ଯିଏ ‘ଭାରତ ମାତା କି ଜୟ’ କହିବନି ତା’ର ଏ ଦେଶରେ ରହିବାର ଅଧିକାର ନାହିଁ: ଦେବେନ୍ଦ୍ର ଫଡନାଭିସ

ମୁମ୍ୱାଇ: ଦେଶରେ ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍‌କୁ ନେଇ ରାଜନୀତି ଜୋର୍ ଧରିଛି। କିଛି ଲୋକ ଅଛନ୍ତି ଯେକୌଣସି ପରିସ୍ଥିତିରେ ସବୁ ଲୋକ ଏପରି ସ୍ଲୋଗାନ ଦିଅନ୍ତୁ ବୋଲି ଚାହୁଁଛନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ କହିଛନ୍ତି ତାଙ୍କ ଧର୍ମ ଏପରି ସ୍ଲୋଗାନ ଦେବାକୁ ତାଙ୍କୁ ଅନୁମତି ଦେଉନାହିଁ। ଏଭଳି ସ୍ଥିତିରେ ଏପରି ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇ ‘ଜୋରଜବରଦସ୍ତ ଦେଶଭକ୍ତି’ ଲଦି ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏପରି ଦେଶଭକ୍ତି ରାଜନୀତିରେ ଏବେ […]

devendra-fadnavis

devendra-fadnavis

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 07:45 AM IST

Sports

Latest News

ମୁମ୍ୱାଇ: ଦେଶରେ ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍‌କୁ ନେଇ ରାଜନୀତି ଜୋର୍ ଧରିଛି। କିଛି ଲୋକ ଅଛନ୍ତି ଯେକୌଣସି ପରିସ୍ଥିତିରେ ସବୁ ଲୋକ ଏପରି ସ୍ଲୋଗାନ ଦିଅନ୍ତୁ ବୋଲି ଚାହୁଁଛନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ କହିଛନ୍ତି ତାଙ୍କ ଧର୍ମ ଏପରି ସ୍ଲୋଗାନ ଦେବାକୁ ତାଙ୍କୁ ଅନୁମତି ଦେଉନାହିଁ। ଏଭଳି ସ୍ଥିତିରେ ଏପରି ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇ ‘ଜୋରଜବରଦସ୍ତ ଦେଶଭକ୍ତି’ ଲଦି ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଏପରି ଦେଶଭକ୍ତି ରାଜନୀତିରେ ଏବେ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଯିଏ ଭାରତମାତାର ଜୟଗାନ ନ କରିବ ତା’ର ଏ ଦେଶରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି।

ନାସିକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫଡନାଭିସ କହିଛନ୍ତି, “ଏ ଦେଶରେ ରହିବାକୁ ହେଲେ ଭାରତ ମାତା କି ଜୟ ସ୍ଲୋଗାନ ଦେବାକୁ ପଡିବ। ଯିଏ ଏହି ସ୍ଲୋଗାନ ନ ଦେବା ତା’ର ଏଠାରେ ରହିବାର ଅଧିକାର ନାହିଁ।”

ଗତ ଗୁରୁବାର ଦାରୁଲ୍ ଉଲମ୍‌ ଦେୱବନ୍ଦ ‘ଭାରତ ମାତା କି ଜୟ’ କହିବା ଉପରେ ଫତୱା ଜାରି କରିଥିଲେ। ଏହା ଇସଲାମ ବିରୋଧୀ ବୋଲି ସେ କହିଥିଲେ। ଯାହାକୁ ନେଇ ବିବାଦ ବଢିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story