ସୁଇଜରଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ

ନିଉୟର୍କ: ସୁଇଜରଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର। ୱାର୍ଲ୍ଡ ହାପିନେସର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ସଷ୍ଟେନେବଲ୍ ଡେଭଲପମେଣ୍ଟ ସଲୁ୍ୟସନ୍ସ ନେଟୱର୍କ (ଏସଡିଏସଏନ) ଏହି ସର୍ଭେ କରିଥିଲା। ୧୫୮ ଦେଶକୁ ନେଇ କରାଯାଇଥିଲା ଏହି ସର୍ଭେ। ରିପୋର୍ଟରେ ସୁଇଜରଲ୍ୟାଣ୍ଡ ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଯଥାକ୍ରମେ ରହିଛନ୍ତି ଆଇସଲ୍ୟାଣ୍ଡ, ଡେନମାର୍କ, ନରୱେ ଓ କାନାଡା। ସେହିପରି ଟୋଗୋ, ବୁରୁଣ୍ଡି, ସିରିୟା, ବେନିନ ଓ ରାୱାଣ୍ଡା ହେଉଛନ୍ତି ସବୁଠୁ ଅସୁଖୀ […]

swiss

swiss

Rakesh Mallick
  • Published: Friday, 24 April 2015
  • Updated: 04 May 2017, 03:45 PM IST

ନିଉୟର୍କ: ସୁଇଜରଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର। ୱାର୍ଲ୍ଡ ହାପିନେସର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ସଷ୍ଟେନେବଲ୍ ଡେଭଲପମେଣ୍ଟ ସଲୁ୍ୟସନ୍ସ ନେଟୱର୍କ (ଏସଡିଏସଏନ) ଏହି ସର୍ଭେ କରିଥିଲା। ୧୫୮ ଦେଶକୁ ନେଇ କରାଯାଇଥିଲା ଏହି ସର୍ଭେ।

ରିପୋର୍ଟରେ ସୁଇଜରଲ୍ୟାଣ୍ଡ ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଯଥାକ୍ରମେ ରହିଛନ୍ତି ଆଇସଲ୍ୟାଣ୍ଡ, ଡେନମାର୍କ, ନରୱେ ଓ କାନାଡା।
ସେହିପରି ଟୋଗୋ, ବୁରୁଣ୍ଡି, ସିରିୟା, ବେନିନ ଓ ରାୱାଣ୍ଡା ହେଉଛନ୍ତି ସବୁଠୁ ଅସୁଖୀ ଦେଶ। ଏହି ଦେଶଗୁଡ଼ିକରେ ସବୁଠୁ ଅଧିକ ଲୋକ ଅସୁଖୀ।

୨୦୧୩ରେ କରାଯାଇଥିବା ସର୍ଭେରେ ଡେନମାର୍କ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଥିଲା। ସେତେବେଳେ ଏହି ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ସ୍ଥାନିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରୁ ୯ଟି ଚଳିତ ତାଲିକାରେ ବି ସ୍ଥାନ ବଜାୟ ରଖିଛନ୍ତି । କେବଳ ର୍ୟାଙ୍କିଙ୍ଗରେ ତଳଉପର ହୋଇଛି।

୨୦୧୩ ଅପେକ୍ଷା ଗ୍ରୀସ, ଇଜିପ୍ଟରେ ସୁଖୀ ଲୋକଙ୍କ ସଂଖ୍ୟା କମିଛି। ଇଟାଲୀ ୫୦ ତମ ସ୍ଥାନରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story