ଗାନ୍ଧିଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନ ପୂରଣ କରିବାକୁ 'ୱିଲିୟମ୍ ଫୋର୍ଟ ସୋସାଇଟି'ର ନିଆରା ପ୍ରୟାସ

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ସ୍ୱପ୍ନ ଥିଲା ସ୍ୱଚ୍ଛ ଭାରତ। ଏହାକୁ ଶାକାର କରିବାକୁ ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।

William Fort society

'ୱିଲିୟମ୍ ଫୋର୍ଟ ସୋସାଇଟି' ପକ୍ଷରୁ ନିଆରା ପ୍ରୟାସ

Manoj Swain
  • Published: Monday, 02 October 2023
  • Updated: 02 October 2023, 07:56 PM IST

Sports

Latest News

ଆଜି ହେଉଛି ପବିତ୍ର ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଛି। ଗାନ୍ଧିଙ୍କ ଅହିଂସା ନୀତି ଆଜି ବି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି।  

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ସ୍ୱପ୍ନ ଥିଲା ସ୍ୱଚ୍ଛ ଭାରତ। ଏହାକୁ ଶାକାର କରିବାକୁ ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। କିଛି ଘରୋଇ ସଂସ୍ଥା ଓ ସେଚତନ ମଞ୍ଚ ମଧ୍ୟ ସ୍ୱଚ୍ଛ ଭାରତକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରୁଛନ୍ତି। ସମସ୍ତେ ସ୍ୱଚ୍ଛ ଭାରତ ପାଇଁ ତତ୍ପର।

Also Read

ଏହିକ୍ରମରେ ୱିଲିୟମ ଫୋର୍ଟ ସୋସାଇଟି ମଧ୍ୟ ଗାନ୍ଧିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଆଜି ଉଦ୍ୟମ କରିଛି। ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ସୋସାଇଟି ପକ୍ଷରୁ ନୟାପଲ୍ଲୀର ଆଇଆରସି ଭିଲେଜ ଉଚ୍ଚ ବିଦ୍ୟଳୟରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି। 

ଏଥିରେ ସଂସ୍ଥାର ସଭାପତି ପ୍ରମୋଦ ସାହୁ, ସଚିବ ଅମୂଲ୍ୟ କୁମାର ମୋହିନି, ଟ୍ରେଜରର ସତ୍ୟାନନ୍ଦ ଦାସ ଓ ଅନ୍ୟ ସଦସ୍ୟ ବିନୋଦ ଜେନା, ପ୍ରଦୀପ ପାତ୍ର, ପ୍ରଶାନ୍ତ ଦାସ, ପ୍ରଶାନ୍ତ ନାୟକ, ଦୁର୍ଗା ପ୍ରସାଦ ସାହୁ, ଶଶାଙ୍କ ଶେଖର ମହାନ୍ତି ଓ ତପନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ସଂସ୍ଥାର ଅନ୍ୟ କର୍ମକର୍ତ୍ତା ଓ ସମର୍ଥକମାନେ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସେମାନେ ପରିବେଶକୁ ସଫାସୁତରା କରିବା ସହ ସବୁବେଳେ ଏପରି କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story