, କିମ୍ବା ମୋବାଇଲ ଡାଟା ବ୍ୟବହାର କରୁ ନାହାନ୍ତି ତେବେ ଏହାକୁ ଅଧିକାଂଶ ସମୟ ଧରି ଖୋଲା ରଖନ୍ତୁ ନାହିଁ। ନଚେତ୍‌ ଏହା ଆପଣଙ୍କ ଫୋନରେ ବ୍ୟାଟେରୀ ଚାର୍ଜ ସରାଇ‍ବା ସହ ଫୋନକୁ ମଧ୍ୟ ଖରାପ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story