ମୋଦିଙ୍କୁ ଭେଟିଲେ ନେତାଜୀଙ୍କ ନାତି

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ରାତିରେ ଭେଟିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ସୂର୍ଯ୍ୟ ବୋଷ । ତାଙ୍କ ପରିବାର ପଛରେ ହୋଇଥିବା ଗୁଇନ୍ଦାଗିରି ଓ ନେତାଜୀଙ୍କ ସମସ୍ତ ଗୁପ୍ତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ସଂପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିଥିଲେ । ମୋଦିଙ୍କ ସହିତ ସାକ୍ଷାତକାର ପରେ ସୂର୍ଯ୍ୟ ବୋଷ କହିଥିଲେ ଯେ ମୁଖ୍ୟତଃ ଗୁଇନ୍ଦାଗିରି ଓ ନେତାଜୀଙ୍କ ଗୁପ୍ତ ଫାଇଲଗୁଡ଼ିକର ତଥ୍ୟ ପ୍ରକାଶ କରିବା […]

surya bose

surya bose

Rakesh Mallick
  • Published: Tuesday, 14 April 2015
  • Updated: 14 April 2015, 10:09 AM IST

Sports

Latest News

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ରାତିରେ ଭେଟିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ସୂର୍ଯ୍ୟ ବୋଷ । ତାଙ୍କ ପରିବାର ପଛରେ ହୋଇଥିବା ଗୁଇନ୍ଦାଗିରି ଓ ନେତାଜୀଙ୍କ ସମସ୍ତ ଗୁପ୍ତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ସଂପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିଥିଲେ ।
ମୋଦିଙ୍କ ସହିତ ସାକ୍ଷାତକାର ପରେ ସୂର୍ଯ୍ୟ ବୋଷ କହିଥିଲେ ଯେ ମୁଖ୍ୟତଃ ଗୁଇନ୍ଦାଗିରି ଓ ନେତାଜୀଙ୍କ ଗୁପ୍ତ ଫାଇଲଗୁଡ଼ିକର ତଥ୍ୟ ପ୍ରକାଶ କରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଦୁଇ ପ୍ରସଙ୍ଗରେ ଗୁରୁତ୍ୱର ସହିତ ବିଚାର କରିବେ ଓ ତା’ପରେ ଫଇସଲା ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରତିଶ୍ରୁତିରେ ସନ୍ତୋଷ ପ୍ରକାଶ କରିଛନ୍ତି ନେତାଜୀଙ୍କ ନାତି । ସେ କହିଥିଲେ, ମୋଦିଙ୍କ ଜବାବ ଖୁବ୍ ସ୍ୱଚ୍ଛ ଥିଲା । ଅତିକମରେ ସେ ପ୍ରସଙ୍ଗଟିକୁ ଗୁରୁତ୍ୱର ସହିତ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଲେ । ତାଙ୍କ ଦ୍ୱାରା ଯାହା ହୋଇପାରିବ ତାହା କରିବାକୁ ଉଦ୍ୟମ କରିବେ ବୋଲି କହିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସେ ନିଜେ ବି ନେତାଜୀଙ୍କ ସଂପର୍କିତ ଗୁପ୍ତ ଫାଇଲଗୁଡ଼ିକୁ ଦେଖିନାହାନ୍ତି । ସେ ବି ସେଥିରେ ଥିବା ବିଷୟବସ୍ତୁଗୁଡ଼ିକର ତର୍ଜମା କରିପାରିବେ ନାହିଁ । ତେବେ ସେହି ଫାଇଲଗୁଡ଼ିକୁ ଖୋଲିବା ଦିଗରେ ସେ ଉଦ୍ୟମ କରିବେ ।

ଏହା ସହିତ ସୂର୍ଯ୍ୟ ବୋଷ ଗତ ଉପା ସରକାର ଉପରେ ବର୍ଷି ଥିଲେ । ସେ କହିଥିଲେ, ନେତାଜୀଙ୍କ ସଂପର୍କରେ ରହିଥିବା ଗୁପ୍ତ ତଥ୍ୟ ସମ୍ବଳିତ ଫାଇଲଗୁଡ଼ିକୁ ଖୋଲିବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର କିଛି ପଦକ୍ଷେପ ନେଲେ ନାହିଁ । କେବଳ ବୋଷ ପରିବାର ନୁହେଁ, ସାରା ଦେଶ ଜାଣିବାକୁ ଚାହୁଁଛି ସେହି ଫାଇଲଗୁଡ଼ିକରେ କ’ଣ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story