ପାମ୍ପୋର ଆକ୍ରମଣ ପଛରେ ହାଫିଜ୍ ସଇଦ୍‌ ଜ୍ୱାଇଁର ହାତ!

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପାମ୍ପୋରରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ମୁଖ୍ୟ ହଫିଜ୍ ସଇଦ୍‌ର ଜ୍ୱାଇଁ ଖାଲିଦ୍ ବଲିଦ୍‌ର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। ଘଟଣା ସମୟରେ ଖାଲିଦା ବାରମ୍ୱାର ଲସ୍କର କମାଣ୍ଡରଙ୍କ ସମ୍ପର୍କରେ ଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୮ ଯବାନ୍ ସହିଦ୍‌ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ଘଟଣା ପାଇଁ ଲସ୍କର ମୁଖ୍ୟ  ନିଜକୁ […]

hafij

hafij

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 09:38 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପାମ୍ପୋରରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ମୁଖ୍ୟ ହଫିଜ୍ ସଇଦ୍‌ର ଜ୍ୱାଇଁ ଖାଲିଦ୍ ବଲିଦ୍‌ର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। ଘଟଣା ସମୟରେ ଖାଲିଦା ବାରମ୍ୱାର ଲସ୍କର କମାଣ୍ଡରଙ୍କ ସମ୍ପର୍କରେ ଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୮ ଯବାନ୍ ସହିଦ୍‌ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଆକ୍ରମଣ ଘଟଣା ପାଇଁ ଲସ୍କର ମୁଖ୍ୟ  ନିଜକୁ ଦାୟୀ କରିବା ସହ କାଶ୍ମୀରକୁ ବିଜୟ ପାଇବା ଯାଏଁ  ଭାରତୀୟ ସୁରକ୍ଷା ବଳ ଉପରେ ଆକ୍ରମଣ ଜାରି ରହିବ ବୋଲି କହିଛି।

ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ରାଜନାଥ ସିଂ ସିଆରପିଏଫ୍ ଡିଜି ଦୁର୍ଗା ପ୍ରସାଦଙ୍କୁ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story