‘ତବଲିଗି ଜମାତ’କୁ ବ୍ୟାନ୍‌ କର, ଏହା କୋଭିଡ୍‌-୧୯କୁ ଅସ୍ତ୍ର ରୂପେ ବ୍ୟବହାର କରିଛି: ଭିଏଚ୍‌ପି

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦% ନିଜମାଦ୍ଦିନ୍‌ଠାରେ ଆୟୋଜିତ ‘ତବଲିଗି ଜମାତ’ ଧାର୍ମିକ ସମ୍ମିଳନୀ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହାକୁ ନେଇ ବିଭିନ୍ନ ମହଲରେ ‘ତବଲିଗି ଜମାତ’କୁ ଟାର୍ଗେଟ୍‌ କରାଯିବା ଆରମ୍ଭ ହୋଇଛି। ତେବେ ବିଶ୍ୱ ହିନ୍ଦୁ ପରିଷଦ ବର୍ତ୍ତମାନ ସାଂଘାତିକ ଅଭିଯୋଗ ଆଣିଛି। ଏହି ସଂଗଠନର ଅଭିଯୋଗ ଅନୁଯାୟୀ, ‘ତବଲିଗି ଜମାତ’ କୋଭିଡ୍‌-୧୯କୁ ଭାରତରେ ଅସ୍ତ୍ର ଭାବେ ବ୍ୟବହାର କରିଛି। Press Statement: Nizamuddin Markaz and Tablighi Jamaat be fully banned: […]

Masjid

Masjid

Subrat Kumar Nayak
  • Published: Sunday, 05 April 2020
  • Updated: 05 April 2020, 07:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦% ନିଜମାଦ୍ଦିନ୍‌ଠାରେ ଆୟୋଜିତ ‘ତବଲିଗି ଜମାତ’ ଧାର୍ମିକ ସମ୍ମିଳନୀ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହାକୁ ନେଇ ବିଭିନ୍ନ ମହଲରେ ‘ତବଲିଗି ଜମାତ’କୁ ଟାର୍ଗେଟ୍‌ କରାଯିବା ଆରମ୍ଭ ହୋଇଛି। ତେବେ ବିଶ୍ୱ ହିନ୍ଦୁ ପରିଷଦ ବର୍ତ୍ତମାନ ସାଂଘାତିକ ଅଭିଯୋଗ ଆଣିଛି। ଏହି ସଂଗଠନର ଅଭିଯୋଗ ଅନୁଯାୟୀ, ‘ତବଲିଗି ଜମାତ’ କୋଭିଡ୍‌-୧୯କୁ ଭାରତରେ ଅସ୍ତ୍ର ଭାବେ ବ୍ୟବହାର କରିଛି।
https://twitter.com/VHPDigital/status/1246737458860974080?s=20
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି, ଏହି ଇସ୍‌ଲାମିକ୍‌ ସଂଗଠନକୁ ବ୍ୟାନ୍‌ ବା ନିଷିଦ୍ଧ ଘୋଷଣା କରାଯାଉ। ଏତଦ୍‌ବ୍ୟତୀତ ଏହି ସଂଗଠନର ଆତଙ୍କବାଦ ସହ ଲିଙ୍କ ଥିବା ଦର୍ଶାଇ ଏହାର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାକୁ ଦାବି କରାଯାଇଛି। ଏହି ସଂଘଠନକୁ କେଉଁଠାରୁ ଟଙ୍କା ଆସୁଛି ତାହା ଜଣାଇବାକୁ ମଧ୍ୟ ଦାବି କରାଯାଇଛି।

ଏହି ପ୍ରସଙ୍ଗରେ ବିବୃତ୍ତି ଜାରି କରି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଡକ୍ଟର ସୁରେନ୍ଦ୍ର ଜୈନ୍‌ କହିଥିଲେ, ନିଜାମୁଦ୍ଦିନ୍‌ ମୁଖ୍ୟାଳୟରେ ତାଲିମ ନେଇ ଶହ ଶହ ତାବଲିଗି ସାରା ବିଶ୍ୱରେ ପ୍ରକୃତି ବିରୋଧୀ ଜ୍ଞାନ, ଖଳ ପ୍ରକୃତି ଏବଂ ଆତଙ୍କବାଦ ଆଦିର ପ୍ରସାର କରୁଛନ୍ତି। ଏହି ବିବୃତ୍ତିରେ ପୂର୍ବରୁ ଇସଲାମିକ୍‌ ଆତଙ୍କବାଦ କିଭଳି ବିଶ୍ୱ ପାଇଁ ବିପଦ ସାଜିଛି ତା’ର ଉଦାହରଣ ଦିଆଯାଇଛି। କରୋନାର ଭୟାବହତା ସତ୍ତ୍ୱେ ମାର୍ଚ୍ଚ ୧୪-୧୫ ଏଭଳି ଆଉ ଏକ ସମ୍ମିଳନୀ ହେବାର ଥିଲା, କିନ୍ତୁ ଭିଏଚ୍‌ପିର ଉଦ୍ୟମ ଫଳରେ ଏହା ବନ୍ଦ ରହିଥିବା ଡକ୍ଟର ଜୈନ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story