ଗୋଆ ଓ ପଞ୍ଜାବ ନିର୍ବାଚନ ପାଇଁ ଭିଡିଓ ଜରିଆରେ ଚାନ୍ଦା ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ଦେଶ ଓ ବିଦେଶର ଜନତାଙ୍କୁ ଚାନ୍ଦା ଓ ସମୟ ଦେବାପାଇଁ ଅନୁରୋଧ କରିଛନ୍ତି। ଚାନ୍ଦା ମାଗିବାକୁ ଯାଇ କେଜ୍ରିୱାଲ କହିଛନ୍ତି, ‘‘ଆମ୍‌ ଆଦମୀ ପାର୍ଟି’ ସାଧାରଣ ଜନତାଙ୍କ ଚାନ୍ଦାରେ ହିଁ ଚାଲେ। ଦିଲ୍ଳୀ ନିର୍ବାଚନ ସମୟରେ ଯେପରି ଆପଣମାନେ ଦେଶ ବିଦେଶର କୋଣ ଅନୁକୋଣରୁ ଆସି ଘରେ ଘରେ କ୍ୟାମ୍ପେନିଂ କରିଥିଲେ ଠିକ୍‌ ସେହିପରି ପଞ୍ଚାବ ଓ ଗୋଆର ନିର୍ବାଚନ ପାଇଁ ମଧ୍ୟ […]

kejriwal

kejriwal

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 04:24 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ଦେଶ ଓ ବିଦେଶର ଜନତାଙ୍କୁ ଚାନ୍ଦା ଓ ସମୟ ଦେବାପାଇଁ ଅନୁରୋଧ କରିଛନ୍ତି।

ଚାନ୍ଦା ମାଗିବାକୁ ଯାଇ କେଜ୍ରିୱାଲ କହିଛନ୍ତି, ‘‘ଆମ୍‌ ଆଦମୀ ପାର୍ଟି’ ସାଧାରଣ ଜନତାଙ୍କ ଚାନ୍ଦାରେ ହିଁ ଚାଲେ। ଦିଲ୍ଳୀ ନିର୍ବାଚନ ସମୟରେ ଯେପରି ଆପଣମାନେ ଦେଶ ବିଦେଶର କୋଣ ଅନୁକୋଣରୁ ଆସି ଘରେ ଘରେ କ୍ୟାମ୍ପେନିଂ କରିଥିଲେ ଠିକ୍‌ ସେହିପରି ପଞ୍ଚାବ ଓ ଗୋଆର ନିର୍ବାଚନ ପାଇଁ ମଧ୍ୟ ଆପଣମାନଙ୍କୁ ଚାନ୍ଦା ଏବଂ ସମୟ ଦେବାକୁ ପଡ଼ିବ। ଆଶା କରୁଛି ଆପଣମାନେ ସଂପୂର୍ଣ୍ଣ ସହଯୋଗ କରିବେ।”

ଅନ୍ୟପଟେ ସେ କୌଣସି ଶିଳ୍ପପତିଙ୍କ ନିକଟରୁ ଚାନ୍ଦା ନେବା ପାଇଁ ମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story