ନିଉୟର୍କ: ସୁଇଜରଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର। ୱାର୍ଲ୍ଡ ହାପିନେସର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ସଷ୍ଟେନେବଲ୍ ଡେଭଲପମେଣ୍ଟ ସଲୁ୍ୟସନ୍ସ ନେଟୱର୍କ (ଏସଡିଏସଏନ) ଏହି ସର୍ଭେ କରିଥିଲା। ୧୫୮ ଦେଶକୁ ନେଇ କରାଯାଇଥିଲା ଏହି ସର୍ଭେ।
ରିପୋର୍ଟରେ ସୁଇଜରଲ୍ୟାଣ୍ଡ ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଯଥାକ୍ରମେ ରହିଛନ୍ତି ଆଇସଲ୍ୟାଣ୍ଡ, ଡେନମାର୍କ, ନରୱେ ଓ କାନାଡା।
ସେହିପରି ଟୋଗୋ, ବୁରୁଣ୍ଡି, ସିରିୟା, ବେନିନ ଓ ରାୱାଣ୍ଡା ହେଉଛନ୍ତି ସବୁଠୁ ଅସୁଖୀ ଦେଶ। ଏହି ଦେଶଗୁଡ଼ିକରେ ସବୁଠୁ ଅଧିକ ଲୋକ ଅସୁଖୀ।
୨୦୧୩ରେ କରାଯାଇଥିବା ସର୍ଭେରେ ଡେନମାର୍କ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଥିଲା। ସେତେବେଳେ ଏହି ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ସ୍ଥାନିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରୁ ୯ଟି ଚଳିତ ତାଲିକାରେ ବି ସ୍ଥାନ ବଜାୟ ରଖିଛନ୍ତି । କେବଳ ର୍ୟାଙ୍କିଙ୍ଗରେ ତଳଉପର ହୋଇଛି।
୨୦୧୩ ଅପେକ୍ଷା ଗ୍ରୀସ, ଇଜିପ୍ଟରେ ସୁଖୀ ଲୋକଙ୍କ ସଂଖ୍ୟା କମିଛି। ଇଟାଲୀ ୫୦ ତମ ସ୍ଥାନରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Business
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?
ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Politics
ସଞ୍ଜୟଙ୍କ ଦାବି, ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସଞ୍ଜୟ କହିଛନ୍ତି ଯେ ଗତ ୧୦-୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେବି ଆରଏସ୍ଏସ୍ ମୁଖ୍ୟାଳୟକୁ ଯାଇନଥିଲେ। କିନ୍ତୁ ଏବେ ଯିବା ପଛରେ ତାଙ୍କ ଅବସର ଯୋଜନା ହିଁ ରହିଛି।

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।