ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି ଓ କେଜ୍ରିୱାଲ

ନୂଆଦିଲ୍ଲୀ: ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ । ଆମେରିକାର ଟାଇମ ମାଗାଜିନ ପକ୍ଷରୁ କରାଯାଇଥିବା ଏକ ଅନଲାଇନ ଜନମତ ସର୍ଭେରୁ ଏହା ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ମାତ୍ର ୦.୬% ଭୋଟ ପାଇଥିଲେ । ମାତ୍ର ୩୪% ଲୋକ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ତାଙ୍କ ବିପକ୍ଷରେ ଯାଇଥିଲା ୬୬% ଭୋଟ୍ । […]

modi kejriwal

modi kejriwal

Rakesh Mallick
  • Published: Tuesday, 14 April 2015
  • Updated: 14 April 2015, 12:17 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ । ଆମେରିକାର ଟାଇମ ମାଗାଜିନ ପକ୍ଷରୁ କରାଯାଇଥିବା ଏକ ଅନଲାଇନ ଜନମତ ସର୍ଭେରୁ ଏହା ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ମାତ୍ର ୦.୬% ଭୋଟ ପାଇଥିଲେ । ମାତ୍ର ୩୪% ଲୋକ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ତାଙ୍କ ବିପକ୍ଷରେ ଯାଇଥିଲା ୬୬% ଭୋଟ୍ । ସେହିପରି କେଜ୍ରିୱାଲ ମାତ୍ର ୦.୫% ଭୋଟ ପାଇଥିଲେ । ୭୧% ଲୋକ କହିଥିଲେ ଯେ ତାଙ୍କୁ ଏହି ତାଲିକାରେ ରଖାଯିବା ଉଚିତ ନୁହେଁ ।
ଏହି ୧୦୦ ଜଣିଆ ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନାଁ ବି ଥିଲା । ତେବେ ସେ ଆବଶ୍ୟକ ସଂଖ୍ୟକ ଭୋଟ୍ ପାଇନଥିଲେ ।
ଏହି ତାଲିକର ଶୀର୍ଷରେ ରହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପପ୍ ଷ୍ଟାର ଲେଡି ଗାଗା, ରିହାନା ଓ ଟେଲର ସୁଇଫ୍ଟ ପ୍ରମୁଖ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେବାକୁ ଘୋଷଣା କରିଥିବା ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ, ଦଲାଇ ଲାମା, ହାରୀ ପୋଟର୍ ଅଭିନେତ୍ରୀ ଇମା ୱାଟସନ୍, ନୋବେଲ ପୁରସ୍କାର ବିଜେତା ମଲାଲା ୟୁସାଫଜାଇ, ପୋପ୍ ଫ୍ରାନ୍ସିସ୍, ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପତ୍ନୀ ମାଇକେଲ୍ ଓବାମା, ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଓ ଚୀନ ରାଷ୍ଟ୍ରପତି ଜୀ ଜିଙ୍ଗପିଙ୍ଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story