ଲଶ୍କର-ଇ-ତୋଇବା ଟାର୍ଗେଟରେ ମୁମ୍ବାଇ

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇ ଆକ୍ରମଣ କରିବାକୁ ଯୋଜନା କରୁଛି । ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ମଙ୍ଗଳବାର ଏହି ସୂଚନା ଦେବା ପରେ ମୁମ୍ବାଇ ପୁଲିସକୁ ସତର୍କ କରି ଦିଆଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଇବାର କମାଣ୍ଡର ଜାକିଉର୍ ରେହମନ ଲଖ୍ଭୀ ଗତ ସପ୍ତାହରେ ରାୱାଲାପିଣ୍ଡିର ଆଡ଼ିଆଲା ଜେଲରୁ ବାହାରିବା ପରେ ଏଭଳି ଏକ ସମ୍ଭାବ୍ୟ ଆକ୍ରମଣ ନେଇ ସତର୍କ କରି ଦେଇଛି ଗୁଇନ୍ଦା । ଗୁଇନ୍ଦା ପକ୍ଷରୁ ମୁମ୍ବାଇ […]

india gate mumbai

india gate mumbai

Rakesh Mallick
  • Published: Tuesday, 14 April 2015
  • Updated: 14 April 2015, 12:22 PM IST

Sports

Latest News

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇ ଆକ୍ରମଣ କରିବାକୁ ଯୋଜନା କରୁଛି । ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ମଙ୍ଗଳବାର ଏହି ସୂଚନା ଦେବା ପରେ ମୁମ୍ବାଇ ପୁଲିସକୁ ସତର୍କ କରି ଦିଆଯାଇଛି ।
୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଇବାର କମାଣ୍ଡର ଜାକିଉର୍ ରେହମନ ଲଖ୍ଭୀ ଗତ ସପ୍ତାହରେ ରାୱାଲାପିଣ୍ଡିର ଆଡ଼ିଆଲା ଜେଲରୁ ବାହାରିବା ପରେ ଏଭଳି ଏକ ସମ୍ଭାବ୍ୟ ଆକ୍ରମଣ ନେଇ ସତର୍କ କରି ଦେଇଛି ଗୁଇନ୍ଦା । ଗୁଇନ୍ଦା ପକ୍ଷରୁ ମୁମ୍ବାଇ ପୁଲିସକୁ ପଠାଯାଇଥିବା କୁହାଯାଇଛି ଯେ ଲଶ୍କର-ଇ-ତୋଇବା ୮ରୁ୧୦ ଜଣ ଆତଙ୍କବାଦୀଙ୍କୁ ମୁମ୍ବାଇ ପଠାଇ ୨୬/୧୧ ଘଟଣାର ପୁନରାବୃତ୍ତି କରିବାକୁ ଯୋଜନା ପ୍ରସ୍ତୁତି କରିଛି । ସେମାନଙ୍କୁ ସମୁଦ୍ର ପଥରେ ମୁମ୍ବାଇ ପଠାଇବାକୁ ଏହି ଆତଙ୍କବାଦୀ ସଂଗଠନ ଯୋଜନା ପ୍ରସ୍ତୁତ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି । ୨୬/୧୧ ଭଳି ଏଥର ବି ସଂଗଠନ ପକ୍ଷରୁ ରେଳ ଷ୍ଟେସନ, ବଡ଼ ବଡ଼ ହୋଟେଲ୍ ଆଦିକୁ ଟାର୍ଗେଟ କରାଯାଇପାରେ ।
୨୬/୧୧ରେ ୧୦ ଜଣ ଆତଙ୍କବାଦୀ ସମୁଦ୍ରପଥରେ ମୁମ୍ବାଇରେ ପଶିଥିଲେ । ରେଳ ଷ୍ଟେସନ, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ସମେତ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ । ପାକିସ୍ତାନରେ ଥାଇ ଏହି ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରୁଥିଲା ଲଖଭୀ । ସେହି ଲଖଭୀକୁ ଗତ ସପ୍ତାହରେ ଜାମିନରେ ଜେଲରୁ ଛାଡ଼ି ଦିଆଯାଇଛି । ଲାହୋର ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ପାକିସ୍ତାନ ସରକାର ଏଇ ପଦକ୍ଷେପ ନେଇଥିଲେ । ସେ ଜେଲରୁ ବାହାରିବା ପରେ କେଉଁଠି ଅଛି ତାହା ଜଣାପଡ଼ି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story